Daily Archives

February 13, 2020

୧୫ ଦିନ ପରେ କାଶ୍ମୀରରୁ ଫେରିବି, ପୁଅଘର ସହ କଥା ହେବି, ତୋ ବାହାଘର କରିବି । ଝିଅକୁ ଏଭଳି ପ୍ରତିଶ୍ରୁତି ଦେଇଥିବା ଜଣେ…

‘ମୋ ଝିଅ ରୁବି, ୧୫ ଦିନ ପରେ କାଶ୍ମୀରରୁ ଫେରିଲେ ତୋ ବାହାଘର କରିବି, ପୁଅ ଘର ସହ କଥା ହେବି’ ଫେବୃୟାରୀ ୭ ତାରିଖ ୨୦୧୯ରେ ଶେଷ ଥର ପାଇଁ କିଛି ଏହି ଦୁଇ ପଦ ଶୁଣିଥିଲେ ବିହାର ତାରେଗାନର ରୁବି କୁମାରୀ । ବାପା ସଞ୍ଜୟ ସିହ୍ନଙ୍କୁ ଏବେ ବି ଜଗିଛନ୍ତି ରୁବି, କେବେ ଘରର ମୁଖିଆ ବାପା ଆସିବେ ଆଉ…

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଯେମିତି ଉଦ୍ଧାର କରିଥିଲ, ଆମକୁ ମଧ୍ୟ ସେମିତି ଉଦ୍ଧାର କର ସରକାର । ଜାହାଜ ଭିତରୁ…

ଜାପାନୀ କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନ୍ସେସରେ ଥିବା ଆହୁରି ୬୬ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ବୋଲି କିଛିଦିନ ତଳେ ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା। ଫଳରେ ଏହି ଜାହାଜରେ ଫସି ରହିଥିବା କରୋନାଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧୮ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରେ ତିନିଜଣ…

ଆମେରିକା ରାଷ୍ଟ୍ରପତିଙ୍କ ଆଖିରୁ ଗୁଜୁରାଟର ଗରିବି ଲୁଚାଇବାକୁ ଭିନ୍ନ ପ୍ରୟାସ । ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବସ୍ତିର…

କନକ ବ୍ୟୁରୋ : କାନ୍ଥ ଲୁଚାଇବ ଦାରିଦ୍ର୍ୟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ କିଛି ଏପରି ଭାବେ ପ୍ରସ୍ତୁତି ଆରମ୍ଭ କରିଛି ଗୁଜରାଟ ନଗର ନିଗମ । ବିମାନ ବନ୍ଦରରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ଯିବା ରାସ୍ତାରେ ଥିବା ବସ୍ତିକୁ ଲୁଚାଇବା ପାଇଁ ନିର୍ମାଣ…

ଦୁର୍ଘଟଣା ପରେ ଦୋଷ ଲଦାଲଦି : ଶକ୍ତି ସଚିବଙ୍କୁ ଗ୍ରାମ୍ୟ ନିର୍ମାଣ ମୁଖ୍ୟଯନ୍ତ୍ରୀଙ୍କ କଡା ଚିଠି । ବିନା ଅନୁମତିରେ…

କନକ ବ୍ୟୁରୋ : ଗଞ୍ଜାମ ମେନ୍ଦ୍ରାଜପୁର ବସ୍ ଦୁର୍ଘଟଣା ପାଇଁ ଦାୟୀ କିଏ? ଦୁର୍ଘଟଣାର ଅସଲ କାରଣ ଖୋଜିବା ପରିବର୍ତେ ଶକ୍ତିି ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପରସ୍ପରକୁ ଦାୟୀ କରିଛନ୍ତି । ଏପରିକି ମୁହାଁମୁହିଁ ହୋଇଛନ୍ତି ଦୁଇ ବିଭାଗ । ଶକ୍ତି ବିଭାଗର ବିନା ଅନୁମତିରେ ରାସ୍ତା ନିର୍ମାଣ…

ଦାଗୀ ନେତାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ । ଅପରାଧୀକ ଲିଙ୍କ ଥିବା ନେତାଙ୍କ ପୂରା ବିବରଣୀ ଦଳୀୟ…

କନକ ବ୍ୟୁରୋ: ଆଉ ଚଳିବନି ରାଜନୈତିକ ଦଳର ମନମାନି । ଦେବାକୁ ହେବ ଦାଗୀ ନେତାଙ୍କ ପୂରା ବିବରଣୀ । ରାଜନୀତିରେ ଦିନକୁ ଦିନ ଅପରାଧୀଙ୍କ ସଂଖ୍ୟା ବଢ଼ୁଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ସବୁ ରାଜନୈତିକ ଦଳକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ…

ପ୍ରଶ୍ନ ପଚାରିଲେ ଲୋକେ, ଉତ୍ତର ରଖିଲେ ମନ୍ତ୍ରୀ । ମୋ ସରକାରରେ ଯୋଗାଣ ବିଭାଗ ସାମିଲ ହେବା ପରେ ଲୋକଙ୍କ ସହ ସିଧା କଥା…

କନକ ବ୍ୟୁରୋ: ମୋ ସରକାରରେ ଯୋଗାଣ ବିଭାଗ ସାମିଲ ହେବା ପରେ ଅଧିକରୁ ଅଧିକ ସକ୍ରିୟ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ୧୧ ଫେବୃୟାରୀରେ ମୋ ସରକାରରେ ବିଭାଗକୁ ସାମିଲ କରିବା ପରେ ଆଜି ଲୋକଙ୍କ ସହ ସିଧାସଳକ କଥା ହୋଇ ଅଭାବ, ଅସୁବିଧା କଥା ବୁଝିଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ ।…