Daily Archives

March 19, 2020

କରୋନା ମୁକାବିଲା : ଅଯଥାରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନ ରଖିବାକୁ ମୋଦିଙ୍କୁ ପରାମର୍ଶ, ଯଥେଷ୍ଟ ଖାଦ୍ୟ ସାମଗ୍ରୀ…

କନକ ବ୍ୟୁରୋ : କରୋନା ହାରିବ, ଭାରତ ଜିତିବ, ମାନବଜାତିର ଜୟ ହେବ । ଆଉ ଏଥିପାଇଁ ଦେଶବାସୀଙ୍କୁ କିଛି ସପ୍ତାହ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ସଂକ୍ରମଣରୁ ନିଜେ ବଞ୍ଚିବା ସହ ଅନ୍ୟ ମାନଙ୍କୁ ବଞ୍ଚାଇବା ପାଇଁ ସଂକଳ୍ପ ନେବାକୁ ଦେଶବାସୀଙ୍କୁ ଆହ୍ୱାନ…

ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ବ୍ୟକ୍ତି କରୋନା ପ୍ରଭାବିତ ଦେଶରୁ ଫେରିଥିବା ସୂଚନା ।

କନକ ବ୍ୟୁରୋ : ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଭୁବନେଶ୍ୱର ଆରଏମଆରସି ସେଣ୍ଟରରେ ପରୀକ୍ଷା କରାଯାଇଥିବା ୧୪ଟି ନମୁନାରୁ ଗୋଟିଏ ପଜିଟିଭ୍ ଆସିଥିବା ଜଣାପଡିଛି । ସଂକ୍ରମିତ ବ୍ୟକ୍ତି କରୋନା ପ୍ରଭାବିତ ଦେଶରୁ ଫେରିଥିବା ଜଣାପଡିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି…

କରୋନା ମୁକାବିଲା : ମୋଦି ଦେଲେ ବାର୍ତ୍ତା, ବାହାରକୁ ଆସନ୍ତୁନି ବୟସ୍କ । ନିଜେ ସୁସ୍ଥ ତ ପୂରା ବିଶ୍ୱ ସୁସ୍ଥ ।

କନକ ବ୍ୟୁରୋ : ବିଶ୍ୱ ମହାମାରୀର ରୂପ ନେଇଥିବା କରୋନାର ମୁକାବିଲା ପାଇଁ ଆଜି ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦବୋଧନରେ ଦେଶବାସୀଙ୍କୁ କିଛି ସପ୍ତାହ ସମୟ ମାଗିଛନ୍ତି ମୋଦି । ଆଉ ଏହି କିଛି ସପ୍ତାହ ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି…

ସେବା ପାଇଁ ସଲାମ କରନ୍ତୁ… କରୋନା ମୁକାବିଲା ପାଇଁ ସେବା ଯୋଗାଉଥିବା ଲୋକଙ୍କୁ ଧନ୍ୟବାଦ ଦେବ ସାରା ଦେଶ । ୨୨…

କନକ ବ୍ୟୁରୋ: କରୋନା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ । ଦେଶବାସୀଙ୍କୁ କରୋନା ସଂକ୍ରମଣ ଏବଂ ତାହାର କେମିତି ମୁକାବିଲା କରିହେବ ସେନେଇ ବିସ୍ତୃତ ବୀବରଣୀ ଦେଇଛନ୍ତି ମୋଦି । ବିଶ୍ୱମହାମାରୀର ମୁକାବିଲା କରୁଥିବା ସମସ୍ତଙ୍କ ପାଖେ ସେ କୃତଜ୍ଞ ବୋଲି କହିଥିବା ବେଳେ ସେମାନଙ୍କୁ ପୂରା ଦେଶ…

ମାର୍ଚ୍ଚ ୨୨ : ଜନତା କର୍ଫ୍ୟୁ । ସକାଳ ୭ରୁ ରାତି ୯ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : କରୋନାର କିଭଳି ମୁକାବିଲା କରାଯିବ ସେନେଇ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସତର୍କ ରହିବା ସହ କରୋନାର ମୁକାବିଲା କରିବାକୁ ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି ମୋଦି । ଖାସକରି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମୋଦି ବାର୍ତ୍ତା ଦେଇଥିବା…

କରୋନା ମୁକାବିଲା : ସାମାଜିକ ଦୂରତ୍ୱ ପାଇଁ ସରକାର ଜାରି କଲେ ମାଗଦର୍ଶିକା, ଜେଲରେ ହେଲା ଇ-ମୁଲାକାତ ବ୍ୟବସ୍ଥା ।…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସାମାଜିକ ଦୂରତ୍ୱ ନେଇ ମାର୍ଗଦର୍ଶିକା । ଏଥିରେ ମଦ ଗ୍ରାହକଙ୍କୁ ସାନିଟାଇଜ କରିବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଅଯାଇଥିବାବେଳେ ଜେଲରେ ଇ- ମୁଲାକାତ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦୂରତା…