Daily Archives

February 27, 2020

ଗୁଗୁଲ ଦେଲା ଖୁସି ଖବର । ବିଶ୍ୱର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନରେ ଏଣିକି ଆସିବ ଓଡିଆ । ଗୁଗୁଲ ଟ୍ରାନ୍ସଲେଟରରେ ଉପଲବ୍ଧ…

କନକ ବ୍ୟୁରୋ: ବିଦେଶୀ ଜାଣିବେ ଓଡିଆ ଭାଷା । ଓଡିଆର ଭାବ, ଭାଷାକୁ ଏବେ ସହଜରେ ବୁଝିପାରିବେ ବିଦେଶରେ ରହୁଥିବା ଲୋକେ । ଭାଷାକୁ ନେଇ ଆଉ କୌଣସି ଦ୍ୱନ୍ଦ୍ୱ ରହିବନି । କାରଣ ଏଣିକି ଗୁଗୁଲରେ ଅନ୍ୟଭାଷା ଭଳି ଓଡିଆ ଭାଷାକୁ ଅନୁବାଦ କରିହେବ । ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଂଜିନ ଗୁଗୁଲ ,…

ମହିଳା ଟି-୨୦ ବିଶ୍ୱକପ୍ ଟକ୍କର । ହାଇଭୋଲଟେଜ୍ ମ୍ୟାଚରେ ବାଜି ମାରିନେଲା ମହିଳା ଭାରତୀୟ ଟିମ୍ । କିୱି ଦଳକୁ ଚିତ୍ କରି…

କନକ ବ୍ୟୁରୋ: ନିଶ୍ୱାସ ଅଟକିଲା ଭଳି ମ୍ୟାଚ୍ । ସିଂହବାହିନୀ ଭଳି ମହିଳା କିୱି ଦଳକୁ ଚିତ୍ କରି ମହିଳା ଟି-୨୦ ବିଶ୍ୱକପ ସେମିଫାଇନାଲରେ ପହଂଚିଛି ଭାରତୀୟ ମହିଳା ଟିମ୍ । ଆଜି ନ୍ୟୁଜଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରି ବିଜୟ ହାସଲ କରିଛି ଭାରତ । ଭାରତୀୟ ଟିମ୍ ପ୍ରଥମେ…

ଦିଲ୍ଲୀ ହିଂସାର କାରଣ ଖୋଜୁଛି ପୁଲିସ! ଆପ ନେତାଙ୍କ ଘର ଛାତ ଉପରୁ ମିଳିଲା ପେଟ୍ରୋଲ ବମ୍ ଓ ଏସିଡ୍, ଫ୍ୟାକ୍ଟ୍ରି ଓ…

କନକ ବ୍ୟୁରୋ: ଦିଲ୍ଲୀ ହିଂସାରେ ପ୍ରାଣ ହରାଇଛନ୍ତି ଭାରତୀୟ ଗୁଇନ୍ଦା ସଂସ୍ଥାର ସିକ୍ୟୁରିଟି ଆସିଷ୍ଟାଂଟ ଅଙ୍କିତ ଶର୍ମା । ପୁଅର ମୃତ୍ୟୁ ପାଇଁ ଆପ କାଉନସିଲର ହାଜି ତାହିର ହୁସେନଙ୍କୁ ଦାୟୀ କରିଛନ୍ତି ଅଙ୍କିତଙ୍କ ପରିବାର । ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ କିଛି ଏହିଭଳି ଭିଡିଓ ପ୍ରସାରିତ…

ଏବେ ବି ଫନି ମାଡରୁ ମୁକୁଳିନାହାନ୍ତି ପାନଚାଷୀ ! ସରକାରୀ ବାବୁଙ୍କ ମନମାନି ଯୋଗୁଁ କ୍ଷତିପୂରଣ ପାଇନାହାନ୍ତି ପିପିଲି…

ପାନ ଚାଷ ପାଇଁ ଦେଶବିଦେଶରେ ରହିଛି ପିପିଲିର ନାଁ । ପିପିଲି ଅଂଚଳର ଅନେକଲୋକ ପାନ ଚାଷ କରି ଭଲ ଦୁଇ ପଇସା ରୋଜଗାର କରଥାନ୍ତି । ହେଲେ ଗତ ଫନି ବାତ୍ୟାରେ ଉଜୁଡି ଯାଇଛି ସମ୍ପୂର୍ଣ୍ଣ ପାନ ଚାଷ । ନୂଆ କରି ପାନ ବରଜ କରିବା ପାଇଁ ଏମାନଙ୍କ ପାଖରେ ସମ୍ବଳ ନାହିଁ । ଆରପଟେ ପ୍ରଶାସନିକ କଳର…

ଅଜବ ଲାଗିଲେ ବି ସତ: କାର୍ ଚାଳକଙ୍କୁ ଲାଗିଲା ହେଲମେଟ୍ ନପିନ୍ଧିଥିବାର ଫାଇନ୍, କାର ଚାଳକ କହିଲେ, ଚାଲାଣକୁ ଦେଖି…

କନକ ବ୍ୟୁରୋ: ନୂଆ ଟ୍ରାଫିକ ନିୟମ ଓ କଟକଣା କଥା ପ୍ରଶାସନ ବାରମ୍ବାର ଦୋହରାଉଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅଜବ ନିୟମ । କାର ଚାଳକଙ୍କଠାରୁ ପରିବହନ ବିଭାଗ କାଟିଛି ହେଲମେଟ୍ ନପିନ୍ଧିବା ଫାଇନ୍ । ଯାହାକୁ ନେଇ ପୁଣି ଟ୍ରାଫିକ୍ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଛି ।…

ଅନଲାଇନର କରୁଣ କାହାଣୀ ! ଝିଅ ବାହାଘର ପାଇଁ ବ୍ୟାଙ୍କରେ ରଖିଥିଲେ ଟଙ୍କା, ଆଧାର ଲିଙ୍କ୍ କରିବା ବାହାନାରେ ୩ ଲକ୍ଷ ୨୦…

କନକ ବ୍ୟୁରୋ: ବ୍ୟାଙ୍କ ଆକାଉଂଟରେ ଆଧାର ଲିଙ୍କ୍ କରିବାକୁ କହି କରାଯାଉଛି ଲୁଟ୍ । ଟିକେ ସଚେତନ ନହେଲେ ଆପଣଙ୍କ ଆକାଉଂଟରୁ ଖାଲି ହୋଇଯିବ ଟଙ୍କା । ରାଜଧାନୀ ଭୁବନେଶ୍ୱରରେ ଜଣେ ବରିଷ୍ଠ ନାଗରିକ ଏଭଳି ଠକେଇର ଶୀକାର ହୋଇଥିବା ବେଳେ ପୋଲିସ ଧୂର୍ତ ଦମ୍ପତିଙ୍କୁ ଗିରଫ କରିଛି । ଆଉ ସାମ୍ନାକୁ…