Daily Archives

March 9, 2020

କରୋନା ଭୟ ସତ୍ୱେ ସାରା ଦେଶରେ ହୋଲି ଉତ୍ସବ । ହୋଲି ଗୀତ ଗାଇ ଲୋକେ କଲେ କରୋନା ସଚେତନତା, କରୋନାକୁ ଦିଆଗଲା ରାକ୍ଷାସ…

କନକ ବ୍ୟୁରୋ : କରୋନା ଭୟ ସାରା ବିଶ୍ୱକୁ ଘାରିଥିବା ବେଳେ ଭାରତରେ ହୋଲି ପର୍ବ ପାଳନ ବେଳେ ଦେଖାଯାଇଛି କରୋନା ସଚେତନତା । ଲୋକେ କରୋନାକୁ ରାକ୍ଷାସ ସହିତ ତୁଳନା କରିଛନ୍ତି । ଖାଲି ସେତିକି ନୁହେଁ, ଗୀତରେ ଗୀତରେ ହୋଲି ପାଇଁ କରୋନାକୁ ନେଇ ଦେଇଛନ୍ତି ସଚେତନତାର ବାର୍ତ୍ତା । ହୋଲିକୁ…

ତୁଳୀରେ ତୁଳୀରେ ଜୀବନର କଥା । ପାଟି ଖୋଲି କହି ପାରନ୍ତିନି ବୋଲି କାନଭାସ ଉପରେ ରଙ୍ଗ-ତୁଳୀ ଧରି ମନର କଥା କହୁଛନ୍ତି…

କନକ ବ୍ୟୁରୋ: ଚିତ୍ର ପାଲଟିଛି ଜୀବନ ଆଉ ଜୀବିକା । ଚିତ୍ର ଦେଇଛି ପରିଚୟ ଆଉ ଶିଖେଇଛି ଜୀବନ ଜିଁଇବାର କଳା । ସେମାନଙ୍କ ଚିତ୍ର କେବଳ ରାଜ୍ୟ କି ଦେଶ ଭିତରେ ସିମୀତ ହୋଇ ରହିନି । ବିଦେଶରେ ମଧ୍ୟ ପ୍ରଭାବ ବିସ୍ତାର କରିଛି । କଥା ସିନା କହିପାରନ୍ତିନି କିନ୍ତୁ ତାଙ୍କ ଚିତ୍ର କଥା କୁହେ ।…

ଦିନ ବିତୁଛି, ଭୟ ଘାରୁଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୪୩, ସମସ୍ତ ରାଜ୍ୟ ସରକାରଙ୍କୁ ଗାଇଡଲାଇନ୍…

କନକ ବ୍ୟୁରୋ : ଚିନ୍ତା ବଢାଉଛି କରୋନା । ଭାରତରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ଆଜି ୪୩ରେ ପହଞ୍ଚିଛି । ଏନେଇ ଆଜି ପୁଣି ଥରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସମୀକ୍ଷା ବୈଠକ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ-ରାଜ୍ୟପାଳଙ୍କ ସହିତ ଆଲୋଚନା କରିଛନ୍ତି…

ଆହାର କେନ୍ଦ୍ରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଅଚାନକ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କଲେ, ଲୋକଙ୍କ ସହ ଏକାଠି…

କନକ ବ୍ୟୁରୋ : ଆହାର କେନ୍ଦ୍ରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆହାର କେନ୍ଦ୍ରକୁ ଆସିଥିବା ଲୋକଙ୍କ ସହ ବସି ଭୋଜନ କରିଛନ୍ତି ମନ୍ତ୍ରୀ । କିଭଳି ରହୁଛି ଖାଦ୍ୟର ମାନ ଓ ଗୁଣବତ୍ତା ତାହାକୁ ପରଖିଛନ୍ତି ମନ୍ତ୍ରୀ । କଟକ ଜିଲ୍ଲା ଆଠଗଡ ଉପଖଣ୍ଡ ମେଡିକାଲ ପରିସରରେ ଥିବା ଆହାର…

ପୁଣି ଟଙ୍କା ଲୁଟି ନେଲା ମ୍ୟାଜିକ୍ ପେନ୍ । ତିନି ଦିନରେ ଆସିଲାଣି ୩ଟି ଭିନ୍ନ ଭିନ୍ନ ଲୁଟର କାହାଣୀ । ଚାଲିଛି ତଦନ୍ତ,…

କନକ ବ୍ୟୁରୋ : ଠକ ଧରିଛନ୍ତି ମ୍ୟାଜିକ୍ ପେନ୍ । ଆଉ ମ୍ୟାଜିକ୍ ପେନ୍ ମାଧ୍ୟମରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଗତ ତିନିଦିନ ଭିତରେ ତିନି ତିନି ଜଣକୁ ଚୁନା ଲଗାଇ ଫେରାର ହୋଇଯାଇଥିବା ଠକକୁ ଖୋଜୁଛି କମିଶନରେଟ ପୁଲିସ । ଖାଲି ଠକର ଫଟୋ ଓ ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରୁଛି ପୁଲିସ…

ସାମ୍ନାକୁ ଆସିଲା ରାୟଗଡ଼ାର ‘ନଗଡ଼ା’ । ଅପପୁଷ୍ଟିର ବିକଳ ଚିତ୍ର, କୁପୋଷଣ ଯୋଗୁଁ ଅକାଳରେ ମା’ ଓ ଶିଶୁଙ୍କ ମୃତ୍ୟୁ…

କନକ ବ୍ୟୁରୋ : ଯାଜପୁର ନଗଡାର ଚିତ୍ର ଏଯାଏଁ ଓଡିଶା ମନରୁ ଲିଭି ନଥିବା ବେଳେ ସାମ୍ନାକୁ ଆସିଛି ରାୟଗଡାର ନଗଡା ଚିତ୍ର । ଅପପୁଷ୍ଟିର ଏଭଳି ବିକଳ ଚିତ୍ର ଆସିଛି ଯାହା ଦେଖିଲେ ଯେକୌଣସି ଲୋକ ବି ବିଚଳିତ ହୋଇଯିବେ । ବୁଲିବାଡି ପଂଚାୟତର ବ୍ରାହାଗାଡ ଗାଁରେ ସ୍ଥିତି ପରଖିଥିଲା କନକ ନ୍ୟୁଜ ।…