Daily Archives

February 19, 2020

ଦଳୀୟ କନ୍ଦଳରୁ ପିଟାପିଟି, ପୁରୀ ପରେ ଭଦ୍ରକ କଂଗ୍ରେସ ପାର୍ଟି ଅଫିସରେ ଗଣ୍ଡଗୋଳ । କଂଗ୍ରେସ ପ୍ରଭାରୀ କହିଲେ, ଅଶାନ୍ତି…

କନକ ବ୍ୟୁରୋ : କଂଗ୍ରେସରେ କମୁନି କନ୍ଦଳ । ପୁରୀ ପରେ ଆଜି ଭଦ୍ରକରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ । କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପୁଣି କଂଗ୍ରେସ କାର୍ଯ୍ୟାଳୟ ଆଗରେ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବଡ କଥା ହେଉଛି, ଓଡିଶା କଂଗ୍ରେସ ପ୍ରଭାରୀ, ପିସିସି ସଭାପତି ଓ…

କପି କରିବା ବନ୍ଦ କର… ପରୀକ୍ଷାରେ କପି ରୋକିବାକୁ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ହଲ ଭିତରକୁ ଯାଇପାରିବନି…

କନକ ବ୍ୟୁରୋ: କପିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ହଲକୁ ପିଲା ନେଇପାରିବେନି ଖଣ୍ଡିଏ ବି କାଗଜ । ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇସାରିଥିବା ବେଳେ ପ୍ରଥମ ଦିନ ମାତୃଭାଷା ବିଷୟରେ କପି କରି ଧରାପଡ଼ିଛନ୍ତି ୫ ଜଣ ଛାତ୍ର । ଆଉ ଠିକ୍ ଏମିତି ବେଳେ କପି ରୋକିବାକୁ କଠୋର ଆଭିମୁଖ୍ୟ ଗ୍ରହଣ…

ମୋତେ ରକ୍ଷା କର… କରୋନା ପାଇଁ ଜାପାନ ସମୁଦ୍ରରେ ଜଳବନ୍ଦୀ ଓଡ଼ିଆ ଯନ୍ତ୍ରୀ । ଭିଡିଓ ଛାଡି ଗୁହାରୀ କଲେ…

କନକ ବ୍ୟୁରୋ: ଜାପାନରେ ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ଫଶି ରହିଛନ୍ତି ଓଡ଼ିଆ ଇଂଜିନିୟର ଶିବାଶିଷ ନାୟକ । ଜାହାଜରେ ଥିବା ୬୨୧ ଜଣ ନଭେଲ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ଜାପାନର ୟୋକୋହମା ଜଳସୀମାରେ ଏହି ଜାହାଜ ଅଟକି ରହିଛି । ଶିବାଶିଷଙ୍କ ରକ୍ତ ନମୂନା ନେଗେଟିଭ୍ ଥିବା ସତ୍ୱେ…

ପୋଲିସ ପାଉନି ପ୍ରମାଣ, ଖସିଯାଇ ପାରନ୍ତି ଅନୁପ ସାଏ ! ହାଇପ୍ରୋଫାଇଲ ହତ୍ୟାକାଣ୍ଡରୁ ମୁକୁଳିବାକୁ ଅନୁପଙ୍କ ପାଖରେ ଅଛି…

କନକ ବ୍ୟୁରୋ: ଖସିଯିବେ କି ଅନୁପ ସାଏ ? କଳ୍ପନା ଦାସ ଓ ବବଲି ହତ୍ୟା ମାମଲାରେ ଜେଲରେ ରହିଥିବା ପୂର୍ବତନ ବିଧାୟକ ଖସିଯିବେ କି ? ଏବେ ଏହି ପ୍ରଶ୍ନକୁ ନେଇ ଛତିଶଗଡର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ନବଭାରତ ଟାଇମ୍ସରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ…

ଭୂତ ଉଠାଉଛି ଭତ୍ତା ଟଙ୍କା । ସୁନ୍ଦରଗଡରୁ ଆସିଲା ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ହଡପର ସାଙ୍ଘାତିକ ଅଭିଯୋଗ ।…

କନକ ବ୍ୟୁରୋ: ଭୂତ ନେଉଛି ଭତ୍ତା ଟଙ୍କା ? ସୁନ୍ଦରଗଡ଼ରୁ ଆସିଲା ଦୁର୍ନୀତିର ବଡ଼ ଚିତ୍ର । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଭୀମକୁଟା ଗାଁର ଫିଲମନ କେରକେଟା । ଫିଲମନଙ୍କ ମାଆ ଜୁଲିଆ କେରକେଟା ୨୦୧୬ରେ ଏବଂ ସ୍ତ୍ରୀ ଆନ୍ତୋନିଆ କେରକେଟା ଦେଢବର୍ଷ ତଳୁ ମୃତ୍ୟୁ ବରଣ କରି ସାରିଛନ୍ତି ।…

ରିମାଣ୍ଡରେ ଗଲେ ଅନୁପ ସାଏ । ହାଇପ୍ରୋଫାଇଲ ହତ୍ୟାକାଣ୍ଡର ଖିଅ ଖୋଲିବାକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଅନୁପଙ୍କ…

କନକ ବ୍ୟୁରୋ: ରିମାଣ୍ଡରେ ଗଲେ ଅନୁପ ସାଏ । ଡବଲ ମର୍ଡର ଘଟଣାରେ ୩ ଦିନିଆ ରିମାଣ୍ଡରେ ଗଲେ ଅନୁପ । ଅଧିକ ପଚରା ଉଚରା ପାଇଁ ଅନୁପ ସାଏଙ୍କୁ ରିମାଣ୍ଡରେ ନେଲା ଚକ୍ରଧରନଗର ଥାନା ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ଏଭଳି ହାଇପ୍ରୋଫାଇଲ ହତ୍ୟାକାଣ୍ଡ କରିଥିଲେ ତାର ମୂଳକୁ ଯାଇ ଖିଅ…