Daily Archives

March 8, 2020

ପେଟ୍ରୋଲ ପମ୍ପରେ ବାପା ଭଳି କାମ କରୁଛନ୍ତି, ଘର ଭିତରେ ମାଆର ସ୍ନେହ ଦେଉଛନ୍ତି । ସ୍ୱାମୀ ଛାଡିଦେବା ପରେ ଏବେ ଏକାଏକା…

କନକ ବ୍ୟୁରୋ: ସେ କାହାରି ବୋଝ ହେବେନି । ଝିଅଟିଏ ବୋଲି କାହା ସାହାରା ବି ନେବେନି । ନିଜ ଗୋଡରେ ନିଜେ ଛିଡା ହେବେ, ସ୍ୱାବଲମ୍ବୀ ହୋଇ ପରିବାର ଚଳାଇବେ । ଏମିତି କିଛି ଚିନ୍ତାଧାରା ନେଇ ଘରୁ ଗୋଡ କାଢିଛନ୍ତି ସୁନିତା । ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦେଇ ପରିବାର ପ୍ରତିପୋଷଣ କରିବା ସହ…

ଶ୍ରୀମନ୍ଦିର ପ୍ରଶାସନର ଭାଙ୍ଗିଲା ନିଦ । ୟେସ୍ ବ୍ୟାଙ୍କରୁ ଜଗନ୍ନାଥଙ୍କ ଟଙ୍କା ୟୁକୋ ବ୍ୟାଙ୍କ ଆକାଂଉଟକୁ ପଠାଇବା ପାଇଁ…

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କରେ ଫସିଥିବା ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଟଙ୍କାର ସୁରକ୍ଷା ନେଇ ସାରା ରାଜ୍ୟରେ କମ୍ପନ ସୃଷ୍ଟି ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ଚେତା ପଶିଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଆରବିଆଇକୁ ଚିଠି ଲେଖି ଟଙ୍କା ଫେରାଇବାକୁ ଅନୁରୋଧ କରିଛି । ୟୁକୋ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଭରଦ୍ୱାଜଙ୍କ ଦେହାନ୍ତ । ୮୨ ବର୍ଷ ବୟସରେ ପରଲୋକ ।

କନକ ବ୍ୟୁରୋ : କର୍ଣ୍ଣାଟକ ଓ କେରଳର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ଆଇନମନ୍ତ୍ରୀ ହଂସରାଜ ଭରଦ୍ୱାଜଙ୍କ ଆଜି ପରଲୋକ ହୋଇଯାଇଛି । ସେ ୮୨ ବର୍ଷ ବୟସରେ ଅନ୍ତିମ ଶ୍ୱାସକ୍ରିୟା ନେଇଛନ୍ତି । ହଂସରାଜ ଭରଦ୍ୱାଜ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ଥିଲେ । ଆସନ୍ତାକାଲି ଅର୍ଥାତ ସୋମବାର…

ବିମାନ ଭିତରୁ ଚୋରି ହୋଇଗଲା ହରଭଜନ ସିଂହଙ୍କ ବ୍ୟାଟ୍ । ଅସନ୍ତୋଷ ପ୍ରକାଶ କଲେ ଭଜ୍ଜି, ଚୋରକୁ ଧରିବାକୁ କଲେ ଦାବି ।

କନକ ବ୍ୟୁରୋ : ଗତ ଶୁକ୍ରବାର ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହଙ୍କ ବ୍ୟାଟ ଚୋରି ହୋଇଯିବା ପରେ ସେ ବିମାନ କମ୍ପାନି ଇଣ୍ଡିଗୋକୁ ନେଇ ଅସନ୍ତୋଷ ଥିବା କହିଛନ୍ତି । ହରଭଜନ ଟୁଇଟରରେ ଏହି ଘଟଣାକୁ ସାର୍ବଜନୀକ କରି କମ୍ପାନିକୁ ଶୀଘ୍ର ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏହି…

ଲଣ୍ଡନ ପଳାଉଥିଲେ ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଝିଅ । ମୁମ୍ବାଇ ଏୟାରପୋର୍ଟରେ ରୋଶନୀଙ୍କୁ ଅଟକାଇଲା…

କନକ ବ୍ୟୁରୋ : ବଢ଼ିଲା ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁରଙ୍କ ପାଇଁ ଅଡୁଆ । ଆଜି ଭୋର ୪ଟା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିବାବେଳେ ରାଣାଙ୍କ ପରିବାର ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରାଯାଇଥିଲା । ଆଜି ରାଣାଙ୍କ ଝିଅ ରୋଶନୀ କପୁର…

ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ଦୋଷୀ ? ମହିଳା ଦିବସରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ପୁତ୍ତଳିକାକୁ ଦିଆଗଲା ଫାଶୀ ।

କନକ ବ୍ୟୁରୋ : ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଚାରିଜଣ ଦୋଷୀଙ୍କ ବିରୋଧରେ ନୂଆ ମୃତ୍ୟୁ ପରଓ୍ଵାନା ଜାରି କରି ହୋଇଛି । ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ରେ ଫାଶୀ ଦିଆଯିବ ବୋଲି କୁହାଯାଉଛି । ତେବେ, ଦୋଷୀମାନଙ୍କର ବାରମ୍ବାର ଫାଶୀ ତାରିଖ ଘୁଞ୍ଚିବା ଦେଖି ଜନସାଧାରଣ…