Daily Archives

February 23, 2020

ପୋଲସରା ପାଳଗଦା ଟ୍ରାଜେଡି: କଟକ ମେଡିକାଲରେ ଆଖି ବୁଜିଲା ଆଉ ଜଣେ ଶିଶୁ । ହୃଦୟ ବିଦାରକ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ…

କନକ ବ୍ୟୁରୋ: ପାଳଗଦାର ନିଆଁ ଆଜି ଚାରି ଚାରି ଜଣ କଅଁଳ ଶିଶୁଙ୍କ ଜୀବନ ନେଇଛି । ଗଂଜାମ ଜିଲ୍ଲା ପୋଲସରା ଅଂଚଳରେ କୁନି ପିଲାମାନେ ପାଳଗଦା ପାଖରେ ମିଛମିଛିକା ରୋଷେଇ କରି ଖେଳୁଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ୪ ଜଣ ଶିଶୁ ପୋଡିଯାଇଥିଲେ । ବ୍ରହ୍ମପୁର ମେଡିକାଲରେ ୩ ଜଣ…

ପିପିଲିରେ ହାତୀ ଖେଳାଇଲା କୋକୁଆ ଭୟ । ୪ ଜଣଙ୍କ ଜୀବନ ନେବା ପରେ ବଜାର ଉପରେ ପୁଣି ଜଣଙ୍କୁ ଦଳିଦେଲା । ନରହନ୍ତା ପାଇଁ…

କନକ ବ୍ୟୁରୋ: ହାତୀ ଆସୁଛି ଆତଙ୍କ ରଚୁଛି । ପିପିଲିରେ କୋକୁଆ ଭୟ ଖେଳାଉଛି ନରହନ୍ତା ଦନ୍ତା । ଦିନ ସାରା ଆତଙ୍କ ଖେଳାଇଥିବା ବଣୁଆ ହାତୀ ପିପିଲି ବଜାର ଉପରେ ଉତ୍ପାତ କରିଛି । ଆଉ ଜଣେ ଯୁବକଙ୍କୁ ଦଳିଦେଇଛି । ଦେବୀ ଗଳି ନିକଟରେ ଯୁବକଙ୍କୁ ଦଳି ଗୁରୁତର କରିଛି ହାତୀ । ତେବେ ଗୁରୁତର…

ପେପର ନେବ ପେପର… ୮୦ ବର୍ଷ ବୟସରେ ବସରୁ ବସ ବୁଲି ପେପର ବିକୁଛନ୍ତି ରମ୍ଭାମଣୀ… ଦିନେ ବେପାର ନହେଲେ…

କନକ ବ୍ୟୁରୋ: ପେପର ବିକିଲେ ପୂରୁଛି ପେଟ । ୮୦ ବର୍ଷିୟା କାନ୍ଧରେ ପରିବାରର ବୋଝ । ଶରୀରରୁ ଶକ୍ତି ଚାଲିଗଲାଣି । ଚମ ଧୁଡୁଧୁଡୁ ଦେହ ଭିତରକୁ ଆଖି ପଶି ଗଲାଣି । ଆଉ ପାକଳ ହାତ ବରଡା ପତ୍ର ପରି ଥରିବାକୁ ଲାଗିଲାଣି... ୮୦ ବର୍ଷ ବୟସରେ କାହା ଦେହରେ ବଳଥାଏ ଯେ ୟାଙ୍କ ଦେହରେ ରହିବ । ହେଲେ…

ଯେସାକୁ ତେସା । ଘରର ଅଳିଆ ବାହାରେ ପକାଇଥିଲେ, ସେହି ଅଳିଆକୁ ଉଠାଇ ଘରେ ଭର୍ତ୍ତି କଲେ ବିଏମସି କର୍ମଚାରୀ ।

କନକ ବ୍ୟୁରୋ : ଯେସାକୁ ତେସା । ପୁରୁଣା ଭୁବନେଶ୍ୱର ଅଂଚଳରେ ଜଣେ ବ୍ୟବସାୟୀ ଦୋକାନ ବାହାରେ ରାସ୍ତାରେ ଅଳିଆ ପକାଇବାରୁ , ସେହି ଅଳିଆକୁ ତାଙ୍କ ଘର ଭିତରକୁ ଫୋପାଡି ଦେଇଛନ୍ତି ବିଏମସିର କର୍ମଚାରୀ । ନୂଆକରି ତିଆରି ହୋଇଥିବା ଏହି ଦୋକାନ ଘରକୁ ସବୁ ଅଳିଆକୁ ଫୋପାଡି ଦେଇଛନ୍ତି ବିଏମସି…

ଭାରତ ଅଭିମୁଖେ ବାହାରିଲେ ଟ୍ରମ୍ପ । ଗସ୍ତ ପୂର୍ବରୁ କହିଲେ, ମୋଦି ମୋର ଭଲ ବନ୍ଧୁ । 

କନକ ବ୍ୟୁରୋ : ଭାରତ ଅଭିମୁଖେ ବାହାରିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଟ୍ରମ୍ପ । ଭାରତରେ ଟ୍ରମ୍ପଙ୍କ ପହଞ୍ଚିବା ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ସୋମବାର ଓ ମଙ୍ଗଳବାର ଭାରତରେ ରହିବେ ଆମେରିକା ରାଷ୍ଟ୍ରପତି ଓ ତାଙ୍କର ପରିବାର । ନମସ୍ତେ…