Daily Archives

March 18, 2020

ସୁବ୍ରତ କହିଲେ ସାଆନ୍ତେଙ୍କ ସ୍ନାନଯାତ୍ରା କାହାଣୀ । ସଚେତନତା ପାଇଁ ମହାପ୍ରଭୁଙ୍କ ୧୪ ଦିନିଆ ଅଣସର କଥା ଅବତାରଣା କଲେ,…

କନକ ବ୍ୟୁରୋ: ସୁବ୍ରତ କହିଲେ ସ୍ନାନଯାତ୍ରା କାହାଣୀ । କରୋନା ସଚେତନତା ପାଇଁ ଶ୍ରୀଜିଉଙ୍କ ସ୍ନାନଯାତ୍ରାର ମାହାତ୍ମ୍ୟ ବଖାଣିଲେ ସୁବ୍ରତ ବାଗଚୀ । ସାମ୍ବାଦିକ ସମ୍ମିଳନୀରେ ସାରା ଓଡିଶାକୁ ୨୪ ଘଣ୍ଟିଆ କରୋନା ରିପୋର୍ଟ ପ୍ରଦାନ କଲାବେଳେ ଆଜି କାଳିଆ ସାଆନ୍ତେଙ୍କ ସ୍ନାନ କାହାଣୀ ବର୍ଣ୍ଣନା…

୧୬୭ ଦେଶକୁ ବ୍ୟାପିଲା କରୋନା ଭାଇରସ, ଓଡ଼ିଶାରେ ୪୭ ନମୂନା ମଧ୍ୟରୁ ୪୬ଟି ନେଗେଟିଭ । ବାହାରୁ ଆସିବା ପରେ ୨୧୩୧ ଜଣ…

କନକ ବ୍ୟୁରୋ : ଓଡ଼ିଶା କରୁଛି କରୋନା ମୁକାବିଲା । ଆଉ ଏହା ଭିତରେ ଗତ ୨୪ ଘଣ୍ଟାର ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ଆଜି ଦିନ ୨ଟା ସୁଦ୍ଧା ଓଡ଼ିଶାରେ ଜଣେ ମାତ୍ର ବ୍ୟକ୍ତି ସଂକ୍ରମିତ ଥିବା ବେଳେ ପୂରା ବିଶ୍ୱରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୯୯୧୯୩ରେ ପହଞ୍ଚିଛି…

କେଉଁମାନେ ପିନ୍ଧିବେ ମାସ୍କ? ସୁବ୍ରତ କହିଲେ, କାହିଁକି ଦେଖାଦେଉଛି ମାସ୍କ ଅଭାବ?

କନକ ବ୍ୟୁରୋ : ପୂରା ବିଶ୍ୱରେ କାୟା ମେଲାଇଛି କରୋନା । ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏହି ଭାଇରସ ସଂସ୍ପର୍ଶରେ ଆସିଲେ ବ୍ୟାପୁଥିବାରୁ ଅଧିକାଂଶ ଲୋକ ମାସ୍କ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ଯାହାଫଳରେ ବଜାରରେ ମାସ୍କ ମିଳୁନଥିବା ଅଭିଯୋଗ…

ଭାଇରସ୍ ମୁକାବିଲା ପାଇଁ ସତର୍କତା ଓ ସଚେତନତା ନିହାତି ଆବଶ୍ୟକ : ମାଥିଲିର ଆଦିବାସୀପଡା ଗାଁରେ ଘର ଘର ବୁଲି ସତର୍କ କଲେ…

କନକ ବ୍ୟୁରୋ : ସହର ଠାରୁ ପୁର ପଲ୍ଲୀ ପର୍ଯ୍ୟନ୍ତ ସବୁଠି କରୋନା ଆତଙ୍କ । ଆଦିବାସୀ ଗାଁ ଗଣ୍ଡାରେ ମଧ୍ୟ କରୋନା ଭାଇରସ୍କୁ ନେଇ ଭୟଭୀତ ଗ୍ରାମବାସୀ । ଲୋକଙ୍କ ମନରେ ସୃଷ୍ଟି ହୋଇଥିବା କରୋନା ଆତଙ୍କ ଦୂର କରିବାକୁ ଚେଷ୍ଟା କରୁଛନ୍ତି ସରକାର । ଲୋକଙ୍କ ସଚେତନ ଓ ସତର୍କ ରହିବା ପାଇଁ ପରାମର୍ଶ…

ବିଦେଶୀ ପର୍ଯ୍ୟଟକଙ୍କୁ ଡାକ୍ତରଖାନା ନେବାକୁ ମିଳିଲାନି ଆମ୍ବୁଲାନ୍ସ : ମାନବିକତା ଦେଖାଇ ନିଜ ମଟରସାଇକେଲରେ…

କନକ ବ୍ୟୁରୋ : ବିଦେଶୀ ପର୍ଯ୍ୟଟକଙ୍କୁ ଡାକ୍ତରଖାନାକୁ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ । ନିଜ ମଟର ସାଇକେଲରେ ବସାଇ ଡାକ୍ତରଖାନାକୁ ନେଲେ ଷ୍ଟେସନ ମ୍ୟାନେଜର । କୋରାପୁଟ ରେଲବାଇ ଷ୍ଟେସନ ମ୍ୟାନେଜର ନରେନ୍ଦ୍ର କୁମାର ମାନବିକତା ଦେଖାଇ ନିଜ ମଟର ସାଇକେଲରେ ଜଣେ ବିଦେଶୀଙ୍କୁ କୋରାପୁଟ…

କରୋନାକୁ ନେଇ ଗୀତ ଗାଇ ବିବାଦୀୟ ହେବା ପରେ ହ୍ୟୁମାନ ସାଗରଙ୍କ ସଫେଇ : ନାରୀ ଜାତି ପ୍ରତି ରହିଛି ଯଥେଷ୍ଟ ସମ୍ମାନ, ଗୀତ…

କନକ ବ୍ୟୁରୋ : କରୋନା ଭାଇରସକୁ ନେଇ ଗୀତ ଗାଇ ବିବାଦୀୟ ହେବା ପରେ ହ୍ୟୁମାନ ସାଗରଙ୍କ ସଫେଇ । ସେ ଏକ ଭିଡିଓ ଜାରରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ତାଙ୍କ ପଛରେ ନପଡି କରୋନା ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତେ ଉଦ୍ୟମ କରନ୍ତୁ । କରୋନା ଭାଇରସ ସଂକ୍ରମଣ ନହେବା ପାଇଁ ସମସ୍ତେ…