Daily Archives

February 20, 2020

କାହା ଉପର ରାଗ, କାହା ଉପରେ ସୁଝାଇଲେ ? ରିଷଭଙ୍କୁ ହଟାଇ, ଅନୁ ଚୌଧୁରୀଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦେଲେ…

କନକ ବ୍ୟୁରୋ: ରାଜନୀତିର ପଶାପାଲିରେ ଫଶିଗଲେ ରିଷଭ ନନ୍ଦ । ୨୦୧୯ରେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ଲଢି ପରାଜିତ ହୋଇଥିବା ନେତା ପରବର୍ତ୍ତୀ ପର୍ଯ୍ୟାୟରେ ନିଜ ସଂସଦୀୟ କ୍ଷେତ୍ରର ନେତ୍ରୀଙ୍କ ଆସ୍ଥା ଓ ବିଶ୍ୱାସ ହରାଇଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ…

ଡାକ୍ତର ନାହାଁନ୍ତି : ଫାର୍ମାସିଷ୍ଟ ଭରଷାରେ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

କନକ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି ମାଓ ପ୍ରବଣ ଅଞ୍ଚଳ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଡାକ୍ତର ନଥିବା ଯୋଗୁ ଫାର୍ମାସିଷ୍ଟ ଭରଷାରେ ଚାଲିଛି ଡାକ୍ତରଖାନା । ଜରୁରୀ ସେବା ପାଇଁ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । କେବଳ ଏତିକି ନୁହେଁ ଉତ୍ତମ ଚିକିତ୍ସା ପାଇଁ…

ଫାଶୀ ଟାଳିବାକୁ ନରରାକ୍ଷସଙ୍କ ନୂଆ ଚାଲ୍ ! ରାଜକ୍ଷମା ଆବେଦନ ଖାରଜକୁ ଅସାମ୍ବିଧାନିକ ଦର୍ଶାଇଲେ ନିର୍ଭୟା ଦୋଷୀଙ୍କ…

କନକ ବ୍ୟୁରୋ : ପୁଣି ଫାଶୀ ତାରିଖ ଟାଳିବାକୁ ନିର୍ଭୟା ଦୋଷୀ କରୁଛନ୍ତି ନୂଆ ଚାଲ୍ । ଯେମିତିକି ୩ ମାର୍ଚ୍ଚରେ ସ୍ଥିର ହୋଇଥିବା ଫାଶୀ ତାରିଖ ପୁଣି କିଛି ଦିନ ଘୁଂଚିଯିବ । ବାରମ୍ୱାର ସୁପ୍ରିମକୋର୍ଟ ଦୌଡୁଥିବା ଦୋଷୀଙ୍କ ଓକିଲ ଏବେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯାହାକୁ ନେଇ…

ଧାମରା ବନ୍ଦରରେ ଲାଗିଲା ଚୀନ୍ ଜାହାଜ । କରୋନା ଭୟ ଯୋଗୁଁ ଜାହାଜକୁ ନେଇ ବନ୍ଦର କର୍ମଚାରୀଙ୍କ ବିରୋଧ, ସେପଟେ ଚୀନରୁ…

କନକ ବ୍ୟୁରୋ : ଚୀନରେ କରୋନା ଭୂତାଣୁ ୨୧ ଶହରୁ ଅଧିକ ଜୀବନ ନେଲାଣି । ଏଭଳି ସ୍ଥିତିରେ କିନ୍ତୁ ବର୍ତିଯାଇଛନ୍ତି ଜୟପୁରର ଏକ ଦମ୍ପତି । ଚୀନରେ ରହୁଥିବା ଏହି ଦମ୍ପତି ଗତ ଜାନୁଆରୀରେ ଛୁଟିରେ ଗାଁକୁ ଆସିଥିଲେ । ଆଉ ଜୟପୁରରେ ଥାଇ ଜାଣିପାରିଥିଲେ କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ।…

ପୁଲିସକୁ ଭୂଆଁ ବୁଲାଇବା ପାଇଁ ଅନୁପ ସାଏଙ୍କ ବୁଢ଼ିଆଣୀ ଜାଲ : ଦୋଷ ମାନିବାକୁ ଅଭିଯୁକ୍ତ ନାରାଜ, ଏପଟେ ଗୁମର ଖୋଲିବାକୁ…

କନକ ବ୍ୟୁରୋ : ଅନୁପ ସାଏ ଓ ତାଙ୍କର ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେଇ ପୂରା ଘଟଣାକୁ ଯୋଡିବାକୁ ଚାହୁଁଛି ରାୟଗଡ଼ ପୋଲିସ । ମାମଲା ଯେତିକି ଆଗକୁ ଆଗକୁ ଯାଉଛି, ପୋଲିସ ପାଇଁ ଚ୍ୟାଲେଂଜ ସେତିକି ସେତିକି ବଢୁଛି । ଅନୁପ ସାଏଙ୍କ ପରିବାର ଓ ତାଙ୍କ ଓକିଲ କହିଛନ୍ତି, ଅନୁପ…