Daily Archives

February 17, 2020

ଟ୍ରମ୍ପଙ୍କ ଅଭେଦ୍ୟ ସୁରକ୍ଷାକବଚ ‘ଦ ବିଷ୍ଟ’ । ଯାହା ଆକ୍ରମଣ ସମୟରେ ୧୮୦ ଡିଗ୍ରୀରେ ବୁଲିପାରିବ, ସହଜରେ ଫାଟିବନି ଚକା,…

କନକ ବ୍ୟୁରୋ : ଆସନ୍ତା ୨୪ରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଏଥିପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଖାସକରି ଟ୍ରମ୍ପଙ୍କ ସୁରକ୍ଷା ଉପରେ ଜୋର ଦିଆଯାଇଛି । ଟ୍ରମ୍ପ ଯିବାକୁ ଥିବା ରାସ୍ତାକୁ କଡା ସୁରକ୍ଷାବଳୟ ମଧ୍ୟରେ ରଖାଯିବା…

ପାଠ ପଢ଼ିବି । କଲେକ୍ଟର ହେବି । ଲୋକଙ୍କ ସେବା କରିବି. . . . ଉଜ୍ଜଳ ଭବିଷ୍ୟତର ସ୍ୱପ୍ନ ନେଇ ଗୁରୁଣ୍ଡି ଘୋଷାଡ଼ି…

କନକ ବ୍ୟୁରୋ : ବେଶୀ ପାଠ ପଢ଼ିବି । କଲେକ୍ଟର ହେବି । ଜନତାଙ୍କ ସେବା କରିବି । ବଡ଼ ହୋଇ ପ୍ରଶାସନିକ ସେବାରେ ଯୋଗଦେବାକୁ ଛାଟିମାଟି କୁଡ଼ିଆରୁ ବଡ଼ ସ୍ୱପ୍ନ ଦେଖୁଛି ଦିବ୍ୟାଙ୍ଗ ଶିଶୁ । କେବଳ ସ୍ୱପ୍ନ ଦେଖୁନି ଉଜ୍ଜଳ ଭବିଷ୍ୟତର ସ୍ୱପ୍ନ ନେଇ ସାଧନା ବି ଜାରି ରହିଛି । ଦୃଢ଼ ଇଚ୍ଛାଶକ୍ତି ଓ ଗଭୀର…

ସାରା ବିଶ୍ୱକୁ ଆତଙ୍କିତ କରିଥିବା ‘କରୋନା’ କାହିଁକି ଯାଇପାରୁନି ଆଫ୍ରିକା? ବିଶେଷଜ୍ଞ ଖୋଲିଲେ ରହସ୍ୟ ।

କନକ ବ୍ୟୁରୋ: ଚୀନରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି  । ଏ ପର୍ଯ୍ୟନ୍ତ ୧୭୭୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ ହଜାର ଲୋକ ସଂକ୍ରମିତ ଅଛନ୍ତି  । ସାରା ବିଶ୍ୱରେ କରୋନାକୁ ନେଇ ଚିନ୍ତା ବଢିଥିବାବେଳେ ଏହି ଭାଇରସକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି  । ନୂଆ…

୯୦ ବର୍ଷର ନିଷ୍ପତ୍ତି ୯୦ ମିନିଟରେ । ପଛୁଆବର୍ଗଙ୍କ ସର୍ଭେ ପାଇଁ ମନାକଲା କେନ୍ଦ୍ର, ଅଂଟା ଭିଡିଲା ରାଜ୍ୟ ।

କନକ ବ୍ୟୁରୋ: ରାଜ୍ୟ ବିଧାନସଭାରେ ଐତିହାସିକ ନିଷ୍ପତ୍ତି । ପାରିତ ହେଲା ଓଡ଼ିଶା ପଛୁଆ ବର୍ଗ କମିଶନ ବିଲ୍ ୨୦୨୦ । ପଛୁଆ ବର୍ଗଙ୍କୁ ଅଧିକ ଫୋକସ୍ ଦେଇ କିଛିଦିନ ପୂର୍ବେ ରାଜ୍ୟ ସରକାର ଓବିସି କମିଶନ୍ ଗଠନ କରିଥିବା ବେଳେ ଆଜି ଏସଂକ୍ରାନ୍ତୀୟ ବିଲ ପାରିତ କରିଛନ୍ତି । ଏହାର ମୂଳ ଲକ୍ଷ୍ୟ…

ବିଜେପି ଟାର୍ଗେଟରେ ବିଜୁଙ୍କ ଫଟୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ବାବୁଙ୍କ ଫଟୋ ଲାଗିବା ନେଇ ମୁହାଁମୁହିଁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁବାବୁଙ୍କ ଲୋଗୋ ଲାଗିବା ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ପରେ ଆରମ୍ଭ ହୋଇଥିଲା ବୟାନବାଜି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱେବସାଇଟ୍ । ଯେଉଁଥିରେ ରହିଛି ବିଜୁ…

ବକେୟା ବିଲ୍ ଦେଲେନି ଗ୍ରାହକ, ଲାଇନ୍ କାଟିଲା ନେସ୍କୋ : ସେସୁ, ୱେସ୍କୋ ଓ ସାଉଥକୋ ପରେ ନେସ୍କୋର କଡ଼ା ଆଭିମୁଖ୍ୟ

କନକ ବ୍ୟୁରୋ : ସେସୁ, ୱେସ୍କୋ ଓ ସାଉଥକୋ ପରେ ଏବେ ଉତ୍ତର ଓଡିଶାରେ ବିଜୁଳି କାଟିବ ନେସ୍କୋ । ଯେଉଁମାନେ ଜାଣିଶୁଣି ବିଜୁଳି ବିଲ୍ ପୈଠ କରିନାହାଁନ୍ତି, ସେମାନଙ୍କ ବିଜୁଳି ସଂଯୋଗ କାଟିଦେବେ ନେସ୍କୋ ଅଧିକାରୀ । ନେସ୍କୋର ବିଜୁଳି କଟା ଅଭିଯାନ ଆରମ୍ଭ ହୋଇସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ…