Daily Archives

February 15, 2020

ହତ୍ୟା ଘଟଣାରେ ୧୪ ବର୍ଷ ଜେଲ ଗଲେ, ଜେଲରୁ ଫେରି ଡାକ୍ତର ହେଲେ । ଏବେ ଲୋକଙ୍କ ସେବାରେ ନିଜ ଜୀବନକୁ ଉର୍ତ୍ସଗୀକୃତ…

କଥାରେ ଅଛି ‘ନିଜ ଉପରେ ଆତ୍ମବିଶ୍ୱାସ ଥିଲେ ସମସ୍ତ କାମ ସମ୍ଭବ ହୋଇଥାଏ।’ ଏମିତି ଏକ ଘଟଣା କର୍ଣ୍ଣାଟକର କଲବୁରାଗିରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ୧୪ ବର୍ଷ ଜେଲ ଦଣ୍ଡ ପରେ ଡାକ୍ତରୀ ଡିଗ୍ରୀ ହାସଲ କରିଛନ୍ତି। କାଲାବୁରାଗିର ଅଫଜଲପୁରରେ ସୁଭାଷ ପଟେଲ ନାମକ ଜଣେ ବ୍ୟକ୍ତି ବସବାସ…

ବାଇଆ କରିଛି ଟିକଟକ ? ପେଚା ସହ ଟିକଟକ କରି ଟଙ୍କା ଗଣିଲେ ଯୁବତୀ । ଏମିତି ନିଶା ଘାରିଛି ଯେ ଫାଇନର ରସିଦ ସହ ବି କଲେ…

କନକ ବ୍ୟୁରୋ: ଗୁଜୁରାଟରେ ଜଣେ ଯୁବତୀଙ୍କୁ ଟିକଟକ୍ ଭିଡିଓ କରିବା ମହଙ୍ଗା ପଡ଼ିଛି। ଏହି ଯୁବତୀ ପେଚା ସହିତ କରୁଥିବା ଏକ ଟିକଟକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉକ୍ତ ଯୁବତୀ ଜଣକ ପେଚାକୁ ଧରି ଗୀତ ଗାଉଥିବା ଦେଖିବାକୁ ମିଳିଛି ଯୁବତୀ ଓ ପେଚାଙ୍କ ଏହି ଭିଡିଓ…

ପରିବା ବିକ୍ରି କରୁଥିଲେ ପୁଲୱାମା ସହିଦ ଯବାନଙ୍କ ପତ୍ନୀ । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ତୁରନ୍ତ ସାହାଯ୍ୟର…

ଗତକାଲି ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଛି। ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଏହି ସମୟରେ ସହିଦଙ୍କ ପରିବାରକୁ ଅନେକ ଆଡୁ ସାହାଯ୍ୟ ଓ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଏହି…

ଶ୍ରୀମନ୍ଦିରକୁ ସୁଡଙ୍ଗ ! ପୁରୀ ଗଙ୍ଗାମାତା ମଠ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା । ଶ୍ରୀମନ୍ଦିର ରତ୍ନବେଦୀ ପର୍ଯ୍ୟନ୍ତ ଲମ୍ବିଛି…

କନକ ବ୍ୟୁରୋ: ଗଙ୍ଗାମାତା ମଠରୁ ଶ୍ରୀମନ୍ଦିର, ସତରେ ଅଛି କି ସୁଡ଼ଙ୍ଗ? ପୁରୀ ଗୁପ୍ତଗଙ୍ଗା ନିକଟରେ ରହିଛି ୫୫୦ ବର୍ଷ ତଳର ଗଙ୍ଗାମାତା ମଠ । ମଠରେ ଗୁପ୍ତ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହେଉଥିବା ବେଳେ ଗତ ୯ ତାରିଖରେ କିଛି ବିଦେଶୀ ନାଗରିକ ଏହି ସୁଡ଼ଙ୍ଗରେ ପଶିଥିବା ଖବର ଆଲୋଡନ ସୃଷ୍ଟି କରିଛି ।…

ରେଭେନ୍ସାରେ ରାଗିଂ ରିଟର୍ଣ୍ଣସ ! ଏକ ତରଫା ପ୍ରେମରୁ ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ସିନିୟର ଛାତ୍ରଙ୍କ ଖୁଲମଖୁଲା…

କନକ ବ୍ୟୁରୋ: ରାଗିଂକୁ ନେଇ ପୂର୍ବରୁ ବିବାଦ ଘେରରେ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ପୁଣି ରାଗିଂ ବିବାଦରେ ଫସିଛି । ଯୁକ୍ତ ୩ ଛାତ୍ରୀ ଜଣକ ସଫା ସଫା କହୁଛନ୍ତି. ସିନିୟର ଛାତ୍ର ତାଙ୍କ ସହ ରାଗିଂର ସମସ୍ତ ସୀମା ଟପିଯାଇଛନ୍ତି । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରନ୍ତି । ମାଡ ବି ମାରିଛନ୍ତି ।…

ବାସ୍ତବତା ବାହାରର ଏକ ନୂଆ ଦୁନିଆ । କଳ୍ପନାର ପରିଧି ଭିତରେ ବିଜ୍ଞାନ ବନାମ ଅନ୍ଧବିଶ୍ୱାସ ।

ସତ ଓ ମିଛ ପରସ୍ପର ପରିପନ୍ଥୀ । ସତ ସବୁବେଳେ ସତ । କିନ୍ତୁ ବେଳେ ବେଳେ ମିଛ ଉପରେ ସତର ଏମିତି ଏକ ଆସ୍ତରଣ ଛିଡ଼ା କରିଦିଆଯାଏ ଯେ, ତାହା ଅବିକଳ ସତ ଭଳି ଲାଗେ । ଆଉ ପରିକଳ୍ପନାର ଏହି ପ୍ରାଚୀର ସତକୁ ଘୋଡ଼େଇ ରଖିବାର ସାମର୍ଥ୍ୟ ରଖିପାରେ । ମଣିଷର ବୁଦ୍ଧି ଏବଂ ବୈଷୟିକ ଜ୍ଞାନ କୌଶଳ ଏବେ ଏହି…