Daily Archives

February 13, 2020

ପୁଲୱାମା ଆକ୍ରମଣକୁ ବର୍ଷେ ପୂରିବ : ବୀର ପୁତ୍ରକୁ ମନେ ପକାଇ ଗୁମୁରି କାନ୍ଦୁଛି ମା’ମାଟି

କନକ ବ୍ୟୁରୋ : ପୁଲୱାମା ଆକ୍ରମଣକୁ ବର୍ଷେ ପୂରିବ । ବର୍ଷେ ପୂର୍ବେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ । ଇତି ମଧ୍ୟରେ ବର୍ଷେ ବିତିଯାଇଛି, ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି । ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ…

ବିଜେଡିରୁ ବିଦା ହେଲେ ଅନୁପ ସାଏ । ହତ୍ୟାକାଣ୍ଡ ଘଟଣାରେ ଗିରଫ ପରେ ଅନୁପଙ୍କୁ ବିଜେଡିରୁ ବହିଷ୍କାର କଲେ ଦଳୀୟ…

କନକ ବ୍ୟୁରୋ : ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେବା ପଡିଲା ମହଙ୍ଗା । ପଦ ଗଲା, ଦଳରୁ ମଧ୍ୟ ବିଦା ହେଲେ ଅନୁପ । ବ୍ରଜରାଜନଗରର ବିଜେଡିର ଏହି ହେଭିୱେଟ ନେତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଦଳରୁ ବିଦା…

ବନ୍ଧା ହେଲେ, ପଦରୁ ବିଦା ହେଲେ । ରାଜ୍ୟ ପଣ୍ୟଗାର ଅଧ୍ୟକ୍ଷ ପଦରୁ ଅନୁପଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ବନ୍ଧା ହେବା ପରେ ପଦରୁ ବିଦା ହେଲେ ଅନୁପ ସାଏ । ରାଜ୍ୟ ପଣ୍ୟଗାର ଅଧ୍ୟକ୍ଷ ପଦରୁ ହଟିଲେ ଅନୁପ ସାଏ । ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ନେଲେ କଡା କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ ଅପରାଧକୁ ପ୍ରଶୟ ଦେଉନଥିବା ନବୀନ ଅନୁପଙ୍କ ପ୍ରତି ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।…

ଆହାର ଯୋଗାଉଛି ଆଖୁ : ବାଲେଶ୍ୱର ବସ୍ତା ଅଞ୍ଚଳରେ ଆଖୁରୁ ଗୁଡ ରାନ୍ଧି ପରିବାର ଚଳାଉଛନ୍ତି ୨ଶହରୁ ଅଧିକ ପରିବାର

କନକ ବ୍ୟୁରୋ : ଆଖୁରୁ ଗୁଡ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୨୦୦ ପରିବାର । ଆଖୁ ଏକ ଲାଭ ଦାୟକ ଫସଲ । ଆଖୁରୁ ପ୍ରସ୍ତୁତ ରସ ଏବଂ ଗୁଡ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରୁ ଉପସମ ମିଳିଥାଏ । ଆଖୁ ରସ ଏବଂ ଗୁଡ ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି । ଆଉ ଏହି ଗୁଡ ପ୍ରସ୍ତୁତ…

କରୋନା ପରେ ଆସିଲା ଆଉ ଏକ ରହସ୍ୟମୟ ଭାଇରସ ୟାରା । ବ୍ରାଜିଲର ବୈଜ୍ଞାନିକଙ୍କ ଦ୍ୱାରା ହେଲା ଚିହ୍ନଟ ।

କରୋନା ଭାଇରସକୁ ନେଇ ଏବେ ପୂରା ବିଶ୍ୱବାସୀ ଆତଙ୍କିତ । ଏହି ପ୍ରାଣଘାତୀ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରି ଚାଲିଥିବା ବେଳେ ହଜାର ହଜାର ପ୍ରାଣ ମଧ୍ୟ ନେଇ ସାରିଲାଣି । ପାଖାପାଖି ୧୨୦୦ ଲୋକ ଏହି ଭୟଙ୍କର ଭାଇରସ ପାଇଁ ପ୍ରାଣ ହରାଇଥିବା ବେଳେ ୫୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ…

ଯାଜପୁରର ନଗଡ଼ା ପରି ଢେଙ୍କାନାଳ ପରଜଙ୍ଗରେ ଅଛି ୪ଟି ଅପହଞ୍ଚ ଗାଁ : ପାହାଡ ଉପରେ ଅଛି ଏକୁଲ, ସେକୁଲ, କୋର୍ଟ ଓ…

କନକ ବ୍ୟୁରୋ : ରାଜ୍ୟରେ ଅପପୁଷ୍ଟି ପାଇଁ ଏକ ପରିଚିତ ନାଁ ହେଉଛି ନଗଡା । ତା ରହିଛି ଯାଜପୁର ଜିଲ୍ଲାରେ । ହେଲେ ଢେଙ୍କାନାଳ ଜିଲ୍ଲାରେ ବି ରହିଛି ନଗଡା ପରି କିଛି ଗାଁ । ଉଚ୍ଚ ପାହାଡ ବଣଜଙ୍ଗଲ ଘେରା ଗାଁରେ ଆଜି ବି ପଡିନି ବିକାଶର ଛାପ । ଗାଁକୁ ଯିବାକୁ ରାସ୍ତା ନାହିଁ । ଯାଜପୁର…