Daily Archives

March 11, 2020

ବାପା ! ମୁଁ ଅଛି ଚିନ୍ତା କରନି… କାମ କରିବି ତମ ପାଇଁ ଔଷଧ ଆଣିବି… ଯେତେ କଷ୍ଟ ହେଉ ପଛେ ପରିବାରକୁ…

କନକ ବ୍ୟୁରୋ: ପୁଅର ଦେହସାରା ସ୍ନେହର ହାତ ବୋଳି ଆଣୁଛି ମାଆ... ନିଜ ଚିରା କାନିରେ କୁନି ପୁଅର ମୁହଁ ହାତରୁ ବୋହି ଆସୁଥିବା ଝାଳକୁ ପୋଛି ଦେଉଛି ମାଆ... ଆଉ ତା ଅସହାୟ ହାତ ବୁଲାଇ ପୁଅ ଶରୀରରେ ମମତାର ଶକ୍ତି ସଞ୍ଚରିତ କରୁଛି... କାରଣ ପୁଅର ଏହି କଅଁଳ କାନ୍ଧ ଘରର ବୋଝ ବୋହୁଛି । ଜୀବନକୁ…

ଏପ୍ରିଲ ୧୫ ଯାଏଁ କାହାକୁ ମିଳିବନି ଭିସା । ବିଦେଶ ଯାତ୍ରା ଏବଂ ଆଗମନ ଉପରେ କଟକଣା । କରୋନା ମହମାରୀ ଘୋଷଣା ପରେ ଭାରତ…

କନକ ବ୍ୟୁରୋ: କରୋନାକୁ ମହାମାରୀ ଘୋଷଣା କଲା ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସାରା ବିଶ୍ୱରେ ବୃଦ୍ଧି ପାଉଥିବା ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହାକୁ ମହାମାରୀ ରୂପେ ଘୋଷଣା କରିଛି ଡବ୍ଲୁଏଚଓ । ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ହେଲଥ ଏମରଜେନସି ବା ସ୍ୱାସ୍ଥ୍ୟ…

ଜମାକାରୀଙ୍କୁ ବଡ଼ ଭେଟି ଦେଲା ଏସବିଆଇ । ନିୟମରେ କଲା ବଡ଼ ପରିବର୍ତ୍ତନ ଉପକୃତ ହେବେ ୪୪ କୋଟିରୁ ଅଧିକ ଖାତାଧାରୀ ।

କନକ ବ୍ୟୁରୋ: ଗୋଟିଏ ପଟେ ୟେସ୍ ବ୍ୟାଙ୍କକୁ ନେଇ ପୂରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏସବିଆଇକୁ ନେଇ ଆସିଛି ବଡ ଖବର । ଏସବିଆଇ ନିଜ ଗ୍ରାହକଙ୍କୁ ବଡ ଭେଟି ଦେବାକୁ ଯାଉଛି । ଦୀର୍ଘଦିନ ଧରି ଏସବିଆଇ ବ୍ୟାଙ୍କର ସର୍ବନିମ୍ନ ଜମା ଟଙ୍କାକୁ ନେଇ ହନ୍ତସନ୍ତ ହେଉଥିବା ଗ୍ରାହକଙ୍କୁ ବଡ଼…

କରୋନା କାବୁରେ ସାରା ବିଶ୍ୱ । ଭୟଙ୍କର ଭୂତାଣୁର ଭୟାବହତା ଦେଖି ‘ବିଶ୍ୱ ମହାମାରୀ’ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ବିଶ୍ୱରେ କାୟା ମେଲାଉଥିବା କରୋନାକୁ ନେଇ ବଡ଼ ଖବର । ଚୀନ୍, ଇରାନ୍ ଏବଂ ଇଟାଲୀରେ ଭୟାବହତା ପରେ ବିଶ୍ୱ ମହାମାରୀ ଘୋଷିତ ହେଲା କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଏବଂ ୪ ହଜାରୁ ଅଧିକ ଜୀବନ ନେଲା ପରେ କରୋନାକୁ ବିଶ୍ୱ ମହାମାରୀ ଘୋଷିତ କଲା ବିଶ୍ୱ…

ଦିଲ୍ଲୀ ଦଙ୍ଗା ନେଇ ଗୃହରେ ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ । କହିଲେ, ହିଂସା ଭିଆଇଥିବା ଅସାମାଜିକ ଲୋକଙ୍କୁ…

କନକ ବ୍ୟୁରୋ: ଦିଲ୍ଲୀ ଦଙ୍ଗା ନେଇ ସଂସଦରେ ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦଙ୍ଗା ବେଳର ସ୍ଥିତି ଓ ତା ପରର ସ୍ଥିତି ନେଇ ଗୃହରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଦୋଷୀଙ୍କୁ ଗିରଫ କରିବା ପାଇଁ ୪୦ଟି ଟିମ୍ ଗଠନ କରାଯାଇଥିବା ବେଳେ ସିଏଏ ପ୍ରସଙ୍ଗରେ…

ଚାଷୀଙ୍କ ପାଇଁ ଟୋକନ୍ କାହିଁ ? କେନ୍ଦ୍ରାପଡ଼ାରୁ ଆସିଲା ଅଭାବନୀୟ ସ୍ଥିତି । ମଣ୍ଡିରୁ ଧାନ ନଉଠିବାରୁ କେନ୍ଦ୍ରାପଡାରେ…

କନକ ବ୍ୟୁରୋ: ମଣ୍ଡିରୁ ଧାନ ନଉଠିବାକୁ ନେଇ କେନ୍ଦ୍ରାପଡାରେ ତାତିଲେ ଚାଷୀ । ମାସ ମାସ ଧରି ମଣ୍ଡିରୁ ଧାନ ନଉଠିବା, ଟୋକନ ନମିଳିବା ଓ ଅମଳ ପୂର୍ବରୁ ଧାନ କିଣା ବନ୍ଦକୁ ନେଇ ତୀବ୍ର ହୋଇଛି ଅସନ୍ତୋଷ । ଜିଲ୍ଲାର ଏକାଧିକ ସମବାୟ ସମ୍ମିତିରେ ଏଭଳି ସ୍ଥିତି ଉପୁଜଥିବାବେଳେ, ବଡମୂଳବସନ୍ତ କୃଷି…