Daily Archives

February 21, 2020

ସୁବର୍ଣ୍ଣପୁର ଉଲୁଣ୍ଡା ମେଟାକାନି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ମୁହଁମୁହିଁ ଧକ୍କା । ୩…

କନକ ବ୍ୟୁରୋ : ସୁବର୍ଣ୍ଣପୁର ଉଲୁଣ୍ଡା ମେଟାକାନି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ ହୋଇଛି । ଛାତିଥରା ସଡକ ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ସୋନପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି…

ସବୁ ପର ଏଠି ସାଙ୍ଗ ନିଜର… ପର କରିଦେଲା ପରିବାର, ବଡଦାଣ୍ଡର ଭିକାରୀ ଭାବେ ଦେଖି ସହି ପାରିଲେନି ସାଙ୍ଗ । କାଳିଆ…

କନକ ବ୍ୟୁରୋ: ଜୀବନରେ ସାଙ୍ଗର ଆବଶ୍ୟକତା କେତେ? ସାଙ୍ଗଟିଏ ଜୀବନକୁ ସୁଧାରିଦିଏ ନା ନଷ୍ଟ କରିଦିଏ? ଯେତେବେଳେ ବି ବନ୍ଧୁ ଆଉ ବନ୍ଧୁତା କଥା ଆସେ ସେତେବେଳେ କୃଷ୍ଣ ସୁଦାମାଙ୍କ ନିସ୍ୱାର୍ଥପର ସମ୍ପର୍କର କାହାଣୀ ମନେପଡେ । ନିଜ ଦୁଃଖ, ନିଜ ଦାରିଦ୍ରତା କଥା ସିନା ସଖା କୃଷ୍ଣଙ୍କୁ କେବେ ମୁହଁ…

ଆଃ କି ଦୃଶ୍ୟ… ଦେଖିଦେଲେ ପେଟ ପୂରିଯାଉଛି… ରଙ୍ଗୀନ ଆଲୁଅରେ ଝଲସୁଛି, ଜାଗର ଦୀପ ମନ ମୋହୁଛି…ଆକାଶ…

କନକ ବ୍ୟୁରୋ: ଆଶ୍ଚର୍ଯ୍ୟ କରୁଛି ଏକାମ୍ରକ୍ଷେତ୍ରର ଦୃଶ୍ୟ । ମନଲୋଭା, ଆକର୍ଷଣୀୟ, ଅତୁଳନୀୟ, ଅପୂର୍ବ, ଅବିଶ୍ୱସନୀୟ... ଏମିତି ଅୟୁତ ଅୟୁତ ଶବ୍ଦରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ଶୋଭାକୁ ବର୍ଣ୍ଣନା କଲେ ବି କମ ପଡିଯିବ । କାରଣ ଶିବରାତ୍ରୀ ପାଇଁ ସଜେଇ ହୋଇଥିବା ଲିଙ୍ଗରାଜଙ୍କ ମନ୍ଦିରର…

‘ପାକିସ୍ତାନ ଜିନ୍ଦାବାଦ’ର ନାରା ଦେଇଥିବା ଏହି ଯୁବତୀ ଜଣଙ୍କ କିଏ ? କ’ଣ ତାଙ୍କ ପରିଚୟ ?

କନକ ବ୍ୟୁରୋ : ବେଙ୍ଗାଲୁରୁରେ ଏମଆଇଏମଆଇଏମ୍ ନେତା ଅସଉଦ୍ଦିନ୍ ଓୱେସୀଙ୍କ ନାଗରିକତା ସଂଶୋଧନ ଆଇନ ବିରୋଧୀ ମଂଚରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିଲେ ଜଣେ ଯୁବତୀ । ଏହା ଶୁଣିବା ମାତ୍ରେ, ସେଠାରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ସମସ୍ତଙ୍କ ମନରେ ସେହି ଗୋଟିଏ…

ଉଠିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଶିବମନ୍ତ୍ରରେ କମ୍ପିଲା ଏକାମ୍ର କ୍ଷେତ୍ର, ଦର୍ଶନ କଲେ ହଜାର ହଜାର…

କନକ ବ୍ୟୁରୋ : ଉଠିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଶିବମନ୍ତ୍ରରେ କମ୍ପିଲା ଏକାମ୍ର କ୍ଷେତ୍ର, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ । ଯାହା ଆଶା କରାଯାଉଥିଲା, ତାହା ହିଁ ହୋଇଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଏଥର ମଧ୍ୟ କୌଣସି କେଁ ଦେଖିବାକୁ ମିଳିନାହିଁ । ଉପଯୁକ୍ତ…

ଆସନ୍ତା ୨୪ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି । ଦୁଇ ଦିନିଆ ଗସ୍ତରେ ସାଥିରେ ରହିବେ ଟ୍ରମ୍ପଙ୍କ ପୁରା ପରିବାର ।

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତରେ ତାଙ୍କ ସହିତ ଆସିବେ ପୁରା ପରିବାର । ପୂର୍ବରୁ କେବଳ ମେଲାନିଆ ଟ୍ରମ୍ପ ଆସୁଥିବା ଚର୍ଚ୍ଚା ହେଉଥିଲା । ହେଲେ ଆମେରିକା ରାଷ୍ଟ୍ରପତିଙ୍କ ସହିତ ଆସୁଥିବା ପ୍ରତିନିଧି ମଣ୍ଡଳୀରେ ଅଛନ୍ତି ଝିଅ ଇଭାଙ୍କା ଟ୍ରମ୍ପ ଓ…