ମୃତ୍ୟୁ ମୁହଁରୁ ଛଡାଇ ଆଣିଲେ, ନିର୍ବନ୍ଧ ପୂର୍ବରୁ ନୂଆ ଜୀବନ ଦେଲେ । ଭଗବାନ ଭଳି ଜୀବନ ବଞ୍ଚାଇଥିବାରୁ ଧନ୍ୟବାଦ ।…
କନକ ବ୍ୟୁରୋ: କନଷ୍ଟେବଲ ସୁବ୍ରତଙ୍କ ସାହସୀ କାହାଣୀ । ମୃତ୍ୟୁର ପାଟିରୁ ଟାଣି ଆଣିଲେ ଜୀବନ । ଭୁବନେଶ୍ୱର ଷ୍ଟେସନରେ ପ୍ରବଳ ଭିଡ । ଜନ ଗହଳିପୂର୍ଣ୍ଣ ପ୍ଲାଟଫର୍ମରେ ଯାତ୍ରୀଙ୍କ ଭିଡ ଆଡେଇ ଟ୍ରେନ ଧରିବାକୁ ଧାଇଁଥିଲେ ନିବେଦିତା । ହାତରେ ସମୟ ନଥିଲା, ଟ୍ରେନ ଛାଡିବାକୁ ହର୍ଣ୍ଣ ମାରୁଥିଲା ।…