Daily Archives

February 18, 2020

ବଜେଟରେ ପୁରୀ-ଲିଙ୍ଗରାଜ ମନ୍ଦିର ପାଇଁ ବଡ ଘୋଷଣା । ଉଭୟ ମନ୍ଦିରର ବିକାଶ ଓ ଉନ୍ନତୀକରଣ ପାଇଁ ଚଳିତ ଆର୍ଥିକ ବର୍ଷରେ…

କନକ ବ୍ୟୁରୋ: ଚଳିତ ବଜେଟରେ ଆଉ ଏକ ବିଶେଷତ୍ୱ୍ୱ ହେଉଛି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ପରିଣତ କରିବା ପାଇଁ ବୃହତ ଯୋଜନାକୁ ଅର୍ଥ ମଂଜୁର କରିଛନ୍ତି ସରକାର । ଏଥିପାଇଁ ‘ଅବଢ଼ା’ ଯୋଜନା…

ବିଧାୟକ ପାଣ୍ଠି ନେଇ ବଜେଟରେ ବଡ ଘୋଷଣା । ବଢିଲା ବିଧାୟକଙ୍କ ହାତ ପାଣ୍ଠି । ୧ କୋଟିରୁ ବଢି ୩ କୋଟି ହେଲା ଏମଏଲଏ…

କନକ ବ୍ୟୁରୋ: ବିଧାୟକ ପାଣ୍ଠି ନେଇ ବଜେଟରେ ବଡ ଘୋଷଣା । ବଢିଲା ବିଧାୟକଙ୍କ ହାତ ପାଣ୍ଠି । ୧ କୋଟିରୁ ବଢି ୩ କୋଟି ହେଲା ବିଧାୟକଙ୍କ ହାତପାଣ୍ଠି । ବଜେଟ ଉପସ୍ଥାପନ ବେଳେ ବିଧାୟକଙ୍କ ଏମଏଲଏ ଲ୍ୟାଡ ବୃଦ୍ଧି ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସାଂସଦଙ୍କ ହାତ…

‘କାଳିଆ’ ପାଇଁ ବଡ ଘୋଷଣା । ଚଳିତ ବଜେଟରେ କାଳିଆ ଯୋଜନା ପାଇଁ ୩, ୧୯୫ କୋଟି ଟଙ୍କା ବ୍ୟୟ ବରାଦ । ଯୋଜନାରେ ୪୩ ଲକ୍ଷ…

କନକ ବ୍ୟୁରୋ: କୃଷକଙ୍କ ସଞ୍ଜିବନୀ କୁହାଯାଉଥିବା ‘କାଳିଆ’ ପାଇଁ ୩, ୧୯୫ କୋଟି ଟଙ୍କା ବ୍ୟୟ ବରାଦ । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ଚାଷ କ୍ଷେତ୍ରରେ ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ୨୦୧୮-୧୯ରେ ଆରମ୍ଭ ହୋଇଥିବା କାଳିଆ ଯୋଜନାକୁ ଅଧିକ ଲୋକଭିମୁଖୀ କରିବା ପାଇଁ…

ଚାଷୀଙ୍କ ପାଇଁ ପେଡି ଖୋଲିଲେ ପୂଜାରୀ । କୃଷି ପାଇଁ ୧୯, ୪୦୮ କୋଟି ବ୍ୟୟବରାଦ କରିବା ସହ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ…

କନକ ବ୍ୟୁରୋ: କୃଷକଙ୍କ ପାଇଁ ମୁଣି ଖୋଲିଦେଲେ ରାଜ୍ୟ ସରକାର । ଓଡିଶା କୃଷି ଭିତ୍ତିକ ରାଜ୍ୟ ହୋଇଥିବାରୁ ସବୁ ସମୟରେ କୃଷକଙ୍କ ହିତ ଓ ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା କରିଆସିଛନ୍ତି ସରକାର । ଆଉ ଉକ୍ତ ଯୋଜନାରେ କେମିତି ରାଜ୍ୟର ଚାଷୀମାନେ ଉପକୃତ ହୋଇପାରିବେ ସେନେଇ ମଧ୍ୟ ବଜେଟରେ…

ବଜେଟର ବଡ଼ ଖବର । ସ୍ୱାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ୱ ଦେଲେ, ଚଳିତ ସ୍ୱାସ୍ଥ୍ୟ ବଜେଟ୍ ୭ହଜାର ୭ଶହ କୋଟି କଲେ ସରକାର ।

କନକ ବ୍ୟୁରୋ: ଚଳିତ ରାଜ୍ୟ ବଜେଟ୍ ରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ । ସ୍ୱାସ୍ଥ୍ୟ ପାଇଁ ୭ ହଜାର ୭ ଶହ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ସବୁଠାରୁ ବଡ଼କଥା ହେଲା, ସ୍ୱାସ୍ଥ୍ୟକ୍ଷେତ୍ରରେ ବଜେଟ୍ ବ୍ୟୟବରାଦ ୫ ବର୍ଷରେ ୨ ଗୁଣା ହୋଇଛି ବୋଲି ବଜେଟ୍ ଉପସ୍ଥାପନା ବେଳେ…

ଆଇପ୍ୟାଡରେ ଉପସ୍ଥାପିତ ହେଲା ଓଡିଶା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଲେ ଉପସ୍ଥାପନା । ଇ-ବଜେଟ ଉପସ୍ଥାପନା…

କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ । ଚଳିତ ବଜେଟକୁ ପେପରଲେସ କଲେ ରାଜ୍ୟ ସରକାର । ଏଥର ବିନା କାଗଜ ପତ୍ରରେ ପଢାଗଲା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆଇପ୍ୟାଡରେ ବଜେଟ ଉପସ୍ଥାପନା କଲେ । ତେବେ ଗ୍ରୀନ ବଜେଟ ପାଇଁ ଇ-ବଜେଟ…