Daily Archives

February 18, 2020

ମନେରହିବ ଏ ପ୍ରେମ କାହାଣୀ… ଆଖି ନାହିଁ ହେଲେ ହୃଦୟର ଆଖିରେ ଦୁହେଁ ଦୁହିଁଙ୍କୁ ଦେଖିଲେ, ହୋମ ନିଆଁକୁ ସାକ୍ଷୀ…

କନକ ବ୍ୟୁରୋ: ପ୍ରେମ ସୁନ୍ଦରତା ଦେଖି ହୁଏ କି ? ପ୍ରେମ ଧନୀ-ଗରିବ ଦେଖି କରାଯାଏ କି ? ବିନା ଦେଖା ଚାହାଁରେ କଣ ପ୍ରେମ ହୋଇପାରେ? ପ୍ରେମ ଅନ୍ଧ ବୋଲି କେହି କେହି କହୁଥିବା ବେଳେ ପ୍ରେମରେ ସୁନ୍ଦରତା ମାଇନା ରଖେ ବୋଲି କେହି କେହି ଯୁକ୍ତି ବାଢନ୍ତି । ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ…

ରାତି ପାହିଲେ ମାଟ୍ରିକ ପରୀକ୍ଷା, ପିଲାଙ୍କୁ ଆସୁନି ନିଦ । ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ଡିଜିଟାଲ ଲକ୍ ବ୍ୟବସ୍ଥା ।…

କନକ ବ୍ୟୁରୋ: ରାତି ପାହିଲେ ମହାପରୀକ୍ଷା ଦେବେ ମାଟ୍ରିକ ପିଲା । ମୋଟ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ କରିଥିବା ଛାତ୍ରଛାତ୍ରୀ ସକାଳ ହେବାକୁ ଅପେକ୍ଷା କରିଥିବା ବେଳେ କେମିତି ରହିବ ପ୍ରଶ୍ନପତ୍ର ? କେମିତି ଦେବେ ଉତ୍ତର ? ଆଉ…

ମାଆ-ଝିଅ ହତ୍ୟାକାଣ୍ଡରେ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା! ଅନୁପ-ଡ୍ରାଇଭରଙ୍କ ହେବ ନାର୍କୋ ଟେଷ୍ଟ, ଅଦାଲତରେ…

କନକ ବ୍ୟୁରୋ: ୪ବର୍ଷ ତଳର କଳ୍ପନା ଓ ବବଲି ହତ୍ୟାକାଣ୍ଡ ମାମଲାରେ ଅନୁସନ୍ଧାନ ଯେତିକି ଆଗକୁ ବଢିଚାଲିଛି ଘଟଣାକୁ ନେଇ ରହସ୍ୟ ସେତିକି ବଢୁଛି । ହତ୍ୟାକାଣ୍ଡରେ ସାମିଲ ଥିବା ସେହି ତୃତୀୟ ବ୍ୟକ୍ତି କିଏ ତାକୁ ନେଇ ପୋଲିସର ସନ୍ଦେହ ବି ବଢିବାରେ ଲାଗିଛି । ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଓ ଅନୁପ…

ବଜେଟରେ ଐତିହ୍ୟକୁ ଗୁରୁତ୍ୱ । ବିଶ୍ୱ ମାନଚିତ୍ରରେ ଓଡ଼ିଶାର ଛାପ ଛାଡ଼ିବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍ । ପୁରୀ ଭଳି…

କନକ ବବ୍ୟୁରୋ: ଚଳିତ ବଜେଟରେ ଆଉ ଏକ ବିଶେଷତ୍ୱ୍ୱ ହେଉଛି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ପରିଣତ କରିବା ପାଇଁ ବୃହତ ଯୋଜନା ମଂଜୁର କରିଛନ୍ତି ସରକାର । ଏଥିପାଇଁ ଅବଢ଼ା ଯୋଜନା ଅଧିନରେ…

ଆଇପ୍ୟାଡ ପଢି କଣ ଘୋଷଣା କଲେ ଅର୍ଥମନ୍ତ୍ରୀ ? ଚଳିତ ବଜେଟରେ କଣ ରହିଛି ବଡ କଥା ? ପଢନ୍ତୁ ବଜେଟର ୧୨ ପଏଣ୍ଟ

କନକ ବ୍ୟୁରୋ: ଉପସ୍ଥାପିତ ହୋଇଛି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡିଶା ବଜେଟ । ବିଧାନସଭାରେ ଆଇପ୍ୟାଡ ପଢି ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପେପରଲେସ କରି ଗ୍ରୀନ ବଜେଟ କରିବାକୁ ଏଥର ଇ-ବଜେଟ ବ୍ୟବସ୍ଥା କରାଯାଇଛି । ତେବେ କଣ ରହିଛି ଏଥର ବଜେଟ ହାଇଲାଇଟ୍ସ ନଜର…

ବଜେଟରେ ଶିକ୍ଷା ଓ ଦକ୍ଷତାକୁ ଗୁରୁତ୍ୱ । ଶିକ୍ଷିତ ହେବାପରେ ନିଯୁକ୍ତି ଉପଯୋଗୀ ଦକ୍ଷତାକୁ ବୃଦ୍ଧି କରିବା ଲାଗି ବଜେଟ୍…

କନକ ବବ୍ୟୁରୋ: ଶିକ୍ଷା ଓ ଦକ୍ଷତା ବିକାଶକୁ ସରକାର ଚଳିତ ବଜେଟରେ ପ୍ରାଧାନ୍ୟ ଦେଇଛନ୍ତି । ତେଣୁ କରି ଗୁଣାତ୍ମକ ଶିକ୍ଷା ଏବଂ ନିଯୁକ୍ତି ଉପଯୋଗୀ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଚଳିତ ବଜେଟରେ ଶିକ୍ଷା ପାଇଁ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯେଉଁଥିରେ ଆଦର୍ଶ…