Daily Archives

March 13, 2020

ଭାରତରେ ଦ୍ୱିତୀୟ ମୁଣ୍ଡ ନେଲା କରୋନା । ଭୟଙ୍କର ଭାଇରସ ସଂକ୍ରମଣରେ ୬୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ଭାରତରେ ଆଉ ଜଣେ କରୋନା ରୋଗୀଙ୍କର ମୃତ୍ୟୁ । ଦିଲ୍ଲୀ ସ୍ଥିତ ରାମମନୋହର ଲୋହିଆ ମେଡିକାଲରେ ଚିକିତ୍ସାଧିନ ଥିବା ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପଶ୍ଚିମ ଦିଲ୍ଲୀ ଜନକପୁରୀ ଅଂଚଳର ଏହି ୬୯ ବର୍ଷ ବୟସ୍କା ମହିଳା ମଧୁମେହ…

ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭୂତାଣୁ । ଚୀନ୍ ପରେ ଇଟାଲି ଓ ଇରାନରେ ସ୍ଥିତି ଅଣାୟତ, ଭାରତରେ ୮୧ରେ ପହଞ୍ଚିଲା…

କନକ ବ୍ୟୁରୋ : କରୋନା ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଛି । କାରଣ ୧୧୫ରୁ ଅଧିକ ଦେଶକୁ ମାଡି ଯାଇଛି କରୋନା ଭୂତାଣୁ । ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହେଲେ କରୋନା ଆରମ୍ଭ ହୋଇଥିବା ଚୀନରେ ଏବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା କମିଛି । ଇଟାଲି…

ନିଆଁର ଆଁରେ ଜଳିଗଲା ସବୁକିଛି । ସଟସର୍କିଟ୍ ଯୋଗୁଁ ଘଟିଲା ଅଗ୍ନିକାଣ୍ଡ, ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର…

କନକ ବ୍ୟୁରୋ : ଅନୁଗୁଳ ନାଲକୋ ନଗର ଥାନା ଅନ୍ତର୍ଗତ ନାଲକୋ କଲୋନି ପରିସରରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ନାଲକୋ ନଗର ଗିରାଙ୍ଗ ଛକ…

କରୋନା ଭୟ ଭିତରେ ଓଡିଶାକୁ ଆଶ୍ୱସ୍ତି । ପରୀକ୍ଷା ହୋଇଥିବା ସମସ୍ତ ୨୧ ନମୂନା ନେଗେଟିଭ । କାହା ଦେହରେ ନାହିଁ କରୋନା…

କନକ ବ୍ୟୁରୋ: କରୋନାକୁ ନେଇ ସାରା ବିଶ୍ୱ ସମେତ ସାରା ଦେଶରେ କୋକୁଆ ଭୟ ଖେଳିଯାଇଥିବା ବେଳେ ଓଡିଶା ବି ଗ୍ରହଣ କରିଛି ସତର୍କତା ମୂଳକ ପଦକ୍ଷେପ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଆଉ ୟାରି ଭିତରେ ପରୀକ୍ଷା କରାଯାଇଥିବା ସବୁ ନମୁନା ନେଗେଟିଭ…

ମଧ୍ୟପ୍ରଦେଶରେ କ୍ଷମତା ଲଢେଇ । କଂଗ୍ରେସ ବିଧାୟକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣିଲେ କମଳନାଥ, କହିଲେ ସଂଖ୍ୟା…

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ରାଜନୈତିକ ସଂକଟ ଜାରି ରହିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ୨୨ ବିଧାୟକଙ୍କ ଇସ୍ତଫା ପରେ ସଂଖ୍ୟାଲଘୁ ପାଲଟିଛି କମଳନାଥ ସରକାର । ଏହାରି ଭିତରେ ଆଜି ରାଜ୍ୟପାଳଙ୍କୁ ଭେଟି ସଂଖ୍ୟାଗରିଷ୍ଠ ପ୍ରମାଣ ଦେବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି…