Daily Archives

March 22, 2020

ଓଡ଼ିଶା କରୁଛି କରୋନା ମୁକାବିଲା । ଲକ୍ ଡାଉନ୍ ସମୟରେ ମାଲବାହୀ ଯାନ ଉପରେ ନାହିଁ କଟକଣା । ଆସନ୍ତାକାଲିଠୁ…

କନକ ବ୍ୟୁରୋ: ଲକ୍ ଡାଉନ ସମୟରେ ମାଲ୍ ବାହୀ ଯାନ ଉପରେ କୌଣସି କଟକଣା ନାହିଁ । କାରଣ ସରକାର ଚାହୁଁଛନ୍ତି ଖାଦ୍ୟ ସାମଗ୍ରୀ ଏବଂ କୌଣସି ଆବଶ୍ୟକୀୟ ଜିନିଷର ଅଭାବ ଜନସାଧାରଣଙ୍କୁ ନହେଉ । ସେଥିପାଇଁ କୌଣସି ମାଲ୍ ବାହୀଯାନ ଉପରେ ଲକ୍ ଡାଉନ ସମୟରେ କଟକଣା ଲାଗିବ ନାହିଁ । ଏହାର ତଦାରଖ କରିବାକୁ…

କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲା ପୂରା ଦେଶ । ତାଳି, ଥାଳି, ଘଣ୍ଟ ଓ ଶଙ୍ଖ ବଜାଇ ଧନ୍ୟବାଦ…

କନକ ବ୍ୟୁରୋ : କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଅଭିବାଦନ ଜଣାଇଲା ପୂରା ଦେଶ । ଘଣ୍ଟି, ତାଳି ଓ ଥାଳି ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ପୂରା ଦେଶବାସୀ । ଏହାପୂର୍ବରୁ ଜନତା କର୍ଫ୍ୟୁ ପାଳନ କରିବା ବେଳେ ସନ୍ଧ୍ୟା ୫ଟାରେ ଧନ୍ୟବାଦ ଜଣାଇବାକୁ ଆହ୍ୱାନ…

ରାଜ୍ୟରେ ବଢିନାହିଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର : ସୁବ୍ରତ ବାଗଚୀ

କନକ ବ୍ୟୁରୋ : ରାଜ୍ୟରେ ବଢିନାହିଁ ଆକ୍ରାନ୍ତଙ୍କ ସଂଖ୍ୟା । କରୋନାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ତାଜା ତଥ୍ୟ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରାଜ୍ୟରେ ଚିହ୍ନଟ ହୋଇଥିବା ୨ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ଦେଲେ ସୁବ୍ରତ ବାଗଚୀ ।…

କରୋନା ଟେନସନ । ଦିଲ୍ଲୀରେ ୧୪୪ ଧାରା ଜାରି କଲା ଦିଲ୍ଲୀ ପୋଲିସ

କନକ ବ୍ୟୁରୋ : ସାରା ଦେଶରେ କରୋନା ବ୍ୟାପିବାରେ ଲାଗିଛି । ତେବେ କରୋନା ଭୂତାଣୁକୁ ରୋକିବାକୁ ସରକାର ପୂରା ଦମରେ ଲାଗିଛନ୍ତି । ସାରା ଦେଶରେ କରୋନାକୁ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଚେଷ୍ଟା ଜାରି ରଖିଛନ୍ତି । ତେବେ ମିଳିଥିବା…

କରୋନା କଟକଣା । ଜନତା କର୍ଫ୍ୟୁକୁ ରାଜଧାନୀରେ ଲୋକଙ୍କ ସମର୍ଥନ

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ରାଜଧାନୀରେ ମଧ୍ୟ ଜୋରଦାର ସମର୍ଥନ କରିଛନ୍ତି ଜନସାଧାରଣ । ରାଜଧାନୀ ଭୁବନେଶ୍ୱରରେ ଲୋକେ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଲୋକେ ଘରୁ ନବାହାରି ନିଜେ ବନ୍ଦୀ ରହି…

ସାରା ଓଡିଶାରେ ପାଳନ ହେଉଛି ଜନତା କର୍ଫ୍ୟୁ । ସବୁ ସହରରେ ରାସ୍ତାଘାଟ ଶୂନଶାନ , ଦୋକାନ ବଜାର ବନ୍ଦ, ପୂର୍ଣ୍ଣ ସମର୍ଥନ…

କନକ ବ୍ୟୁରୋ : ଜନତା କର୍ଫ୍ୟୁକୁ ମିଳିଛି ବିପୁଳ ସମର୍ଥନ । ଦେଶରେ ନୁହେଁ ବରଂ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ କଥାକୁ ପୂରାପୂରି ଭାବରେ ମାନୁଛନ୍ତି ଜନତା । କଟକରୁ କୋରାପୁଟ, ପୁରୀରୁ ମାଲକାନଗିରି ସବୁଠି ଜନତାକୁ କର୍ଫ୍ୟୁକୁ ମିଳିଛି ସମର୍ଥନ । ରାଜ୍ୟବାସୀ ପ୍ରଧାନମନ୍ତ୍ରୀଙ୍କ…