Daily Archives

March 6, 2020

ମୁଁ ହେବିନି କାହାରି ବୋଝ… ନିଜ ପଢା ଖର୍ଚ୍ଚ ନିଜେ ଉଠାଇବାକୁ ରେଭେନ୍ସା ଆଗରେ ସ୍ନାକ୍ସ ଷ୍ଟଲ କଲେ, ଆଖି ନଥାଇ…

କନକ ବ୍ୟୁରୋ: ପଢା ଖର୍ଚ୍ଚ ଉଠାଇବାକୁ ସ୍ନାକ୍ସ ଷ୍ଟଲ । ରେଭେନ୍ସା ଆଗରୁ ଆତ୍ମନିର୍ଭରଶୀଳର ବାର୍ତ୍ତା । ହାତରେ ଭଳି କି ଭଲି ସ୍ନାକ୍ସ ଆଇଟମ ଧରି, ରେଭେନ୍ସା ଆଗରେ ଛିଡା ହୋଇ ଗ୍ରାହକଙ୍କୁ ଡାକୁଥିବା ଏ ଦିବ୍ୟାଙ୍ଗ ଯୁବକ ଜଣଙ୍କ ହେଉଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର । ନାଁ- ସୁନୀଲ…

କରୋନା କାୟା ମେଲାଉଛି, ସାରା ବିଶ୍ୱର ଚିନ୍ତା ବଢାଉଛି । ଭୟଙ୍କର ଭାଇରସ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି…

କନକ ବ୍ୟୁରୋ: ଦିନକୁ ଦିନ କରୋନା ସାରା ବିଶ୍ୱରେ କାୟା ମେଲାଉଥିବା ବେଳେ ଭାରତରେ ମଧ୍ୟ ଏହା ଆତଙ୍କ ଖେଳାଉଛି । ଏଯାବତ ଭାରତରେ ୩୧ ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ବେଳେ ଅନେକଙ୍କୁ ସନ୍ଦେହ କରାଯାଇ ପରୀକ୍ଷା କରାଯାଉଛି । ସାରା ଦେଶରେ ଯେତେବେଳେ କରୋନା ପାଇଁ କୋକୁଆ ଭୟ ଖେଳି ଯାଇଛି…

ଚୀନରେ କାୟା ମେଳାଇବା ପରେ ବିଶ୍ୱର ୯୧ ଦେଶକୁ ବ୍ୟାପିଲାଣି କରୋନା ଭାଇରସ । ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା ।

କନକ ବ୍ୟୁରୋ : ଚୀନରେ କରୋନା ଭାଇରସର ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ସାରା ବିଶ୍ୱରେ ତାହା ଦ୍ରୁତ ଗତିରେ ବଢିଚାଲିଛି । ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଶୁକ୍ରବାର ଦିନ ୧ ଲକ୍ଷ ଟପିଯାଇଛି । ମୃତ୍ୟୁ ସଂଖ୍ୟା ୩୩ ଶହ ଟପିଯାଇଛି । ଏବେ କରୋନା ସଂକ୍ରମଣ ୯୧ଟି ଦେଶରେ…

ଆଫଗାନିସ୍ତାନରେ ସଭା ଚାଲିଥିବାବେଳେ ହେଲା ଆତଙ୍କବାଦୀ ଆକ୍ରମଣ । ଆଖିବୁଜା ଗୁଳିଚାଳନାରେ ଚାଲିଗଲା ୨୭ ଜଣଙ୍କ ଜୀବନ,…

ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ସତ୍ତ୍ୱେ ଆଫଗାନିସ୍ତାନରେ ରକ୍ତପାତ ଜାରି ରହିଛି । ଶୁକ୍ରବାରଦିନ ରାଜଧାନୀ କାବୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମବେଳେ କେତେକ ଅଜ୍ଞାତ ବନ୍ଧୁକଧାରୀ ଆଖିବୁଜା ଗୁଳିଚଳାଇବାରୁ ୨୭ ଜଣ ନିହତ ହୋଇଛନ୍ତି ଓ ୨୯ ଜଣ ଆହତ ହୋଇଛନ୍ତି । ତେବେ ଏହି…

କରୋନା ପାଇଁ ଫିକା ପଡିଲା ରଙ୍ଗ ବଜାର । ହୋଲି-ଅବିରର ପସରା ମେଲିଛି ହେଲେ ବିକ୍ରି ହେଉନି । ଭାଇରସ ଭୟରେ ରଙ୍ଗ ଦୋକାନରେ…

କନକ ବ୍ୟୁରୋ: କରୋନା ପାଇଁ କମିଲା ରଙ୍ଗ ବେପାର । ଭାଇରସ ଭୟରେ କିଣୁ ନାହାନ୍ତି ଲୋକେ । ଦୋକାନ ଆଗରେ ବସ୍ତା ବସ୍ତା ରଙ୍ଗ ଥୁଆ ହୋଇଛି । ହୋଲି ପାଇଁ ଭଳି କି ଭଳି ଅବିରର ପସରା ବି ମେଲିଛି । ଭିନ୍ନ ଭିନ୍ନ ରଙ୍ଗ, ପିଚକାରୀ ଆଉ ମାସ୍କ ଧରି ଗ୍ରାହକଙ୍କୁ ଚାହିଁଛନ୍ତି ବେପାରୀ । ହେଲେ ରଙ୍ଗ…

ଆତଙ୍କ ବଢାଉଛି କରୋନା…ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି । ରାଜସ୍ଥାନ ଜୟପୁରରେ ମହିଳାଙ୍କଠାରୁ…

କନକ ବ୍ୟୁରୋ: ଆତଙ୍କ ବଢାଉଛି କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧିପାଇଛି । ସନ୍ଦିଗ୍ଧଙ୍କ ସଂଖ୍ୟା ବି ବଢୁଛି । ରାଜ୍ୟରେ କରୋନାର ମୁକାବିଲା ଏବଂ ସତର୍କତା ଉପରେ ଜୋର ଦେଇଛନ୍ତି ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି ଓଡ଼ିଶା…