Daily Archives

February 16, 2020

ସତ ଥିଲା କି ଯୁକ୍ତ-୨ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଅଭିଯୋଗ ! ପରୀକ୍ଷା କମିଟିର ଫିକ୍ସିଂ ଅଭିଯୋଗ ପରେ ନରମିଲା ସିଏଚଏସଇ…

କନକ ବ୍ୟୁରୋ: ପରୀକ୍ଷା କେନ୍ଦ୍ର ଫିକ୍ସିଂକୁ ନେଇ ପରୀକ୍ଷା କମିଟି ସହ ବିବାଦ ପରେ ନରମି ଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଶେଷରେ କିଛି ପରୀକ୍ଷା କେନ୍ଦ୍ରକୁ ବଦଳାଇ ଦେଇଛି । କେନ୍ଦ୍ର ପରିବର୍ତ୍ତନ ନେଇ ଖୁବଶୀଘ୍ର ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ । ଲାଂଚ ନେଇ ପରୀକ୍ଷା କେନ୍ଦ୍ର…

ପ୍ରଥମେ ସେସ୍କୋ ଏବେ ସାଉଥକୋ । ଆରମ୍ଭ ହେଲା ବକେୟା ବିଲ୍ ଦେଇନଥିବା ଗ୍ରାହକଙ୍କ ବିଜୁଳି କାଟ୍ ଅଭିଯାନ

କନକ ବ୍ୟୁରୋ: ବିଜୁଳି ବିଲ୍ ବକେୟାର ରଖିଥିବା ଉପଭୋକ୍ତାଙ୍କ ଲାଇନ୍ କାଟିବା ପ୍ରକ୍ରିୟା ଆରମ୍ଭ କରିଛି ସାଉଥକୋ କର୍ମଚାରୀ । ଏଥିପାଇଁ ୧୨ଶହଟି ଟିମ୍ ନିଯୁକ୍ତ ହୋଇଛନ୍ତି । ସାଉଥକୋ ଅଧିନରେ ଆସୁଥିବା ୮ଟି ଜିଲ୍ଲାରେ ଏହି ବିଜୁଳି କାଟ୍ ଅଭିଯାନ ଆରମ୍ଭ ହୋଇଛି । ସାଉଥକୋ ଅଧିନରେ ଆସୁଥିବା ୮ଟି…

ନୂଆପଡ଼ା ମଣ୍ଡିରେ ଉଠୁନି ଧାନ । ୪୦ ଦିନ ହେଲା ୬ ହଜାର କ୍ୱିଂଟାଲ ଧାନକୁ ଜଗି ରହିଛନ୍ତି ଚାଷୀ । ବିକ୍ରି ହେଉନି ଧାନ,…

କନକ ବ୍ୟୁରୋ: ଟୋକନ ମିଳିବା ପରେ ଧାନ ବିକ୍ରି କରିବାକୁ ଅପେକ୍ଷା କରିଥିବା ଚାଷୀ ତାତି ଉଠିଲେ । ଦୀର୍ଘ ୪୦ ଦିନ ହେଲା ପ୍ରାୟ ୬ ହଜାର କ୍ୱିଂଟାଲ ଧାନକୁ ଜଗି ରହିଥିଲେ । ହେଲେ ସମସ୍ୟାର ସମାଧାନ ନହେବାରୁ ଶନିବାର ସଂଧ୍ୟାରେ ସେମାନଙ୍କ ସମସ୍ୟା ଜଣାଇବା ପାଇଁ ଡାକି ରାତି ପ୍ରାୟ ୧୧ଟା ଯାଏଁ…

ସାମ୍ନାକୁ ଆସିଲା ହତ୍ୟା ସମୟର ଚିତ୍ର: ଫଟୋ ବଖାଣିଲା ସେଦିନର ବିଭତ୍ସ କାହାଣୀ…ରାସ୍ତା ଉପରେ ମୁହଁ ମାଡି…

କନକ ବ୍ୟୁରୋ: ଏସବୁ ଭିତରେ ଆସିଛି କଳ୍ପନା ଦାସ ଏବଂ ତାଙ୍କ ମୃତଦେହର ଫଟୋ । ହତ୍ୟାକାଣ୍ଡ ହୋଇଥିବା ସ୍ଥାନରେ ମୁହଁ ମାଡି ପଡିଛି ଦୁଇଟି ମୃତଦେହ । ମୃତଦେହର ଫଟୋକୁ ଦେଖିଲେ ଚିହ୍ନିବା କଷ୍ଟକର ହୋଇପଡୁଛି । କଳ୍ପନା-ବବଲି ଡବଲ ମର୍ଡର ଘଟଣାରେ ଜେଲ ହାଜତରେ ଅଛନ୍ତି ଅନୁପ ସାଏ । ସେପଟେ ତାଙ୍କ…

ଅନୁପ ସାଏଙ୍କ ସହ ଆଉ କିଏ ? ମାଆ-ଝିଅଙ୍କ ହତ୍ୟା ଘଟଣାରେ ଆସିଲା ଆଉ ଏକ ମୋଡ: ଡ୍ରାଇଭର ଡେମୋ ଦେଖାଇବା ବେଳେ ନକଲି…

କନକ ବ୍ୟୁରୋ: ଏହି ଘଟଣାରେ ଏବେ ଏକ ନୂଆ ମୋଡ ଆସିଛି । ହତ୍ୟା ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କ ଆଉ କିଛି ବ୍ୟକ୍ତି ସାମିଲ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ଘଟଣାସ୍ଥଳରେ ରାୟଗଡ ପୋଲିସ ପ୍ରତିକାତ୍ମକ ଦୃଶ୍ୟ ତିଆରି କରିଥିଲା । ବର୍ଦ୍ଧନ ଟପ୍ପୋର କହିବାନୁସାରେ…

ମଣିଷପଣିଆର ସଂଜ୍ଞା ବୁଝାଇଦେଲେ ଦିନ ମଜୁରିଆ…ନିଜେ ଚାଲି ଗଲେ ହେଲେ ଆଉ କାହା ଅନ୍ଧକାର ଜୀବନରେ ଭରିଦେଇଗଲେ…

କନକ ବ୍ୟୁରୋ: ଜଣେ ଦିନ ମଜୁରିଆର ହୃଦୟ ଯେ ଏତେ ବଡ ହୋଇପାରେ ତାହା କଳ୍ପନା ବାହାରେ । ନିଜେ ଜଳି ଅନ୍ୟକୁ ଆଲୋକିତ କରିବାର ମହତ କାମ କରିଛନ୍ତି ଏହି ଦିନ ମଜୁରିଆ ଜଣକ । ପରଘରେ ଦିନେ କାମ ନକଲେ ଯାହା ଘରେ ଚୂଲି ଜଳୁନଥିଲା ଆଜି ସେ ଅନ୍ୟ କାହାର ଜୀବନକୁ କରିଦେଇଛି ଉଜ୍ଜ୍ୱଳ । ଆଉ ତାଙ୍କର ଏହି…