Daily Archives

February 19, 2020

ଗାଡି ଚାଳକଙ୍କ ପାଇଁ ଖୁସିଖବର : ଏପ୍ରିଲ ୧ରୁ ଭାରତରେ ମିଳିବ ବିଶ୍ୱର ସବୁଠୁ ଶୁଦ୍ଧ ପେଟ୍ରୋଲ ଓ ଡିଜେଲ । ଜାଣନ୍ତୁ…

ଗାଡି ଚାଳକଙ୍କ ପାଇଁ ଖୁସି ଖବର । ଏଣିକି ବିଶ୍ୱର ସବୁଠୁ ଶୁଦ୍ଧ ପେଟ୍ରୋଲ ଓ ଡିଜେଲ ଭାରତରେ ହିଁ ମିଳିବ । ଆସନ୍ତା ଏପ୍ରିଲ ୧ରୁ ଭାରତରେ ଶୁଦ୍ଧ ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ହେବ । ଆଉ ଏହାସହ ଭାରତ ସେହି ଦେଶ ସହ ଯୋଡି ହୋଇଯିବ ଯେଉଁଠି ଶୁଦ୍ଧ ପେଟ୍ରୋଲ ଓ ଡିଜେଲର ବ୍ୟବହାର ହେଉଛି । ମାତ୍ର ୩…

କାହିଁକି ପିଏଚଡି କରି ଅଟୋ ଚଳାଉଛନ୍ତି ଯୁବକ ? ଯୁବକଙ୍କ ମୁହଁରେ ନିଜ ଅଟୋ ଚଳାଇବାର କାହାଣୀ ଶୁଣିଲେ ଆପଣ ବି…

କନକ ବ୍ୟୁରୋ: କେରଳର ଅଜିତ୍ କେପିଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାଠ ପଢ଼ା ସହ ସେ ଯେଉଁଭଳି ଭାବରେ ଅଟୋ ଚଳାଇବା ଜାରି ରଖିଛନ୍ତି, ତାହା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଛୋଟ ବେଳେ ସେ କେବଳ ଦଶମ ପର୍ୟ୍ୟନ୍ତ ପାଠ ପଢ଼ିବାର ସ୍ବପ୍ନ ଦେଖୁଥିବା ସହ ଦଶମ ପରେ ଅଟୋ ଚଳାଇବା…

ରାଜ୍ୟର ଅଛନ୍ତି କେତେ ଦେହଜୀବୀ ? କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ମହିଳା ଅଛନ୍ତି ଦେହ ବ୍ୟବସାୟରେ ଲିପ୍ତ ?…

କନକ ବ୍ୟୁରୋ: ରାଜ୍ୟରେ ଅଛନ୍ତି ୧୦ ହଜାରରୁ ଅଧିକ ଦେହଜୀବୀ । ଓଡିଶାର ବିଭିନ୍ନ ସ୍ଥାନରେ ୧୦ ହଜାର ୨୧୦ ଜଣ ମହିଳା ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି । ବିଧାନସଭାରେ ଯୌନକର୍ମୀଙ୍କ ତାଲିକା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରମେଶ ସାଏଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ରଖିଛନ୍ତି ନବ…

ବିରୋଧୀଙ୍କ ଭୋଟରେ ବାଜି ମାରିଲା ବିଜେଡି । ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି ।

କନକ ବ୍ୟୁରୋ : ବିଜେଡି ହାତକୁ ଯାଇଛି ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ । ଦଳର ମାତ୍ର ୭ ଜଣ ସଦସ୍ୟ ରହିଥିଲେ ମଧ୍ୟ ୧୩ଟି ଭୋଟ ପାଇ ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସବୁଠୁ ବଡ଼ କଥା ହେଲା ଭୋଟିଂ ବେଳେ ଅନୁପସ୍ଥିତ ରହିବା ପାଇଁ ଦଳୀୟ ସଦସ୍ୟଙ୍କୁ…

ମରହଟ୍ଟା ରାଜାଙ୍କୁ ସ୍ୱପ୍ନାଦେଶ ପରେ ପାହାଡ ତଳୁ ବାହାରିଥିଲେ ମହାଦେବ । ମାନସିକ କଲେ, ଆରାଧନା କଲେ ସବୁ ଇଚ୍ଛା ହୁଏ…

କନକ ବ୍ୟୁରୋ: ତାଙ୍କୁ ଆରାଧନା କଲେ ରୋଗ ଦୂର ହୁଏ, ଦୁଃଖ ଦୂର ହୁଏ । ତାଙ୍କ କୃପାରୁ ଭଲ ହୋଇଯାଏ ସବୁ କଷ୍ଟ । ମହାଦେବଙ୍କ ନାମ ନେଲେ ଭଲ ବି ହୋଇଯାଏ ମହାମାରୀ । ଭୋଳା ବାବଙ୍କୁ ନେଇ ବିଭିନ୍ନ କଥା ଓ କିମ୍ବଦନ୍ତୀ ଥିବା ବେଳେ ଭକ୍ତଙ୍କ ବିଶ୍ୱାସ ଭକ୍ତି ଆଗରେ ବେଳେବେଳେ ଦେଖା ଦିଅନ୍ତି ଭଗବାନ…

ପ୍ରଶ୍ନ ଗୋଟେ, ଉତର ଆଉ ଗୋଟେ । ବିଧାନସଭାରେ ସଦସ୍ୟଙ୍କ ପ୍ରଶ୍ନର ନିଦ୍ଦିଷ୍ଟ ଉତର ରଖୁନଥିବା ଅଭିଯୋଗ ଆଣିଲେ ଉଭୟ ଶାସକ…

କନକ ବ୍ୟୁରୋ : ବିଧାନସଭାରେ ବାଚସ୍ପତିଙ୍କ ରୁଲିଂକୁ ବେଖାତିର କରାଯାଉଛି । ଆଜି ଗୃହରେ ଏନେଇ ଅଭିଯୋଗ କରିଛନ୍ତି ବିଧାୟକ । ବଡ କଥା ହେଉଛି, ବିରୋଧୀ ଦଳ ବିଧାୟକଙ୍କ ସହ ସମାନ ଅଭିଯୋଗ ଆଣିଛନ୍ତି ଶାସକ ଦଳର ବିଧାୟକ । ଗୃହରେ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଉଛନ୍ତି ସଦସ୍ୟ,…