Daily Archives

February 24, 2020

ଚପଲ ପଲିସରୁ ଇଣ୍ଡିଆନ୍ ଆଇଡଲ୍ ଚାମ୍ପିୟନ୍ । ଗରିବୀ ଆଗରେ ହାର ମାନିଲା ଗୀତ ଗାଇବାର ଝୁଙ୍କ୍, ବିନା ଗୁରୁରେ ବି ବିଜେତା…

କନକ ବ୍ୟୁରୋ : ଜୋତା ପଲିସରୁ ଇଣ୍ଡିଆନ୍ ଆଇଡଲ ଚାମ୍ପିୟନ୍ । ସନି ହିନ୍ଦୁସ୍ତାନୀଙ୍କ ସଫଳତାର କାହାଣୀ । କୁହାଯାଏ ଯଦି ଲକ୍ଷ୍ୟପଥ ଅଟଳ, ତେବେ ଯେତେ ବାଧାବିଘ୍ନ ଆସୁନା କାହିଁକି, ସଫଳତା ନିଶ୍ଚୟ ମିଳିଥାଏ । ତାହା ନହେଲେ ଯିଏ ଦିନେ ରାସ୍ତା କଡରେ ଜୋତା ପଲିସ କରୁଥିଲେ, ସିଏ ସଙ୍ଗୀତର…

ଆସୁଛି ଭୟଙ୍କର ଭୂମିକମ୍ପ ? କମ୍ପନର ଝଟକାରେ ଥରିଉଠିବ ଭାରତର ଏକ ବଡ ଅଂଶ, ହୋଇପାରେ ବ୍ୟାପକ କ୍ଷୟକ୍ଷତି !

କନକ ବ୍ୟୁରୋ : ଆସୁଛି ଭୟଙ୍କର ଭୂମିକମ୍ପ ? ଭୂମିକମ୍ପର ଝଟକାରେ ଥରିଉଠିବ ଭାରତର ଏକ ବଡ ଅଂଶ । ଏଭଳି କିଛି ସୂଚନା ଦେଇଛି ଆଇଆଇଟି କାନପୁର । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପର ଏହି ଭୟଙ୍କର ଝଟକା ଦେଶର ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ବିହାର ପର୍ଯ୍ୟନ୍ତ…

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତରେ କମ୍ପିଲା ଅହମ୍ମଦାବାଦ । ମୋଦିଙ୍କୁ ମିତ୍ର ଓ ଭାରତକୁ ବିଶ୍ୱସ୍ତ ସହଯୋଗୀ କହିଲେ…

କନକ ବ୍ୟୁରୋ : ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କୁ ରେଡ୍ କାର୍ପେଟରେ ସ୍ୱାଗତ ଜଣାଇଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଭାରତ । ବିମାନ ବନ୍ଦରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଲିଙ୍ଗନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ ମୋଟେରା ଷ୍ଟାଡିୟମରେ କହିଛନ୍ତି, ଆମେରିକା ଓ…

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ବିମାନ । ଶତ୍ରୁ ଆକ୍ରମଣ କଲେ ବିମାନରୁ ମାଡ କରିହେବ ମିଜାଇଲ, ବର୍ଷିବ ଗୁଳି ।…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କ ସହ ଭାରତ ମାଟିରେ ଓହ୍ଲାଇଥିଲା ତାଙ୍କ ସ୍ୱତନ୍ତ୍ର ବିମାନ । କୁହାଯାଉଛି ଆମେରିକାର ସର୍ବ ଶକ୍ତିମାନ ନେତା ଯୁଆଡେ ଯାଆନ୍ତି, ତାଙ୍କ ସାଙ୍ଗରେ ଯାଏ ତାଙ୍କ ଅଫିସ । କାରଣ ରାଷ୍ଟ୍ରପତି ଟ୍ରମ୍ପ ଆସିଥିବା ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନକୁ, ଚଳନ୍ତା…

ଆଜି ବୁଲିଲେ, କାଲି କଣ ? ଆସନ୍ତାକାଲି କେଉଁ କେଉଁ କାର୍ଯ୍ୟକ୍ରମରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।…

କନକ ବ୍ୟୁରୋ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତିଙ୍କ ଗୋଟିଏ ଦିନର କାର୍ଯ୍ୟକ୍ରମ ସରିଛି । ଆଜି ଦିନରେ ଅହମଦାବାଦରେ ପହଞ୍ଚିବା ପରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଗ୍ରାର ତାଜମହଲ ବୁଲି ଦେଖିଥିଲେ ଟ୍ରମ୍ପ ଦମ୍ପତି । ପ୍ରେମର ପ୍ରତୀକ ବୁଲି ଦେଖିବା…

ଦିଲ୍ଲୀରେ ଟ୍ରମ୍ପ, ଦିଲ୍ଲୀରେ ଟେନସନ ! ରାଜଧାନୀରେ ରାତ୍ରିଯାପନ କରିବେ ଡୋନାଲ୍ଡ ଟ୍ରମ୍ପ । ସିଏଏ ନିଆଁରେ ୨ ଜଣଙ୍କ…

କନକ ବ୍ୟୁରୋ: ଆଜି ଦିନ ତମାମ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭରତଗସ୍ତ ଏବଂ ତାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସାରା ଦେଶର ନଜର ରହିଥିବା ବେଳେ ଦିଲ୍ଲୀରୁ ଆସିଛି ଭୟଙ୍କର ଖବର । ଗୋଟିଏ ପଟେ ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଦିଲ୍ଲୀରୁ ଗୁଜୁରାଟ ଚଳଚଞ୍ଚଳ ଥିବା…