Daily Archives

March 17, 2020

ମାର୍ଚ୍ଚ ୩୧ ଯାଏଁ ଡିଏଲ ଟେଷ୍ଟ ବାତିଲ । ଗହଳି ଏଡାଇବାକୁ ଆରଟିଓ ଅଫିସର ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଟେଷ୍ଟ ଉପରେ ଲାଗିଲା…

କନକ ବ୍ୟୁରୋ: ଡ୍ରାଇଭିଂ ଟେଷ୍ଟ ପାଇଁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ବଡ ଖବର । ମାର୍ଚ୍ଚ ୩୧ ଯାଏଁ ବାତିଲ ହେଲା ଡିଏଲ ଟେଷ୍ଟ । ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଗାଡି କାଗଜ ପତ୍ର ପାଇଁ କୌଣସି ପରୀକ୍ଷା ହେବ ନାହିଁ । ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ତେବେ ଯେଉଁମାନଙ୍କ ମାର୍ଚ୍ଚ…

କରୋନା ପ୍ରଭାବ : ପୂର୍ବତଟ ରେଳପଥର ସୂଚନା, ଗତ ୬ ଦିନ ମଧ୍ୟରେ ବାତିଲ ହୋଇଛି ୧ ଲକ୍ଷରୁ ଅଧିକ ଟ୍ରେନ୍ ଟିକେଟ ।

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । କରୋନା ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେଥିପାଇଁ ଅନେକ ଗୁଡିଏ ପଦକ୍ଷେପ ନେଇଛନ୍ତି ସରକାର । ବଡ ବଡ ମଲ ବନ୍ଦ ଥିବା ବେଳେ ଦୋକାନ ବଜାର ଖାଁ ଖାଁ ରହୁଛି । ଭିଡ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ କୁହାଯାଇଥିବା…

ବାଗଚୀଙ୍କ ମୁହଁରେ ବାଘ ମାମୁ ଗପ । ଗୀତଗୋବିନ୍ଦ ସଦନରେ ଗପ କହିଲେ ସୁବ୍ରତ ବାଗଚୀ । କରୋନା ରିପୋର୍ଟ ଦେଲା ବେଳେ…

କନକ ବ୍ୟୁରୋ: ବାଗଚୀଙ୍କ ମୁହଁରେ ବାଘ ମାମୁ ଗପ । ସାମ୍ବାଦିକ ସମ୍ମିଳନୀରେ ବାଘ ଗପ କହିଲେ ସୁବ୍ରତ ବାଗଚୀ । ଲୋକଙ୍କୁ ସଚେତନ ଓ ସତର୍କ କରିବା ପାଇଁ ଗପର ସାହାରା ନେଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ତେବେ କରୋନା ନେଇ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ରିପୋର୍ଟ ଦେଉଥିବା ବେଳେ…

ଓଡିଶାକୁ ଆଶ୍ୱସ୍ତି: ରାଜ୍ୟରେ ଆଉ ବଢି ନାହିଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୩୨ଟି ନମୂନାରୁ ୩୧ ଜଣଙ୍କ ରିପୋର୍ଟ…

କନକ ବ୍ୟୁରୋ: ସାରା ବିଶ୍ୱକୁ କରୋନାର ଭୟ ଘାରିଥିବା ବେଳେ ଓଡିଶା ପାଇଁ ଆସିଛି ଆଶ୍ୱସ୍ତିକର ଖବର । ତେବେ ରାଜ୍ୟ ପାଇଁ ଭଲ ଖବର ହେଉଛି ପରୀକ୍ଷା ହୋଇଥିବା ୩୨ଟି ନମୂନା ମଧ୍ୟରୁ ୩୧ଟି ନେଗେଟିଭ ଆସିଛି । ଅର୍ଥାତ ଜଣଙ୍କୁ ଛାଡିଦେଲେ ଆଉ କେହି କରୋନା ଆକ୍ରାନ୍ତ ନାହାନ୍ତି । ସେପଟେ ଯେଉଁ ଜଣେ…

ଭାରତର କରୋନା ସଂଖ୍ୟାକୁ ନେଇ ସନ୍ଦେହ ଦୃଷ୍ଟିରେ ଦେଖିଲେ ବିଦେଶୀ ମିଡିଆ: ହୋପିଂଟନ୍ ପୋଷ୍ଟ ଲେଖିଲା, କମ୍ ପରୀକ୍ଷା…

କନକ ବ୍ୟୁରୋ: ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଭୂତାଣୁ ପଜିଟିଭଙ୍କ ସଂଖ୍ୟା କମ୍ । ଏପରିକି କରୋନା ସନ୍ଦିଗ୍ଧଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯିବା ମଧ୍ୟ ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ବିଶେଷଜ୍ଞ କିନ୍ତୁ ଏଭଳି ତଥ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ସେମାନଙ୍କ ଯୁକ୍ତି ହେଲା ଆମ…

କରୋନା ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ, ଗତ ୨୪ ଘଣ୍ଟାର ରିପୋର୍ଟ ଦେଲେ ସୁବ୍ରତ । ବୟସ୍କଙ୍କ ପାଖରେ ପହଞ୍ଚିବ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନାକୁ ନେଇ ବ୍ୟସ୍ତ ବିବତ୍ର ନହୋଇ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । କରୋନାକୁ କିଭଳି ମୁକାବିଲା କରାଯିବ ସେଥିପ୍ରତି ଜୋର ଦେଉଛନ୍ତି ସରକାର । ଯେଉଁଥିପାଇଁ ପ୍ରତି ୨୪ ଘଣ୍ଟାରେ ସାଧାରଣ ଲୋକଙ୍କୁ…