Daily Archives

February 23, 2020

ପ୍ରତି ମୁହୂର୍ତ୍ତରେ ସେ ମନେପଡୁଛନ୍ତି, ତାଙ୍କୁ ଭୁଲିବା ଭାରି କଷ୍ଟ… ପାର୍ସଲ ବୋମା ବିସ୍ଫୋରଣକୁ ଦୁଇ ବର୍ଷ…

କନକ ବ୍ୟୁରୋ: ତାଙ୍କୁ ଜମା ଭୁଲିହେଉନି... ମନ ତଳେ ଲେଖା ଥିବା ତାଙ୍କ ନାଁକୁ ଜମା ଲିଭେଇ ହେଉନି... କେମିତି ଭୁଲିବି ଯେ ? ଜୀବନ ଦେଇ ତାଙ୍କୁ ପରା ଭଲପାଇଛି... ନିଶ୍ୱାସଠୁ ଅଧିକ ନିଜର କରିଛି... ନିଜର ମଣିଷକୁ କେହି କଣ ସହଜରେ ଭୁଲିପାରେ ? ସେ ଗଲା ପରେ ସବୁଦିନ ଦୁଃଖରେ ବିତୁଛି...…

ଖେଳ ପାଲଟିଲା କାଳ । ନିଆଁର ଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ୩ ଶିଶୁ, ଜୀବନ ସହ ସଂଘର୍ଷ କରୁଛି ଆହତ ଶିଶୁ । ଶୋକରେ ବୁଡିଲା…

କନକ ବ୍ୟୁରୋ : ପାଳଗଦାର ନିଆଁ ଆଜି ତିନି ତିନି ଜଣ କଅଁଳ ଶିଶୁଙ୍କ ଜୀବନ ନେଇଛି । ଗଂଜାମ ଜିଲ୍ଲା ପୋଲସରା ଅଂଚଳରେ କୁନି ପିଲାମାନେ ପାଳଗଦା ପାଖରେ ମିଛମିଛିକା ରୋଷେଇ କରି ଖେଳୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ୪ ଜଣ ଶିଶୁ ପୋଡିଯାଇଥିବା ବେଳେ ହସପିଟାଲରେ ୩ ଜଣ…

ପିପିଲି-ଡେଲାଙ୍ଗ ଅଂଚଳରେ ବଣୁଆ ହାତୀର ଆତଙ୍କ । ହାତୀ ଦଳିଦେବାରୁ ୪ଜଣଙ୍କ ମୃତ୍ୟୁ, ୫ ଆହତ

କନକ ବ୍ୟୁରୋ : ପ୍ରଥମଥର ପାଇଁ ପିପିଲି ଅଂଚଳରେ ଆତଙ୍କ ଖେଳାଇଛି ବଣୁଆ ହାତୀ । ପିପିଲି ଓ ନିମାପଡା ଅଂଚଳରେ ୪ ଜଣଙ୍କ ଜୀବନ ନେଲାଣି , ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତିନି ଦିନ ହେଲା ପିପିଲି, ଡେଲାଙ୍ଗ ଏବଂ ନିମାପଡା ଅଂଚଳରେ ଘୁରି ବୁଲୁଥିବା ଏହି ହାତୀ, ଆଜି ସକାଳୁ ୪ ଜଣଙ୍କୁ ଦଳି…

ପିପିଲିରେ ଦନ୍ତାହାତୀର ଉତ୍ପାତ । ୩ଜଣଙ୍କୁ ଦଳି ମାରିଦେଲା ଦନ୍ତା, ୫ ଗୁୁରୁତର ମେଡିକାଲରେ ଚିକିତ୍ସାଧିନ । ଦନ୍ତାକୁ…

କନକ ବ୍ୟୁରୋ: ପିପିଲିରେ ମାତିଲା ଦନ୍ତା । ତିନି ଘଂଟାରେ ୩ ଜଣଙ୍କୁ ଦଳି ମାରିଲା ଦନ୍ତା ହାତୀ । ତେବେ ଏହାକୁ ନେଇ ପିପିଲି କଣାସ ଓ ଡେଲାଙ୍ଗ ଅଂଚଳରେ ଆତଙ୍କ ଖେଳିଯାଇଛି । ପୁରୀ ଜିଲ୍ଲା ନିମାପଡା ବ୍ଲକର ବଳଙ୍ଗା ଗୋପିନାଥପୁରରେ ଜଣକୁ ଦଳି ମାରିଛି ଦନ୍ତା । ସେହିପରି ପିପିଲି…

ବିଜୁଳି ବିଲ୍ ବାକି ଥିବାରୁ ବିଦ୍ୟୁତ୍ ସଂଯୋଗ କାଟିଦେଲା ସାଉଥକୋ । ହନ୍ତସନ୍ତ ମାଟ୍ରିକ ପରୀକ୍ଷାର୍ଥୀ, ଭବିଷ୍ୟତ ପାଇଁ…

କନକ ବ୍ୟୁରୋ: ବିଜୁଳି ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରୁଛନ୍ତି ସାଉଥକୋ କର୍ତୁପକ୍ଷ । ସାଉଥକୋର ଏଭଳି କାର୍ଯ୍ୟ ପାଇଁ ହନ୍ତସନ୍ତ ମାଟ୍ରିକ ପରୀକ୍ଷାର୍ଥୀ । ଅନ୍ଧାରରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର…

ନୌସେନାର ମିଗ୍ ୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ । ଗୋଆ ତଟବର୍ତ୍ତୀ ସମୂଦ୍ର ନିକଟରେ ରୁଟିନ୍ ଉଡ଼ାଣ ହେଲା ଦୁର୍ଘଟଣା,…

କନକ ବ୍ୟୁରୋ: ଗୋଆ ତଟବର୍ତ୍ତୀ ସମୁଦ୍ରରେ ରୁଟିନ୍‌ ଉଡ଼ାଣ ବେଳେ ଭାରତୀୟ ନୌସେନାର ଏକ ମିଗ୍‌-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ପ୍ରାୟ ୧୦: ୩୦ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପାଇଲଟ୍‌ଜଣକ ନିରାପଦରେ ଦୁର୍ଘଟଣଗ୍ରସ୍ତ ବିମାନରୁ ବାହାରି ଆସିବାରେ ସମର୍ଥ…