Daily Archives

March 18, 2020

କରୋନା ପାଇଁ ସିବିଏସଇ ପରୀକ୍ଷା ସ୍ଥଗିତ । ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏଁ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ…

କନକ ବ୍ୟୁରୋ : କରୋନା ପାଇଁ ସିବିଏସଇ ପରୀକ୍ଷା ସ୍ଥଗିତ । ଆସନ୍ତାକାଲି ଠାରୁ ୩୧ ମାର୍ଚ୍ଚ ମଧ୍ୟରେ ହେବାକୁ ଥିବା ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସିବିଏସଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପରିସ୍ଥିତିକୁ ଅନୁଧ୍ୟାନ…

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । ଟ୍ୱିଟ୍ କରି କହିଲେ, ମିଳିତ ଭାବେ କାର୍ଯ୍ୟ କଲେ ହୋଇପାରିବ କରୋନା ମୁକାବିଲା ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ନବୀନଙ୍କୁ ପ୍ରଂଶସା କରିଥିଲେ ମୋଦି । ଆଉ ଏହାର କିଛି ସମୟ ମଧ୍ୟରେ ଟ୍ୱିଟ୍ କରି ନବୀନ ଏହାର ଜବାର ରଖିଥିଲେ । କରୋନା ଶତାବ୍ଦୀର ବଡ…

କରୋନା ମୁକାବିଲା : ବୟସ୍କ ଲୋକଙ୍କୁ ସାହାଯ୍ୟ ପାଇଁ ଭୁବନେଶ୍ୱରରେ ଆରମ୍ଭ ହେଲା ଅଭିଯାନ, ସ୍ୱେଚ୍ଛାସେବୀ ଭାବେ ହାତ…

କନକ ବ୍ୟୁରୋ  : କରୋନା ଭାଇରସ ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ଅଭିନବ ଉଦ୍ୟମ । କୋଭିଡ- ୧୯ ପାଇଁ ଘରୁ ବାହାରକୁ ବାହାରି ପାରୁନଥିବା ବୟସ୍କଙ୍କ ସହାୟତା ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ  । ଆପଣ ଚାହିଁଲେ ସ୍ୱେଛାସେବୀ ସାଜି ବୟସ୍କଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇପାରିବେ । …

ସୁସ୍ଥ ହେଉଛନ୍ତି ଓଡ଼ିଶାର କରୋନା ଆକ୍ରାନ୍ତ । ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ ୪୭ ସାମ୍ପଲରୁ ୪୬…

କନକ ବ୍ୟୁରୋ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ବଢି ଚାଲିଥିବା ବେଳେ ଓଡିଶା ପାଇଁ ଆଶ୍ୱସ୍ତିକର ଖବର ହେଉଛି ଯେ, ରାଜ୍ୟରେ ଆଜି ଆଉ କୌଣସି ବ୍ୟକ୍ତି ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି । ତେବେ ବିଶ୍ୱର ୧୬୭ଟି ଦେଶକୁ ବ୍ୟାପିଛି କରୋନା ଭୂତାଣୁ । ମୋଟ ୧ ଲକ୍ଷ ୯୯ ହଜାର…

କରୋନା ମୁକାବିଲା : ମୋଦି କହିଲେ ନବୀନଙ୍କୁ କର ଅନୁକରଣ, ଭଉଣୀ ଗୀତା ମେହେଟ୍ଟାଙ୍କ ପଞ୍ଜୀକରଣ କରି ପ୍ରଂଶସିତ ହେଲେ…

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ବାବଦରେ ୱେବସାଇଟରେ ପଞ୍ଜୀକରଣ କରିବା ନେଇ ନବୀନଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ।…

କାହିଁକି ବନ୍ଦ ହେଲା ସୁଇମିଂ ପୁଲ୍ ? କଟକଣା ପଛର କାରଣକୁ ସରଳ ଭାଷାରେ ବୁଝାଇଦେଲେ ସୁବ୍ରତ ବାଗଚୀ । କହିଲେ ଗାଁ…

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବିଭିନ୍ନ ପଦକ୍ଷେପ ନେଇ ସରକାର ରାଜ୍ୟବାସୀଙ୍କୁ ସତର୍କ ଓ ସଚେତନ କରୁଥିବା ବେଳେ ସ୍କୁଲ, କଲେଜ, ସପିଂ ମଲ, ସୁଇମିଂ ପୁଲ, ବଜାର ହାଟ ଏବଂ ଧାର୍ମିକ ସ୍ଥାନ ମାନଙ୍କରେ କଟକଣା ଲଗାଇଛନ୍ତି । ମାର୍ଚ୍ଚ ୩୧ ତାରିଖ ଯାଏଁ…