Daily Archives

March 7, 2020

ଶାସନ ମୁଖ୍ୟଙ୍କୁ ଘାରିଲା କରୋନା ଭୟ । ମନ୍ତ୍ରୀ ଓ ବାବୁଙ୍କ ବିଦେଶ ଗସ୍ତ ଉପରେ ଲାଗିଲା ରୋକ୍, ଏଥର ହୋଲି ଖେଳିବେନି…

କନକ ବ୍ୟୁରୋ : ଏଥର ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ । କରୋନା ପ୍ରଭାବରୁ ରକ୍ଷା ପାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନବୀନ । ସେପଟେ ରାଜ୍ୟରେ କରୋନା ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଓ ବାବୁଙ୍କ ବିଦେଶ ଗସ୍ତ ଉପରେ ରୋକ୍ ଲଗାଯାଇଛି । ଏଥିସହ…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରେକର୍ଡ । ଗୋଟିଏ ଦିନରେ ୧,୦୩୮ ଜଣ ନୂଆ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି…

କନକ ବ୍ୟୁରୋ : ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କଲେ ରାଜ୍ୟ ସରକାର । ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ନବନିଯୁକ୍ତ ଡାକ୍ତରମାନଙ୍କ ଇଣ୍ଡକ୍ସନ୍ ଟ୍ରେନିଂରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ,…

ୟେସ ବ୍ୟାଙ୍କ ସାମ୍ନାରେ ଅଭାବନୀୟ ଦୃଶ୍ୟ । ଚେକବୁକ୍ ସହ ହାତରେ ବିବାହ କାର୍ଡ ଧରି ଟଙ୍କା ଉଠାଇବାକୁ ପହଞ୍ଚିଲେ ଯୁବକ,…

କନକ ବ୍ୟୁରୋ : ୟେସ ବ୍ୟାଙ୍କର ପୁନରୁଦ୍ଧାର ନେଇ ସରକାର କିମ୍ବା ଆରବିଆଇ ଯୋଜନା ବାବଦରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଏପଟେ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଘନଘନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଉ ଏହାରି ଭିତରେ ଟଙ୍କା ଉଠାଣ ନେଇ ରିଜର୍ଭ ବ୍ୟାଙ୍କର…

ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ନବୀନ କହିଲେ, ଆସନ୍ତା ଶିକ୍ଷାବର୍ଷଠୁ କୌଣସି ବିଳମ୍ବକୁ…

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକ ଠିକ୍‌ ସମୟରେ କରାଯିବା ଦରକାର । ସେହିପରି ପରୀକ୍ଷା ଫଳ ପ୍ରକାଶନ ମଧ୍ୟ ନିର୍ଦ୍ଧାରିତ ସମୟରେ ହେଲେ ଭଲ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ…

ଫୁଲ ପରି ହାତରେ ହାତୁଡ଼ି ଧରି ଲୁହାର ଛାତି ଚିରୁଛନ୍ତି । ବାପା ଛାଡ଼ିଯାଇଥିବା କୌଳିକ ବୃତ୍ତିକୁ ପଣତରେ ପୂରାଇ ପରିବାରର…

କନକ ବ୍ୟୁରୋ : ଦୃଢମନା ମହିଳା । ଜୀବନର ସବୁ ଝଡଝଞ୍ଜାକୁ ସହି ଆଗକୁ ବଢିଛନ୍ତି ସଞ୍ଜୁଲତା । କମାର ଶାଳରେ ଲୁହାକୁ ଲୁହାରେ ପିଟି ପରିବାର ପୋଷୁଛନ୍ତି ଜଣେ ମହିଳା । ହେଲେ ତାଙ୍କ ପାଖରେ ପହଂଚି ପାରିନି କୌଣସି ସରକାରୀ ସୁବିଧା । ତଥାପି ସେ କାହାକୁ ଭରସା ନକରି ୨୦ ବର୍ଷ ହେବ ନିଜ ଜୀବନ…

ଗୋଟିଏ ହାତରେ ସତ୍ୟମ୍ ବୋହୁଛନ୍ତି ସଂସାରର ବୋଝ । ୫୦ ବର୍ଷ ହେବ ପରିବାରର ପେଟ ପୋଷିବାକୁ ଗୋଟିଏ ହାତରେ ଚଲାଉଛନ୍ତି…

କନକ ବ୍ୟୁରୋ : ପରିଣତ ବୟସରେ ବି ପରିସ୍ଥିତି ସହ ସାଲିସ କରିନାହାନ୍ତି । ଦରିଆ ଭର୍ତି ଦୁଃଖ ଛାତିରେ ଚାପି ରଖି ସ୍ୱାଭିମାନର ସହ ଜୀବନ ଯାପନ କରୁଛନ୍ତି । ବାରହା ଆକ୍ରମଣରେ ସିନା ହାତ ହରାଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । କିନ୍ତୁ ଆଜି ବି ସେ ଗୋଟିଏ ହାତରେ ରିକ୍ସା ଚଳାଇ ପରିବାରର ପେଟ…