Daily Archives

March 23, 2020

ଗାଡି ପାସ୍ ପାଇଁ ଥାନାରେ ଗହଳି ପରେ ସିପିଙ୍କ ସ୍ପଷ୍ଟୀକରଣ । କହିଲେ ଥାନାରେ ମିଳୁନି ଗାଡି ପାସ୍ । ଜରୁରୀକାଳୀନ ସେବା…

କନକ ବ୍ୟୁରୋ: ଥାନାରେ ମିଳୁନି ଗାଡି ପାସ୍ । କୌଣସି ଥାନାରେ ଏଭଳି ପାସ୍ ଦିଆଯାଉନି । ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଭିଡ ପରେ ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଜରୁରୀକାଳୀନ ସେବା ଯୋଗାଉଥିବା ଲୋକ ଏବଂ ଅତ୍ୟାବଶ୍ୟକ କାମରେ ବାହାରୁଥିବା ଲୋକଙ୍କ ପାଇଁ…

ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଲମ୍ବା ଲାଇନ । ତାଲା ବନ୍ଦ ବେଳେ ଜରୁରୀ କାମରେ ବାହାରକୁ ବାହାରିଲେ ପାସ୍…

କନକ ବ୍ୟୁରୋ: ପାସ୍ ପାଇଁ ପ୍ରବଳ ଭିଡ । ଗାଡି ପାସ୍ ନେବାକୁ ଥାନାରେ ଲାଗିଛି ଲମ୍ବା ଲାଇନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଲୋକେ ଭିଡ ଲଗାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଗୋଟେ ପଟେ ସାମାଜିକ ଦୂରତା ପାଇଁ ବାରମ୍ବାର କୁହାଯାଉଥିବା ବେଳେ ଭିଡକୁ ନଆସିବାକୁ ମଧ୍ୟ ପରାମର୍ଶ…

ଶପଥ ନେଲେ ଶିବରାଜ । ଚତୁର୍ଥ ଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ ।

କନକ ବ୍ୟୁରୋ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ ସିଂ ଚୌହ୍ୱାନ । ରାଜଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ । ରାଜ୍ୟପାଳ ଶିବରାଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାପୂର୍ବରୁ ଲଗାତାର ୩…

ନଗଦ କାରବାର ଛାଡ, ଡିଜିଟାଲ ପେମେଣ୍ଟ କର । ନୋଟ୍ ବ୍ୟବହାର ଆଣିପାରେ ବିପଦ । ନଗଦ ଛାଡି ଡିଜିଟାଲ କାରବାର ପାଇଁ…

କନକ ବ୍ୟୁରୋ: ନଗଦ କାରବାର ଛାଡ, ଡିଜିଟାଲ ପେମେଣ୍ଟ କର । ଦେଶବାସୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିଟାଲ ପେମେଣ୍ଟ ଦ୍ୱାରା ସାମାଜିକ ଦୂରତା ରଖିହେବ ଏବଂ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ବୋଲି ମୋଦି କହିଛନ୍ତି । ସେପଟେ ଜରୁରୀ କାମ ନଥିଲେ ବ୍ୟାଙ୍କ…

କରୋନା ମୁକାବିଲା ପାଇଁ ସରକାରୀ ଅଫିସରେ କଟକଣା । କମ କର୍ମଚାରୀରେ ଚାଲିବ ଅଫିସ କାମ । ଜାଣନ୍ତୁ ଅଫିସକୁ ଆସିପାରିବେ…

କନକ ବ୍ୟୁରୋ: ଓଡିଶା କରୁଛି କରୋନା ମୁକାବିଲା । କରୋନା ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ ଡାଉନ ଜାରି କରିଛନ୍ତି । ଲୋକେ ଘରୁ ନବାହାରି ସଚେତନ ହେବା ପାଇଁ ଏବଂ ସୁରକ୍ଷିତ ରହିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫ଟି…

କରୋନା ମୁକାବିଲା : କରୋନା ଫଣ୍ଡକୁ ୩ ମାସର ଦରମା ଦେଲେ ମୁଖ୍ୟମନ୍ତ୍ରୀ, ପ୍ରଭାବିତଙ୍କ ସହାୟତା ପାଇଁ ଦାନ କରିବାକୁ…

କନକ ବ୍ୟୁରୋ : ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିସାରିଛି କରୋନା । ଆଉ ଏସବୁ ଭିତରେ ଓଡ଼ିଶା କରୁଛି କରୋନା ମୁକାବିଲା । କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଫଣ୍ଡକୁ…