Daily Archives

March 2, 2020

ଭାରତରେ କରୋନା ଭାଇରସ ସଂକ୍ରମିତ ରୋଗୀ, ଜାଣନ୍ତୁ କଣ ରହିଛି ଏହି ଭାଇରସର ଲକ୍ଷଣ ଓ କିଭଳି ଏଥିରୁ ପାଇପାରିବେ ରକ୍ଷା?

ଚୀନରୁ ବ୍ୟାପିଥିବା କରୋନା ଭାଇରସ ପୂରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ଭାରତରେ ୨ ଜଣଙ୍କ ଦେହରେ କରୋନା ଭୂତାଣୁ ଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି । କରୋନା ଭାଇରସରେ ସଂକ୍ରମିତ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ଜଣେ ତେଲେଙ୍ଗାନା…

ଆଜି ନିର୍ଭୟା ସୈତାନଙ୍କ ଶେଷ ରାତି ! ଫାଶୀ ତାରିଖ ଘୁଂଚାଇବାକୁ ମନା କଲେ ପଟିଆଲା ହାଉସ୍ କୋର୍ଟ । ଏପଟେ ଦୋଷୀ ପବନର…

କନକ ବ୍ୟୁରୋ: ଘୁଂଚିବନି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଫାଶୀ ତାରିଖ ଘୁଚାଂଇବାକୁ ମନାକଲେ ପଟିଆଲା ହାଉସ କୋର୍ଟ । କାଲି ସକାଳ ୬ଟା ସୁଦ୍ଧା ୪ ଦୋଷୀଙ୍କୁ ଫାଶୀ ପାଇଁ ସମୟ ଧାର୍ଯ୍ୟ ହୋଇଛି । ସେପଟେ ଦୋଷୀ ପବନ ଗୁପ୍ତା କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଛି । ରାଜକ୍ଷମା ଆବେଦନକୁ…

ସୈତାନର ଶେଷ ଠିକଣା କି ଫାଶୀ ? କେମିତି ଦିଆଯାଏ ଫାଶୀ ? କେତେ ଭୟଙ୍କର ଫାଶୀର ଫାଶ ? ପଢନ୍ତୁ ଫାଶୀ ପଛର ଅଜଣା ରହସ୍ୟ

କନକ ବ୍ୟୁରୋ: ଫାଶୀ, ଏହା ଏପରି ଏକ ଶବ୍ଦ, ଯାହାକୁ ଶୁଣିଲେ ଅପରାଧୀଙ୍କ ଛାତି ଥରିଉଠେ । ଏହା ଏପରି ଏକ ଦଣ୍ଡ, ଯେଉଁଠି ଜଣେ ଦୁର୍ଦ୍ଦଶ ଅପରାଧୀର ଜଘନ୍ୟ ଅପରାଧର ହିସାବ ହୁଏ । ସ୍ୱାଧୀନ ଭାରତରେ ଏପର୍ଯ୍ୟନ୍ତ ୫୭ ଜଣ ଅପରାଧୀ ଫାଶୀ ଖୁଂଟରେ ଝୁଲି ସାରିଲେଣି । ଏବଂ ଆଗକୁ ଆହୁରି ଅନେକ…

ଯେବେ ମୃତ୍ୟୁ ଆସେ ଶୁଣାଇ ଶୁଣାଇ…ଫାଶୀ କଥା ଶୁଣି ଜେଲରେ କେମିତି ଜିଏଁ ଦୋଷୀ ? କିଭଳି ଥାଏ ଫାଶୀ ପାଇବା…

କନକ ବ୍ୟୁରୋ: ମୃତ୍ୟୁ ଦଣ୍ଡାଦେଶ ପାଇ ଫାଶୀକୁ ଅପେକ୍ଷା କରିଥିବା ଜଣେ ଅପରାଧୀ ପାଇଁ ଶେଷ ସପ୍ତାହ ଥାଏ ବେଶ ଗୁରୁତ୍ୱପୂର୍ଣ୍ଣ । ଅତ୍ୟଧିକ ମାନସିକ ଚାପରେ ଥିବାରୁ ତା ଉପରେ ୨୪ ଘଂଟା ନଜର ରଖିବାକୁ ପଡେ । ତେଣୁ ଅପରାଧୀ ଯେତିକି ମାନସିକ ଚାପରେ ଥାଏ, ଜେଲ କର୍ମଚାରୀ ମଧ୍ୟ ସମାନ ଧରଣର ଚାପରେ…

ଭାରତରେ ଚାଇନା ଭାଇରସ । ୨ ଜଣଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ । ଦିଲ୍ଲୀ ଏବଂ ତେଲେଙ୍ଗାନାରେ ଦୁଇ ରୋଗୀଙ୍କଠାରେ…

• କେରଳରେ ୩ ଜଣଙ୍କଠାରେ ପଜିଟିଭି ମାମଲା ସାମନାକୁ ଆସିଥିଲା • ଚୀନରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୮ ଶହ ଛୁଇଁଲା କନକ ବ୍ୟୁରୋ: ଭାରତରେ ୨ ଜଣଙ୍କ ଦେହରେ କରୋନା ଭୁତାଣୁ ଥିବା ନେଇ ରିପୋର୍ଟ ଆସିଛି । ସେମାନଙ୍କ ମଧ୍ୟରୁ ଜଣେ ନୂଆ ଦିଲ୍ଲୀର ଆଉ ଜଣେ ତେଲେଙ୍ଗାନା ର ।…

୨୪ ଘଂଟାରେ ଆଦାୟ ହେଲା କୋଟିଏ ଟଙ୍କା ଜରିମାନା । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୩ ହଜାର ୮୭୦ ଜଣଙ୍କର କଟିଲା ଚାଲାଣ

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ଟ୍ରାଫିକ ଚେକିଂ ଜୋରଦାର ହୋଇଛି । ୨୪ ଘଂଟାରେ କୋଟିଏ ଟଙ୍କାର ଫାଇନ ଆଦାୟ କରାଯାଇଛି । ଟ୍ରାଫିକ ନିୟମ ଉଂଲଘନ କରିଥିବା ୩ ହଜାର ୮୭୦ ଜଣଙ୍କର ଚାଲାଣ କଟାଯାଇଛି । ୩ ଜଣ ବସି ବାଇକ ଚଳାଉଥିବା ବେଳେ ୧୨୬ ଜଣ ଧରାପଡିଛନ୍ତି । ମୋବାଇଲରେ କଥା ହେଉଥିବା ବେଳେ ୪୮…