Daily Archives

March 4, 2020

ଶେଫାଳିଙ୍କ ସ୍ୱର୍ଣ୍ଣିମ ସଫଳତା । ଟି-୨୦ ମହିଳା କ୍ରିକେଟ ତାଲିକାରେ ଏକ ନମ୍ବର ସ୍ଥାନ ଦଖଲ କଲେ ୧୬ବର୍ଷୀୟା ଭାରତୀୟ…

କନକ ବ୍ୟୁରୋ: ୧୬ବର୍ଷୀୟା ଶେଫାଳି ବର୍ମାଙ୍କ ବଡ ସଫଳତା । ଟି ଟ୍ୱେଂଟି କ୍ରିକେଟରେ ଶେଫାଳିଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଛି । ତାଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳକୁ ପ୍ରାୟ ସବୁ ମ୍ୟାଚରେ ଫାଇଦା ମିଳିଛି । ଏବଂ ଏହା ବଦଳରେ ଟିମ୍ ଇଣ୍ଡିଆ ଟି-ଟ୍ୱେଂଟି ବିଶ୍ୱକପ ସେମିଫାଇନାରେ…

ମଧ୍ୟପ୍ରଦେଶରେ ମହାଡ୍ରାମା ! ବିଜେପି ଉପରେ ଘୋଡାବେପାର ଅଭିଯୋଗ ଆଣିଲା କଂଗ୍ରେସ, ଶିବରାଜ ସିଂହ ଚୌହାନ କହିଲେ, ଏହା…

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ରାତିଅଧିଆ ରାଜନୈତିକ ଡ୍ରାମା । ବିଜେପି ଘୋଡାବେପାର କରୁଥିବା ଅଭିଯୋଗ ଆଣିଲା କଂଗ୍ରେସ । କମଳନାଥ ସରକାରକୁ ଅସ୍ଥିର କରିବା ପାଇଁ ବିଜେପି, ୮ଜଣ ବିଧାୟକଙ୍କୁ ଗୁରୁଗ୍ରାମର ଏକ ବିଳାସପୂର୍ଣ୍ଣ ହୋଟେଲରେ ବନ୍ଧକ ରଖିଥିବା ଖବର ପ୍ରଚାର ହେବା ପରେ ଆରମ୍ଭ…

ଭାରତରେ କରୋନାର କଳାବାଦଲ ! କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ୨୮ ଜଣ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ । ବିଦେଶରୁ…

କନକ ବ୍ୟୁରୋ: କାୟା ମେଲାଉଛି କରୋନା । କରୋନା ଏବେ ସାରା ଦୁନିଆରେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । କାରଣ ଏହାକୁ ମାତ୍ ଦେବାପାଇଁ ସ୍ୱତନ୍ତ୍ର ମେଡ଼ିସନ୍ ନାହିଁ । ଯାହା ଏବେ ଲୋକଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । ଏହାରି ମଧ୍ୟରେ ଭାରତରେ ୨୫ଜଣଙ୍କ ଦେହରେ କରୋନା ପଜେଟିଭ…

କ୍ରିପ୍ଟୋ କରେନ୍ସିକୁ ନେଇ ଆରବିଆଇର କଟକଣାକୁ ହଟାଇଲେ ସୁପ୍ରିମକୋର୍ଟ । ଏଣିକି ବିଟ୍ କଏନରେ କରିହେବ ବାଣିଜ୍ୟ,…

କନକ ବ୍ୟୁରା: କ୍ରିପ୍ଟୋ କରେନ୍ସି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଲେ ସୁପ୍ରିମକୋର୍ଟ । ଏହି ପ୍ରତିବନ୍ଧକ ଆରବିଆଇ ଦ୍ୱାରା ଲାଗୁ କରାଯାଇଥିଲା । ଏବେ ଏହି କଟକଣା ହଟିବା ଦ୍ୱାରା କ୍ରିପ୍ଟୋ କରେନ୍ସି ବା ବିଟ୍ କଏନ ଦ୍ୱାରା ବାଣିଜ୍ୟ କରିହେବ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଭର୍ଚୁୁଆଲ…

ଆକ୍ଟିଭ ମୋଡରେ ପରାଜିତ ପ୍ରାର୍ଥୀ । ସଞ୍ଜୟଙ୍କୁ ପଦ ମିଳିବା ପରେ ଶଙ୍ଖ ଶିବିର ଚଳଚଞ୍ଚଳ, ରାଜ୍ୟସଭା ରେସର ଆଶାୟୀ…

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ୪ ରାଜ୍ୟସଭା ଆସନ ପାଇଁ ଆସନ୍ତା ୨୬ରେ ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ରାଜନୀତି । ଖାସକରି ବିଜେଡି ଶିବିର ଅଧିକ ଚଳଚଞ୍ଚଳ ହୋଇଉଠିଛି । କାରଣ ଫାଙ୍କା ହେବାକୁ ଥିବା ୪ ଆସନରୁ ବେଶ ସହଜରେ…

ପଶ୍ଚିମ ଓଡ଼ିଶାରେ ହେଉ ଓଡ଼ିଶାର ଦ୍ୱିତୀୟ ରାଜଧାନୀ, କେବିକେ ଓ କନ୍ଧମାଳରେ ସ୍ୱୟଂଶାସିତ ପରିଷଦ ପାଇଁ ଦାବି । ବିଜେଡି…

କନକ ବ୍ୟୁରୋ: ପୂର୍ବତନ ସାଂସଦ ଭକ୍ତଦାସଙ୍କ ଏହି ବୟାନ ଏବେ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଛି ଏକ ନୂଆ ବିତର୍କ । ଆଚଂଳିକ ବୈଷ୍ୟମ୍ୟତାର ବାହାନ ଦେଖାଇ ଭକ୍ତଦାସ ଏଭଳି କିଛି ଦାବି ଉଠାଇଛନ୍ତି, ଯାହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି । ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳରେ ଓଡ଼ିଶାର ଦ୍ୱିତୀୟ…