Daily Archives

March 21, 2020

ରାତି ପାହିଲେ ଜନତା କର୍ଫ୍ୟୁ: କାଲି ଭୋର୍ ୪ଟାରୁ ରାତି ୧୦ ପର୍ଯ୍ୟନ୍ତ ୧୪୧ଟି ଟ୍ରେନ୍ ସେବା ବାତିଲ୍ । ଟ୍ୱିଟ୍ କରି…

କନକ ବ୍ୟୁରୋ: କରୋନା ମୁକାବିଲା କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଏହା ସହ ଲୋକଙ୍କ ଭିତରେ ବି କରୋନାକୁ ନେଇ ସଚେତନତା ସୃଷ୍ଟି କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । କରୋନା ଭାଇରସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ । ଆସନ୍ତାକାଲି ଜନତା କର୍ଫ୍ୟୁରେ ସାମିଲ ହେବାକୁ ଦେଲେ ପରାମର୍ଶ, ସେପଟେ…

କନକ ବ୍ୟୁରୋ: କରୋନା ମୁକାବିଲା କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଏହା ସହ ଲୋକଙ୍କ ଭିତରେ ବି କରୋନାକୁ ନେଇ ସଚେତନତା ସୃଷ୍ଟି କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ, ବାଙ୍ଗାଲୋର ଆଦି ସ୍ଥାନରେ…

କରୋନା ପରୀକ୍ଷଣ : ଓଡ଼ିଶାରେ ଆଜି ପରୀକ୍ଷା ହୋଇଥିବା ୭ଟିରୁ ୭ ନମୁନା ନେଗେଟିଭ୍

କନକ ବ୍ୟୁରୋ : ଓଡ଼ିଶାରେ ଆଜି ପରୀକ୍ଷା ହୋଇଥିବା ୭ଟିରୁ ୭ ନମୁନା ନେଗେଟିଭ୍ । କରୋନା ପରୀକ୍ଷଣ ହୋଉଥିବା ସମସ୍ତ ୭ ନମୁନା ନେଗେଟିଭ୍ ବୋଲି ସୂଚନା ମିଳିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୭୭ ଟି ନମୁନା ପରୀକ୍ଷା ହୋଇଛି । ଆଉ ସେଥିମଧ୍ୟରୁ ଏବେ ସୁଦ୍ଧା ୨ ଟି ନମୁନା ପଜିଟିଭ୍ ଆସିଛି । ନୂଆ…

କରୋନାକୁ ନେଇ ଚିନ୍ତାରେ ଇଟାଲୀ । ୨୪ ଘଣ୍ଟାରେ ଗଲା ୬୨୭ ଜଣଙ୍କ ଜୀବନ, ଲକ୍ ଡାଉନ ପାଇଁ ସେନା ମୁତୟନ କରିବାକୁ…

କନକ ବ୍ୟୁରୋ: କରୋନାକୁ ନେଇ ଚିନ୍ତାରେ ଇଟାଲୀ । ‘ବିଶ୍ୱ ମହାମାରୀ’ କରୋନା ଭୂତାଣୁ ସଂକ୍ରମଣ ସରକାରଙ୍କୁ ଚିନ୍ତାରେ ପକାଇଛି । କାରଣ ଗତ ୨୪ ଘଂଟାରେ ଇଟାଲୀରେ ୬୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଇଟାଲୀକୁ ସହାୟତା ଯୋଗାଉଥିବା ଚାଇନା ମେଡିକାଲ ବିଶେଷଜ୍ଞଙ୍କ ମତ ଅନୁସାରେ…

କରୋନା ପ୍ରଭାବରେ ଖାଁ ଖାଁ ଗାଁରୁ ସହର । ଦିଲ୍ଲୀରେ ଦୋକାନ ବଜାର ବନ୍ଦ, ମହାରାଷ୍ଟ୍ରରେ ୪ ସହର ଲକ୍ ଡାଉନ୍ । ଘରକୁ…

କନକ ବ୍ୟୁରୋ: ଖାଁ ଖାଁ ସାରା ସହର । ଦିନେ ଯେଉଁ ମାଳ ମାଳ ଗାଡିମଟରର ଭିଡ ଥିଲା ସେହି ଜାଗା ଏବେ ପୁରା ଶୁନଶାନ୍ ଲାଗୁଛି । ଏହା ହେଉଛି ରାଜଧାନୀର ଏକ ଅଂଚଳ । କରୋନା ପାଇଁ ଦିଲ୍ଲାରେ ବନ୍ଦ ହୋଇଛି ସମସ୍ତ ସପିଂ ମଲ । ଦିଲ୍ଲୀରେ କରୋନା କଟକଣା ଅଧିକ କଡାକଡି କରିବାକୁ ଦିଲ୍ଲୀ ସରକାର ଏପରି ଏକ…

ତାଲାବନ୍ଦକୁ ନେଇ ଉହାନ ସହରର ଉଦାହରଣ ଦେଲେ ନବୀନ ,କହିଲେ ସାମାଜିକ ଦୂରତା ଉହାନର ସ୍ଥିତିରେ ଆଣିଛି ସୁଧାର : ସୁବ୍ରତ…

କନକ ବ୍ୟୁରୋ : ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଇ ତାଲାବନ୍ଦ । କରୋନା ସଂକ୍ରମଣ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆସନ୍ତାକାଲି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ୫ ଟି ଜିଲ୍ଲା ଓ ୮ ଟି ସହରକୁ ଲକ୍ ଡାଉନ୍ ବା ତାଲା ବନ୍ଦ ଘୋଷଣା…