Daily Archives

March 19, 2020

କାଲି ସକାଳେ ସଜ୍ଜା ପାଇବେ ସୈତାନ । ୭ ବର୍ଷ ଅପେକ୍ଷାର ଅନ୍ତ ଘଟିବ, ନିର୍ଭୟାକୁ ନ୍ୟାୟ ମିଳିବ । ମଣିଷରୂପୀ…

କନକ ବ୍ୟୁରୋ : ଅପେକ୍ଷାର ଅବସାନ ! ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିବ, ଆଉ ନୀରିହ ଝିଅ ନିର୍ଭୟାକୁ ନ୍ୟାୟ ମିଳିବ । ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ମଣିଷରୂପୀ ଏହି ନରରାକ୍ଷସ ମାନଙ୍କୁ ତିହାର ଜେଲର ଫାଶୀଖୁଂଟ ଅପେକ୍ଷା କରିଛି । ଦିଲ୍ଲୀର ପଟିଆଲା…

କାଲିଠୁ କାଳିଆ ଦର୍ଶନ ମନା । ମାର୍ଚ୍ଚ ୩୧ ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ, ଜାରି ରହିବ ଠାକୁରଙ୍କ…

କନକ ବ୍ୟୁରୋ : କାଲିଠୁ କାଳିଆ ଦର୍ଶନ ମନା । କାଲିଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । କରୋନା ସଂକ୍ରମଣ ଠାରୁ ଶ୍ରଦ୍ଧାଳୁଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏପରି ନିଷ୍ପତି ନେଇଛି ମନ୍ଦିର ଓ ଜିଲ୍ଲା ପ୍ରଶାସନ । ହେଲେ ପୂର୍ବ ଭଳି ମହାପ୍ରଭୁଙ୍କ ନୀତିକାନ୍ତି ଜାରି…

ମୋଦି କହିବେ ‘କରୋନା’ କାହାଣୀ । ଆଜି ରାତି ୮ଟାରେ କରୋନା ସମ୍ପର୍କରେ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।…

କନକ ବ୍ୟୁରୋ: ମୋଦି କହିବେ ‘କରୋନା’ କାହାଣୀ । ଆଜି ରାତିରେ ସାରା ଦେଶବାସୀଙ୍କୁ କରୋନା ଭାଇରସ ଉପରେ କହିବେ ପ୍ରଧାନମନ୍ତ୍ରୀ । ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମୋଦି ତାଙ୍କ ବକ୍ତବ୍ୟରେ କୋଭିଡ୍ ୧୯ ସହ ଜଡିତ ବିଭିନ୍ନ ବିଷୟ ଓ ଏହାର…

କରୋନା ମୁକାବିଲା : ୨୨ ମାର୍ଚ୍ଚରୁ ଭାରତରେ ଓହ୍ଲାଇ ପାରିବନି ଅନ୍ତର୍ଜାତୀୟ ବିମାନ, ୭ ଦିନ ପର୍ଯ୍ୟନ୍ତ କଟକଣା ଲଗାଇଲେ…

କନକ ବ୍ୟୁରୋ : ଦେଶରେ ୪ର୍ଥ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ତତ୍ପର ହୋଇଉଠିଛନ୍ତି ସରକାର । କରୋନାକୁ ମୁକାବିଲା କରିବାକୁ ଅନେକ ଗୁଡିଏ ପଦକ୍ଷେପ ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ତେବେ ଏସବୁ ଭିତରେ ବିଶ୍ୱରେ କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ଏକ ବଡ ପଦକ୍ଷେପ…

ବୟସ୍କଙ୍କୁ ନେଇ ବାଗଚୀଙ୍କ ବଡ ବାର୍ତ୍ତା: ପିଲାଙ୍କ ଭଳି ବୟସ୍କଙ୍କ ଯତ୍ନ ନିଅନ୍ତୁ, ମାନସିକ ସ୍ଥିତି ଭଲ ରଖିବାକୁ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଆଜି ବୟସ୍କ ଲୋକଙ୍କ ଦାୟିତ୍ୱ ଓ ସେମାନଙ୍କ ଯତ୍ନ ନେବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । କରୋନା ପାଇଁ ବୟସ୍କ ଲୋକ ଏବଂ ଛୋଟ ପିଲା ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା…

କରୋନା ମୁକାବିଲା : ଆସନ୍ତାକାଲି ଠାରୁ ଧାର୍ମିକସ୍ଥଳ ଗୁଡିକୁ ଶ୍ରଦ୍ଧାଳୁଙ୍କ ଆସିବା ଉପରେ ଲାଗିଲା କଟକଣା, ପୂର୍ବଭଳି…

କନକ ବ୍ୟୁରୋ : ଓଡ଼ିଶା କରୁଛି କରୋନା ମୁକାବିଲା । ପୂରା ବିଶ୍ୱରେ କରୋନା ଏବେ ୧୭୬ ଦେଶକୁ ବ୍ୟାପିଥିବା ବେଳେ ଏହାର ମୁକାବିଲା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏସବୁ ଭିତରେ ଆସନ୍ତାକାଲି ଠାରୁ ସମସ୍ତ ଧାର୍ମିକସ୍ଥଳ ଗୁଡିକରେ ଶ୍ରଦ୍ଧାଳୁଙ୍କ ଆସିବା ଉପରେ କଟକଣା…