Daily Archives

March 16, 2020

ଗୋଡ କଟିଯିବା ପରେ… ବର୍ଷେ ହେଲା ଜୀବନ ବିତୁଛି ବିଛଣାରେ । ପଇସା ନାହିଁ ବୋଲି ଔଷଧ ମିଳୁନି, ପେଟ ବି…

କନକ ବ୍ୟୁରୋ: ସେ ଚାଲୁଥିଲେ ବୋଲି ଚଳୁଥିଲା ପରିବାର । ଥାନାରେ ଗୃହରକ୍ଷୀ ଭାବେ କାମ କରି କଷ୍ଟେମଷ୍ଟେ ନିଜ ସଂସାର ଚଳାଉଥିଲେ । ହେଲେ ଦୁର୍ଘଟଣାରେ ଦୁଇ ଗୋଡ ହରାଇବା ପରେ ଏବେ ବେସାହାରା ଜୀବନ, ଭାରାକ୍ରାନ୍ତ ଦୋଛକିରେ ଭାଗ୍ୟ । ବିନା ଗୋଡରେ ସେ ବିଛଣାରେ ଯେମିତି ପଡିଛନ୍ତି ତାଙ୍କ ପରିବାର…

ରାଜ୍ୟସଭା ପାଇଁ ମନୋନୀତ ହେଲେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି । ରଞ୍ଜନଙ୍କ ନାଁରେ ମୋହର ମାରିଲେ…

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁଯାୟୀ, ରଞ୍ଜନ ଗୋଗେଇଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି ।…

ସୁଧୁରିବ ୟେସ ବ୍ୟାଙ୍କ ସଙ୍କଟ । ମାର୍ଚ୍ଚ ୧୮ରୁ ପୁଣି କାର୍ଯ୍ୟକ୍ଷମ ହେବ, ପୂର୍ଣ୍ଣକାଳୀନ ବ୍ୟାଙ୍କିଂ ସେବା ଯୋଗାଇବ ।…

କନକ ବ୍ୟୁରୋ: ସୁଧୁରିବ ୟେସ ବ୍ୟାଙ୍କ ସଙ୍କଟ । ମାର୍ଚ୍ଚ ୧୮ରୁ ପୁଣି କାର୍ଯ୍ୟକ୍ଷମ ହେବ ୟେସ୍ ବ୍ୟାଙ୍କ । ଆସନ୍ତା ବୁଧବାର ଠାରୁ ଗ୍ରାହକମାନେ ସାଧାରଣ କାରବାର ସ୍ୱାଭାବିକ ଭାବେ କରିପାରିବେ । ପୂର୍ଣ୍ଣକାଳୀନ ବ୍ୟାଙ୍କିଂ ସେବା ଯୋଗାଇ ଦେବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ ।…

ମଧ୍ୟପ୍ରଦେଶରେ ରାଜନୀତିର ମହାନାଟକ ଜାରି । ଦିନ ତମାମର ଟଣାଓଟଣା ଭିତରେ ରାଜ୍ୟପାଳଙ୍କ ସାମ୍ନାରେ ୧୦୬ ବିଜେପି…

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ । ସୋମବାର ଦିନ ବାଚସ୍ପତି ୨୬ ତାରିଖ ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖିଛନ୍ତି । ତଥାପି ରାଜ୍ୟ ସରକାରଙ୍କ ପ୍ରତି ବିପଦ ଟଳିନାହିଁ । ସୋମବାର ବିଧାନସଭାରେ ଫ୍ଲୋର ଟେଷ୍ଟ ହେବାର ଥିଲା କିନ୍ତୁ ଶେଷ ମୁହୁର୍ତ୍ତରେ ତାହା ଟଳି ଯାଇଥିଲା…

କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର । ବନ୍ଦ ହେଲା ସ୍କୁଲ, ଘୁଞ୍ଚିଲା ପରୀକ୍ଷା । ବସ ଯାତ୍ରା ଉପରେ ବି ଲାଗିଲା…

କନକ ବ୍ୟୁରୋ: ବିଦ୍ୟାଳୟ ବନ୍ଦ, ପରୀକ୍ଷା ସ୍ଥଗିତ । ଜାରି ରହିବ ଦ୍ୱାଦଶ ପରୀକ୍ଷା । କରୋନା ପାଇଁ ପୂର୍ବରୁ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଥିବା ବେଳେ ଏବେ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମରୁ ନବମ ଶ୍ରେଣୀ ଓ ଏକାଦଶ ପରୀକ୍ଷାକୁ ସ୍ଥଗିତ ରଖିବାକୁ…

ବଜାର ଉପରେ ପଡିଲା କରୋନା ପ୍ରଭାବ । ଖାଁ ଖାଁ ମାର୍କେଟ, ଗଞ୍ଜାମ ଓ ଗଜପତିରେ ଭିଡ ନ ଜମାଇବାକୁ ନିର୍ଦ୍ଦେଶ, ଝାରସୁଗୁଡା…

କନକ ବ୍ୟୁରୋ : ବଜାର ଉପରେ ପଡିଛି କରୋନା ଭୟର ପ୍ରଭାବ । ରାଜ୍ୟର ବିଭିନ୍ନ ସହରରେ ଖାଁ ଖାଁ ଲାଗୁଛି ମାର୍କେଟ । ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମାର୍ଚ୍ଚ ୩୧ ଯାଏ ଭିଡ ନ ଜମାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଏପଟେ କୋଣାର୍କ ମନ୍ଦିର ଜନଶୂନ୍ୟ ହୋଇଥିବାବେଳେ…