Daily Archives

March 24, 2020

କରୋନା ସଚେତନତା: ହୋମ୍ କ୍ୱାରେଣ୍ଟିନରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ଗତକାଲି ଦିଲ୍ଲୀରୁ ଫେରି ଗୋବର୍ଦ୍ଧନ ମଠରେ…

କନକ ବ୍ୟୁରୋ: ହୋମ୍ କ୍ୱାରେଣ୍ଟିନରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ । ସୂଚନା ମୁତାବକ ଗତକାଲି ରାତିରେ ଶଙ୍କରାଚାର୍ଯ୍ୟ ପୁରୀ ଗୋବର୍ଦ୍ଧନ ମଠରେ ନିଜର ୧୪ ଜଣ ଶିଷ୍ୟ ଓ ପରିକରଙ୍କ ସହ ପହଁଚିଥିଲେ । ଏହାପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ହୋମ୍…

କରୋନା ମୁକାବିଲା : ଆଜିଠୁ ଦିଲ୍ଲୀରେ ଲାଗିଲା କର୍ଫ୍ୟୁ । ଅଧିକ ସତର୍କତା ଜରୁରୀ ଥିବା କହିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

କନକ ବ୍ୟୁରୋ : ସାରା ବିଶ୍ୱ କରୋନା ମୁକାବିଲା କରୁଥିବା ବେଳେ ବଡ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜିଠାରୁ ଦିଲ୍ଲୀରେ ଲାଗିଲା କର୍ଫ୍ୟୁ । କରୋନା ସତର୍କତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । I am…

ମୁଁ ଶପଥ କରୁଛି… ବାହାରକୁ ଯିବିନି, କରୋନା ଆଣିବିନି । ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘ମୋ ଜୀବନ’…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ନବୀନଙ୍କ ନୂଆ କାର୍ଯ୍ୟକ୍ରମ । କରୋନା ନେଇ ରାଜ୍ୟବାସୀଙ୍କୁ ନିବେଦନ କରିବା ସହ ଏହାର ମୁକାବିଲା ପାଇଁ ‘ମୋ ଜୀବନ’ କାର୍ଯ୍ୟକ୍ରମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାରକୁ ନବାହାରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିବା ସହ ପ୍ରତିଦିନ ଶପଥ…

ଲକଡାଉନ୍ ସମୟରେ ସ୍ୱାସ୍ଥ୍ୟକର୍ମୀ ସ୍ୱଚ୍ଛନ୍ଦରେ କରିପାରିବେ ଚଳପ୍ରଚଳ । ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଚିଠି ଲେଖି…

କନକ ବ୍ୟୁରୋ : କରୋନା ଭାଇରସର ମୁକାବିଲା ପାଇଁ ସାରା ରାଜ୍ୟକୁ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ବଡ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ସେ କହିଛନ୍ତି, ରାଜ୍ୟରେ ମୁକ୍ତ ଭାବେ ଯାତାୟତ କରିପାରିବେ ସ୍ୱାସ୍ଥ୍ୟକର୍ମୀ । ଲକଡାଉନ୍ ସମୟରେ ସ୍ୱାସ୍ଥ୍ୟକର୍ମୀ…

ଯେକୌଣସି ଏଟିଏମରୁ ଟଙ୍କା ଉଠାଇଲେ ଲାଗିବନି ଚାର୍ଜ । ୩ ମାସ ପର୍ଯ୍ୟନ୍ତ ଅନ୍ୟ ବ୍ୟାଙ୍କ ଏଟିଏମରୁ ଉଠାଇଲେ ବି ପଡିବନି…

କନକ ବ୍ୟୁରୋ: ଏଟିଏମରୁ ଟଙ୍କା ଉଠାଇଲେ ଲାଗିବନି ଚାର୍ଜ । ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଣ କଲେ ୩ ମାସ ପର୍ଯ୍ୟନ୍ତ କୌଣସି ଶୁଳ୍କ ଲାଗିବନି । ଆଜି ଏଭଳି ଏକ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପୂର୍ବରୁ ଅନ୍ୟ ବ୍ୟାଙ୍କର…

କରୋନା ଭିତରେ ଆୟୁଷ୍ମାନ ଚିନ୍ତା ! ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ…

କନକ ବ୍ୟୁରୋ : କରୋନା ଭିତରେ ଆୟୁଷ୍ମାନ ଚିନ୍ତା । ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କର ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଥିବା…