Daily Archives

March 5, 2020

ଭାରତ ଛାତିରେ ‘କରୋନା’ ଛନକା । ୟୁପି ଗାଜିଆବାଦରେ ଆଉ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ପରେ ସମସ୍ତଙ୍କୁ ଘାରିଲା…

କନକ ବ୍ୟୁରୋ: ୟୁପିର ଗାଜିଆବାଦରେ ଆଉ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଆଉ ତାଙ୍କ ସହ ବର୍ତ୍ତମାନ ୩୦ରେ ପହଁଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ସେପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବେଲଜିୟମରେ ୟୁରୋପୀୟ ସଂଘ ସହ ହେବାକୁ ଥିବା…

ସପ୍ତାହେ ହେଲାଣି ମୁହଁକୁ ଛୁଇଁ ନାହାନ୍ତି ଆମେରିକା ରାଷ୍ଟ୍ରପତି । ହ୍ୱାଇଟ ହାଉସରେ ଆୟୋଜିତ ବୈଠକରେ ଏହା ପଛର କାରଣ…

ବୁଧବାର ଆମେରିକାର ରାଷ୍ଟ୍ରପତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଦୀର୍ଘ ଏକ ସପ୍ତାହ ହେଲାଣି ଟ୍ରମ୍ପ ନିଜ ମୁହଁକୁ ଛୁଇଁ ନଥିବା ପ୍ରକାଶ କରିଛନ୍ତି । ହ୍ୱାଇଟ ହାଉସରେ ଆୟୋଜିତ ଏକ ବୈଠକରେ ସେ ଏଭଳି କହିଥିବା ଜଣାପଡିଛି । ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ…

କନକ ନ୍ୟୁଜର ୟୁଟ୍ୟୁବ ଚ୍ୟାନେଲକୁ ମିଳିଲା ଗୋଲ୍ଡ କ୍ରିଏଟର ଆୱାର୍ଡ । ୟୁଟ୍ୟୁବ ପକ୍ଷରୁ ମିଳିଥିବା ଆୱାର୍ଡକୁ ଅନବକ୍ସ…

କନକ ବ୍ୟୁରୋ : କନକ ନ୍ୟୁଜର ଡିଜିଟାଲ ପ୍ଲାଟଫର୍ମକୁ ମିଳିଛି ବଡ ସଫଳତା । କନକ ନ୍ୟୁଜର ୟୁ-ଟ୍ୟୁବ ଚ୍ୟାନେଲକୁ ମିଳିଛି ଗୋଲଡ କ୍ରିଏଟର ଆୱାର୍ଡ । ୟୁ-ଟ୍ୟୁବ ପ୍ଲାଟଫର୍ମରେ ୧୦ ଲକ୍ଷ ସବସ୍କ୍ରାଇବର ଅତିକ୍ରମ କଲେ ଏହି ଆୱାର୍ଡ ମିଳିଥାଏ । କନକ ନ୍ୟୁଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା…

ବାଲେଶ୍ୱରର କ୍ୟାଟ୍ ମ୍ୟାନ୍ ଡାକ୍ତର ପ୍ରଫୁଲ୍ଲ ପଣ୍ଡା । ଘରେ ୪୦ଟି ବିଲେଇ ରଖିଛନ୍ତି, ନିଜ ପିଲା ପରି ପାଳୁଛନ୍ତି ।…

କନକ ବ୍ୟୁରୋ: ବିଲେଇଟିଏ ରାସ୍ତା କାଟିଲେ କେହି କେହି କୁହନ୍ତି ଅଶୁଭ ସଂକେତ । ହେଲେ ଏହି ବିଲେଇ ମଣିଷ ଠାରୁ ଅଧିକ ବିଶ୍ୱସ୍ତ । ସେମାନେ ମଣିଷର ଭାଷା ବୁଝନ୍ତି, ମଣିଷର ମନକୁ ଚିହ୍ନନ୍ତି । ଏମିତି କିଛି ବିଲେଇଙ୍କ ମନକୁ ବୁଝି ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ବାଲେଶ୍ୱରର ଏକ ଡାକ୍ତର ପରିବାର ।…

ସାମ୍ନାକୁ ଆସିଲା ବିସ୍ଫୋରକ ବୋଝେଇ ଗାଡିର ସାଂଘାତିକ ସତ : ବେଆଇନ୍ ଭାବେ ଜଣଙ୍କ ନାଁରେ ବିଲ୍ କରି ଅନ୍ୟ ଜଣେ କ୍ରସର…

କନକ ବ୍ୟୁରୋ : ବିସ୍ଫୋରକ ବେଝେଇ କଣ୍ଟେରରେ ରହିଥିଲା ୫ ଟନ ବା ୨୦୦ ପ୍ୟାକେଟ୍ ଜିଲୋଟିନ । ଆବଶ୍ୟକତା ଠାରୁ ୨୨ ପ୍ୟାକେଟ ଅଧିକ ଥିଲା । କେବଳ ଏତିକି ନୁହେଁ ଜିଏସଟି ଫାଙ୍କିବା ପାଇଁ ହୋଇଥିଲା ପ୍ରସ୍ତୁତ ହୋଇଥିଲା ଜାଲ କାଗଜ ପତ୍ର କାରବାର । ପୁରା ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ଖୋଳତାଡ…

ଖରା ଆରମ୍ଭ ନହେଉଣୁ ପାଣି ଚିନ୍ତା : ମାଲକାନଗିରି ଜିଲ୍ଲାର ଆଦିବାସୀ ଇଲାକାରେ କାମରେ ଆସୁନି ସୋଲାର ପାଣି ପମ୍ପ,…

କନକ ବ୍ୟୁରୋ : ଖରା ଆରମ୍ଭ ହୋଇ ଗଲାଣି । ଗାଁ ଗଣ୍ଡାରେ ନଳକୁପ ସମେତ ସମସ୍ତ ପାନୀୟ ଜଳ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରିବା ପାଇଁ ଚାରିଆଡେ ତତ୍ପତା ପ୍ରକାଶ ପାଇଛି । ହେଲେ ମାଲକାନଗିରି ଜିଲ୍ଲାର ଆଦିବାସୀ ଇଲାକାରେ ପିଇବା ପାଣି ଯୋଗାଇବା ଲାଗି ନିର୍ମିତ ସୋଲାର ପମ୍ପ ଗୁଡିକ ଅଚଳ ।…