Daily Archives

March 7, 2020

ଦେଶରେ ୩୪ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେଉଁ କେଉଁ ଜିନିଷ ଛୁଇଁଲେ ଆପଣଙ୍କ ଦେହକୁ ବ୍ୟାପିଯିବ ଭୟଙ୍କର…

କନକ ବ୍ୟୁରୋ: ମାରାତ୍ମକ କରୋନା ଭାଇରସ ସଂକ୍ରମଣର ତିନିଟି ନୂଆ ଘଟଣା ସାମ୍ନାକୁ ଆସିଛି। ଫଳରେ ଭାରତରେ କରୋନା ଭାଇରସ୍ ପଜିଟିଭ୍ ଥିବା ରୋଗୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ତେବେ ଏହି ମାରାତ୍ମକ କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏକ ଟୁଇଟ କରିଛି।…

ପୁଣି ଚର୍ଚ୍ଚାରେ ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରେମ କାହାଣୀ । ସର୍ବସମ୍ମୁଖରେ ପ୍ରଥମ ଥର ପାଇଁ ମୋନିକାଙ୍କ ସହ…

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଂଟନଙ୍କ ପ୍ରେମ କାହାଣୀ । କ୍ଲିଂଟନ ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ହ୍ୱାଇଟ ହାଉସରେ ଇନଟର୍ଣ୍ଣ ଥିବା ମୋନିକା ଲେୱିନସ୍କିଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ସେହି ସମୟରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ…

କରୋନା ପାଇଁ ବିମାନସେବା ପ୍ରଭାବିତ । ୨୫୬ ସିଟ୍ ବିମାନରେ ଉଡ଼ିଲେ ମାତ୍ର ୨୫ ଯାତ୍ରୀ, ସେପଟେ କୁଏତ ସମେତ ୬ଟି ଦେଶକୁ…

କନକ ବ୍ୟୁରୋ : ଚୀନର ଉହାନରୁ ଆରମ୍ଭ ହୋଇଥିବା ଭୟାବହ କରୋନା ଭୂତାଣୁ ସଂକ୍ରମଣ ଏବେ ୯୭ଟି ଦେଶକୁ ବ୍ୟାପିଲାଣି । ଭାରତରେ ୩୪ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେପଟେ କରୋନା ଭୟ ଯୋଗୁଁ ବିମାନସେବା ପ୍ରଭାବିତ ହୋଇଛି । ଦିଲ୍ଲୀରୁ ଲଣ୍ଡନ, ନ୍ୟୁୟର୍କ, ତୁର୍କୀ ଭଳି ସ୍ଥାନକୁ…

ଆସନ୍ତା ୧୮ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ୬୧ଟି କେନ୍ଦ୍ରରେ ୧୧ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ କରିବେ…

କନକ ବ୍ୟୁରୋ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟର ୬୧ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପରୀକ୍ଷା ଖାତା ମୂଲ୍ୟାୟନ…

ମ୍ୟାଜିକ୍ ପେନରେ ଟଙ୍କା ଲୁଟ୍ । ଏଚଡିଏଫସି ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଯୁବକଙ୍କୁ ଚୂନ ଲଗାଇଲେ ଦୁର୍ବୃତ,…

କନକ ବ୍ୟୁରୋ : ଚେକରୁ ଦସ୍ତଖତ ଲିଭିଗଲା, ବ୍ୟାଙ୍କ ଆକାଉଂଟରୁ ଟଙ୍କା ଚାଲିଗଲା । ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କୁ ଚୂନ ଲଗାଇ ଦେଇଛି ଲୁଟେରା । ଲୁଟେରା ଜଣଙ୍କ ଏଚଡିଏଫସି ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇ, ବ୍ୟବସାୟୀଙ୍କୁ ହୋଲି ଅଫରରେ ଲୋନର ଲୋଭ ଦେଖାଇଥିଲା । ଟଙ୍କାର ଆବଶ୍ୟକତା ଥିବାରୁ…