Daily Archives

March 12, 2020

ପୋଡା ପାଉଁଶ ତଳୁ ନୂଆ ଜୀବନ ଆରମ୍ଭ । ନିଆଁ ଗିଳି ଦେଇଥିଲା ସ୍ୱପ୍ନ । ଲିଭି ଯାଉଥିବା ଆଶାର ଦୀପରେ ସାହାଯ୍ୟର ସଳିତା…

କନକ ବ୍ୟୁରୋ: ବାହା ବେଦୀରେ ବସିଲା ଭାରତୀ । ସଜାଡି ହେଲା ପୋଡି ଯାଇଥିବା ସ୍ୱପ୍ନ । ଏଗାର ଦିନ ତଳେ ଏଇ ନିଆଁ ସବୁକିଛି ଉଜାଡି ଦେଇଥିଲା । ଭୟଙ୍କର ନିଆଁ ଭାଙ୍ଗି ଦେଇଥିଲା ଭାରତୀର ସ୍ୱପ୍ନ । ପୋଡା ପାଉଁଶ ଭିତରେ ପୋତି ଯାଇଥିଲା ନୂଆ ଜୀବନର ଆଶା । ନିଆଁର ଝୁଲ ହୋଇ ସିନା ସେଦିନ ଝିଅର…

ଭାରତରେ ପ୍ରଥମ ମୁଣ୍ଡ ନେଲା କରୋନା ଭାଇରସ । ଭୟଙ୍କର ଭୂତାଣୁ ନେଲା ୭୬ ବର୍ଷୀୟ ଆକ୍ରାନ୍ତଙ୍କ ଜୀବନ ।

କନକ ବ୍ୟୁରୋ : ଭୟଙ୍କର କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ଭାରତରୁ ସାମ୍ନାକୁ ଆସିଛି ବଡ ଖବର । ଭାରତରେ କରୋନା ଭୂତାଣୁରେ ପ୍ରଥମ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । Commissioner,Karnataka Health Dept:76-yr-old man from Kalaburagi who passed…

ଆରବିଆଇ ଦେଲା ଆଶ୍ୱାସନା: ଘରୋଇ ବ୍ୟାଙ୍କରୁ ଜମା ଟଙ୍କା ନଉଠାଇବାକୁ ସବୁ ରାଜ୍ୟକୁ ଚିଠି ଲେଖିଲା ଆରବିଆଇ । କହିଲା, ୟେସ…

କନକ ବ୍ୟୁରୋ: ୟେସ ବ୍ୟାଙ୍କ ବିବାଦ ନେଇ ଲୋକେ ଡରରେ ଥିବା ବେଳେ ବିଭିନ୍ନ ଘରୋଇ କମ୍ପାନୀ ଉପରେ ଧିରେଧିରେ ଲୋକଙ୍କ ଆଶା ତୁଟୁଥିବା ଚର୍ଚ୍ଚା ହେଉଛି । ଆଉ ଠିକ ଏତିକି ବେଳେ ଲୋକେ ଘରୋଇ କମ୍ପାନୀରୁ ଟଙ୍କା ଉଠାଇବାରେ ବ୍ୟସ୍ତ ରହିଛନ୍ତି । ଲୋକଙ୍କ ଏଭଳି ତତ୍ପରତା ଦେଖି ଆରବିଆଇ ଘରୋଇ ବ୍ୟାଙ୍କ…

ବସକୁ ଲାଗିଲା ବଡ ଫାଇନ । ବୌଦ୍ଧରେ ଯାତ୍ରୀବାସୀ ବସ ଉପରେ ପଡିଲା ୭ ଲକ୍ଷ ଟଙ୍କାର ଜରିମାନା । ଓଭରଲୋଡିଂ ସହ ବସର ନାହିଁ…

କନକ ବ୍ୟୁରୋ: ବସକୁ ଲାଗିଲା ବଡ ଫାଇନ । ଯାତ୍ରୀବାହୀ ବସକୁ ଉପରେ ପଡିଲା ବଡ ଜରିମାନା । ବୌଦ୍ଧରେ ଘରୋଇ ବସ ଉପରେ ୭ ଲକ୍ଷ ୭ ହଜାର ଟଙ୍କାର ଜରିମାନା । ଘଣ୍ଟପଡାରେ ବସକୁ ଧରିବା ପରେ ବୌଦ୍ଧ ଆରଟିଓ ପକାଇଲା ଫାଇନ । ଡିଏଲ, ପଲ୍ୟୁସନ, ରୋଡ ପରମିଟ ନଥିବାରୁ ଜରିମାନା ପଡିଛି । ତେବେ ଏଯାଏଁ…

ବରକୁ ଉଠାଇନେଲା ପୁଲିସ । ଅଧାରେ ଅଟକିଲା ବାହାଘର, ମନ୍ଦିରରେ ବସିଲା ମଙ୍ଗୁଳା କନ୍ୟା ।

କନକ ବ୍ୟୁରୋ : ମନ୍ଦିରରେ କନିଆ, ଥାନାରେ ବର । ମନ୍ଦିରରେ ବାହାଘର ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା । ବରଯାତ୍ରୀଙ୍କ ପାଇଁ ଭୋଜିଭାତ ରୋଷେଇ ହୋଇ ସାରିଥିଲା । ହେଲେ ମନ୍ଦିରରେ ପହଂଚି ପାରିଲା ନାହିଁ ବର, ଅଧା ରାସ୍ତାରୁ ବରକୁ ଉଠାଇନେଲା ପୁଲିସ । ଏକ ଅପରାଧିକ ମାମଲାରେ ବାଙ୍କି…

ନେତା ଓ ନାୟିକାଙ୍କ ବାହାଘର । ବିବାହ ବନ୍ଧନରେ ବାନ୍ଧିହେଲେ ବିଧାୟକ ପ୍ରୀତିରଂଜନ, ଓଲିଉଡ୍ ଅଭିନେତ୍ରୀ ଝିଲ୍ଲିକଙ୍କୁ…

କନକ ବ୍ୟୁରୋ : ବେଶ ଚର୍ଚ୍ଚା ଚାଲିଥିଲା ଯେ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଓ ଓଲିଉଡର ବଙ୍ଗୀୟ ଅଭିନେତ୍ରୀ ଝିଲିକ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଉଭୟ ଏଭଳି ଚର୍ଚ୍ଚାକୁ ମିଛ ବୋଲି କହୁଥିଲେ । ପୁଣି ଚର୍ଚ୍ଚା ହେଲା ଯେ, ଜୟପୁରରେ ଉଭୟ ବିିବାହ କରିଛନ୍ତି । କିନ୍ତୁ ଏତେସବୁ…