Daily Archives

March 13, 2020

ଚର୍ଚ୍ଚାରେ ବିଧାୟକଙ୍କ ଧାନ ବିକ୍ରି । ମଣ୍ଡିରେ ୫ଶହ କ୍ୱିଂଟାଲ ଧାନ ବିକିଲେ ତାରା ପ୍ରସାଦ ବାହିନୀପତି, ଧାନ ବିକାକୁ…

କନକ ବ୍ୟୁରୋ : ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଧାନ ବିକାକୁ ନେଇ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ମଣ୍ଡିରେ ୫୦୦ କୁଇଂଟାଲ ଧାନ ବିକିଛନ୍ତି ତାରା । ୫୦୦ କୁଇଂଟାଲ କିମ୍ବା ତା’ଠାରୁ ଅଧିକ ଧାନ ବିକିଥିବା ଚାଷୀଙ୍କ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି । ସେପଟେ ତାରା…

କରୋନା ପାଇଁ ସ୍ୱାସ୍ଥ୍ୟ ବିଭାଗର କଟକଣା । ସନ୍ଦିଗ୍ଧଙ୍କ ଉପରେ ରହିବ ସ୍ୱତନ୍ତ୍ର ନଜର, କଟକଣା ନିର୍ଦ୍ଦେଶ ନମାନିଲେ ହେବ…

କନକ ବ୍ୟୁରୋ : କରୋନାକୁ ରୋକିବା ଲାଗି ନିର୍ଦ୍ଦେଶାବଳୀ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ନିର୍ଦ୍ଦେଶାବଳୀରେ କୁହାଯାଇଛି ସବୁ ସରକାରୀ, ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ । ସମସ୍ତ ସନ୍ଦିଗ୍ଧଙ୍କ ସବୁ ପ୍ରକାର ତଥ୍ୟ ହସ୍ପିଟାଲ ରଖିବ । କୌଣସି ଘରୋଇ ଲ୍ୟାବରେ…

ବିପର୍ଯ୍ୟୟର ନାଁ କରୋନା ! ମାର୍ଚ୍ଚ ୩୧ ଯାଏଁ ସ୍କୁଲ କଲେଜ, ଜିମ୍, ସିନେମା ହଲ୍ ବନ୍ଦ । ଧାର୍ମିକ ଉତ୍ସବ ଓ ସାମାଜିକ…

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ ପହଞ୍ଚିଥିବାବେଳେ ଆଜି ଓଡିଶା ସରକାର ହଠାତ୍ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ଭୁତାଣୁ ଜନିତ ରୋଗର ମୁକାବିଲା ପାଇଁ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ମାର୍ଚ୍ଚ ୩୧…

ଆଇପିଏଲରେ ଲାଗିଲା କରୋନା ଗ୍ରହଣ । ଏପ୍ରିଲ ୧୫ ଯାଏଁ ଘୁଂଚିଲା କ୍ରିକେଟର ମହାକୁମ୍ଭ ତାରିଖ, ବାତିଲ୍ ହେଲା…

କନକ ବ୍ୟୁରୋ : କରୋନା ପାଇଁ ଘୁଂଚିଲା ଆଇପିଏଲ ୨୦୨୦ ତାରିଖ । କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ପର୍ଯ୍ୟନ୍ତ ମ୍ୟାଚ୍ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି । ଖେଳାଳି ଓ ଦର୍ଶକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଥିବା ବିସିସିଆଇ ପକ୍ଷରୁ ଟୁଇଟ୍ କରି…

ହାତ ଧୋଇଲେ, ସଚେତନ କଲେ । କରୋନା ପାଇଁ ବିଧାନସଭାରେ ହାତ ଧୋଇ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଲେ…

କନକ ବ୍ୟୁରୋ: ହାତ ଧୋଇଲେ, ସଚେତନ କଲେ । କରୋନା ଭାଇରସ ପାଇଁ ଓଡିଶାବାସୀଙ୍କୁ ହାତ ଧୋଇ ସଚେତନ କେଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ନେତା ମନ୍ତ୍ରୀଙ୍କ ହାତ ଧୋଇଛନ୍ତି । ଆଉ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । କରୋନା…

କରୋନା ପାଇଁ ରଦ୍ଦ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ପୂର୍ବରୁ ଆଇପିଏଲକୁ ଏପ୍ରିଲ ୧୫ ଯାଏଁ ଘୁଞ୍ଚାଇଛି…

କନକ ବ୍ୟୁରୋ : କରୋନା ପାଇଁ ରଦ୍ଦ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବାକୁ ଥିବା ଅବଶିଷ୍ଟ ୨ଟି ମ୍ୟାଚକୁ ରଦ୍ଦ କରାଯାଇଛି । ଏନେଇ ବିସିସିଆଇ ନିଷ୍ପତି ନେଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । କରୋନା ଭାଇରସ ସଂକ୍ରମଣ…