Daily Archives

March 22, 2020

ମୋଦି ସରକାରଙ୍କ ବଡ଼ ଘୋଷଣା । ସ୍ୱଦେଶୀ ମୋବାଇଲ ନିର୍ମାତା କମ୍ପାନୀଙ୍କୁ ୪୧ ହଜାର କୋଟି ଟଙ୍କାର ପ୍ୟାକେଜ ଦେବାକୁ…

କନକ ବ୍ୟୁରୋ : ଭାରତକୁ ଇଲେକ୍ଟ୍ରୋନିକ୍ସ ହବ୍ କରିବା ଦିଗରେ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଦେଶରେ ମୋବାଇଲ୍ ଏବଂ ଏହାର ଉପାଦାନ ତିଆରି କରୁଥିବା ଘରୋଇ କମ୍ପାନୀଗୁଡିକ ପାଇଁ ସରକାର ୪୧ ହଜାର କୋଟି ଟଙ୍କା ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଛନ୍ତି । ମେକ୍ ଇନ୍ ଇଣ୍ଡିଆ ଅଭିଯାନ…

ସଚେତନ ହେଲେ, ସାହସ ବଢ଼ାଇଲେ ଜନତା । ‘ଜନତା କର୍ଫ୍ୟୁ’ରେ ଦେଶବାସୀଙ୍କ ଅଦ୍ଭୁତପୂର୍ଣ୍ଣ ସମର୍ଥନ ପାଇଁ ଧନ୍ୟବାଦ ଦେଲେ…

କନକ ବ୍ୟୁରୋ: କରୋନା ଭୂତାଣୁକୁ ରୋକିବାକୁ ଆଜି ସାରା ଦେଶ ସାମିଲ ହୋଇଛି ଜନତା କର୍ଫ୍ୟୁରେ । ଘରେ ଘରେ ନିଜକୁ ଲକଡାଉନ୍ କରିଛନ୍ତି ଦେଶବାସୀ । ଆଉ ଏହାରି ଭିତରେ ସନ୍ଧ୍ୟା ୫ଟା ବାଜିବା ମାତ୍ରେ ସାରା ଦେଶରେ ଶୁଭିଛି ଘଂଟିର ଶବ୍ଦ । କରୋନା ଭୂତାଣୁ ମହାମାରୀର ରୂପ ନେଇଥିବା ବେଳେ ଏଭଳି ସମୟରେ…

ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାହାରେ ବୁଲିବାରୁ ବିଏମ୍‌ସି ପକ୍ଷରୁ ୨ ଜଣଙ୍କ ନାଁରେ ଥାନାରେ ଏତଲା

କନକ ବ୍ୟୁରୋ : ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଘର ଛାଡ଼ି ବାହାରେ ବୁଲିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ୍‌ ପକ୍ଷରୁ ୨ ଜଣଙ୍କ ନାଁରେ ଥାନାରେ ଏତଲା ହୋଇଛି। ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଥାନାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ନାଁରେ ଅଭିଯୋଗ ହୋଇଛି। ପୂର୍ବରୁ…

ଭାରତ କରୁଛି କରୋନା ମୁକାବିଲା: ସଙ୍ଗରୋଧରେ ରହିପାରିଲେ ହିଁ ସୁରକ୍ଷିତ । ହେଲେ ନିଜକୁ ସଙ୍ଗରୋଧ କରି ରଖିବା…

କନକ ବ୍ୟୁରୋ: ନିଜେ ନିଜକୁ ବନ୍ଦୀ କରନ୍ତୁ ଜନତା । ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ । ଜନତା କର୍ଫ୍ୟୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ଆହ୍ୱାନ ଭିତରେ ପ୍ରଶ୍ନ ଉଠୁଛି ଯେ, ୧୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତ ପାଇଁ ଏହା କେତେ ସମ୍ଭବ? କାରଣ ସାରା ଦେଶରେ…

ଜନତା କର୍ଫ୍ୟୁ ଆହ୍ୱାନରେ ବନ୍ଦ ହୋଇଗଲା ପୂରା ଓଡ଼ିଶା । ଗାଁଠୁ ସହର ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଖାଁ ଖାଁ । ସେବା…

କନକ ବ୍ୟୁରୋ: ସାରା ଓଡ଼ିଶାରୁ ଆସିଥିବା ସମର୍ଥନ ବୟାନ କରୁଛି, ସ୍ଥିତିର ମୁକାବିଲା ପାଇଁ ଆମେ କେତେ ତତ୍ପର । ଆଉ ଦାୟିତ୍ୱକୁ ନେଇ ଆମେ କେତେ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁର ଆହ୍ୱାନ । ଏବଂ ମୁଖ୍ୟମନ୍ତ୍ରୀଙ୍କ ‘ତାଲା ବନ୍ଦ’ ନିଷ୍ପତିକୁ ସ୍ୱତଃପ୍ରବୃତ ଭାବେ ସମର୍ଥନ…

ସୁବ୍ରତଙ୍କ ମୁହଁରେ ଲକ୍ ଡାଉନର ସାରକଥା । ଇତିହାସକୁ ଦୋହରାଇଲେ, ଭଗବାନଙ୍କ ଉଦାହରଣ ଦେଇ ସଚେତନ ରହିବାକୁ ଆହ୍ୱାନ ଦେଲେ…

କନକ ବ୍ୟୁରୋ: ଆସନ୍ତା ୩୧ ଯାଏଁ ରାଜ୍ୟର ୫ଟି ଜିଲ୍ଲା ସହ ୮ଟି ସହରରେ ତାଲାବନ୍ଦ ବା ଲକ୍ ଡାଉନ୍ । ହେଲେ କାହିଁକି ଲକ୍ ଡାଉନ୍ ବେଳେ ଘରୁ ନବାହାରିବାକୁ କହୁଛନ୍ତି ସରକାର । ଜନତାଙ୍କ ମନରେ ଦ୍ୱନ୍ଦ ରହିଥିବା ବେଳେ ଏହାକୁ ସରଳ ଭାଷାରେ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ…