Daily Archives

February 12, 2020

ଖୁବଶୀଘ୍ର ଆସିବ ଇଲେକ୍ଟ୍ରିକ୍ କାର ଦୁନିଆର ସବୁଠାରୁ ଶସ୍ତା କାର୍ ! ଗାଡ଼ିର ଲମ୍ବ ମାତ୍ର ୨.୩ ମିଟର, ଜଣେ ବସିପାରିବା…

କନକ ବୁରୋ: ଗ୍ରେଟର ନୋଏଡାଠାରେ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଅଟୋ ଏକ୍ସପୋ ୨୦୨୦ ଉଦଯାପିତ ଅବସରରେ ସମସ୍ତଙ୍କ ମନ ଜିତିପାରିଥିଲା ଏକ ସିଟ ବିଶିଷ୍ଟ କାର ପ୍ରଦର୍ଶିତ କରାଯାଇଛି । ରେନଲଟ ପକ୍ଷରୁ ପ୍ରଦର୍ଶିତ ଏହି କାରର ନାମ ଟ୍ୱିଜି ଦିଆଯାଇଥିବାବେଳେ ଏଥିରେ କେବଳ ଜଣେ ହିଁ ବସିପାରିବେ ।…

କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି । ଏଣିକି ପ୍ରତି ଶନିବାର ଓ ରବିବାର ମିଳିବ ଛୁଟି, ସପ୍ତାହକୁ ରହିବ ୫ଟି କାର୍ଯ୍ୟ ଦିବସ ।

କନକ ବ୍ୟୁରୋ : ଏଣିକି ସପ୍ତାହକୁ ମିଳିବ ଦୁଇ ଦିନ ଛୁଟି । ଏଣିକି ଆଉ ୬ ଦିନ ନୁହେଁ ଗୋଟିଏ ସପ୍ତାହରେ ମାତ୍ର ୫ ଦିନ କାମ କରିବାକୁ ହେବ । ତେବେ ଆସନ୍ତୁ ଜାଣିବା କେବେ ଆଉ କେଉଁଠି ଏଭଳି ନିୟମ ଲାଗୁ ହେବାକୁ ଯାଉଛି । ସପ୍ତାହ ୭ ଦିନ ଭିତରେ ସମସ୍ତଙ୍କୁ ରବିବାରର ଅପେକ୍ଷା ରହିଥାଏ । କାରଣ…

ଯୋଗ୍ୟକୁ ମିଳିଲାନି, ଅଯୋଗ୍ୟ ହିତାଧିକାରୀ ମାଲେମାଲ । ସତ୍ୟବାଦୀରେ ଫନି ସହାୟତା ପାଇଁ ବିଡିଓଙ୍କୁ ଘେରିଲେ ଗ୍ରାମବାସୀ…

କନକ ବ୍ୟୁରୋ : ଆଜି ସତ୍ୟବାଦୀରେ ବିଡିଓଙ୍କୁ ହଟହଟା ହେବାକୁ ପଡିଛି । ବାତ୍ୟା ଫନିକୁ ବର୍ଷେ ହେବାକୁ ବସିଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ଏଯାଏ ସହାୟତା ମିଳିନାହିଁ । ଏପରିକି ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟଙ୍କୁ ମିଳିସାରିଛି ଗୃହ ନିର୍ମାଣ ଟଙ୍କା । ଏହାକୁ ନେଇ ଆଜି ବିଡିଓଙ୍କୁ…

ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁର ତାର ! ବ୍ରହ୍ମପୁର ଘଟଣା ପରେ ସମ୍ବଲପୁରରେ ବଢୁଛି ଭୟ, ୩ ପରିବାରର ଛାତ ଉପର ଦେଇ କମ୍…

କନକ ବ୍ୟୁରୋ: ବ୍ରହ୍ମପୁର ଘଟଣା ପରେ ଚେଇଁ ଉଠିଥିବା ବିଦ୍ୟୁତ ବିଭାଗ ସମ୍ବଲପୁର ଜିଲ୍ଲାର ବିପଦ ସଂକୁଳ ଅବସ୍ଥାରେ ଥିବା ତାର ଗୁଡିକୁ ସଜାଡିବ କି ଏହାକୁ ନେଇ ଉଠିଛି ପ୍ରଶ୍ନ । ୧୧ କେଭି ବିଦ୍ୟୁତ ତାର ନୁହେଁ, ତାଠାରୁ ଭୟଙ୍କର । ୩୩ କେଭି । ଯେଉଁ ତାର ମାଟି ଛୁଇଁଲେ, ମାଟି ଜଳିଯିବାର…

କୋଣାର୍କର କଳା ହରଣ କଲା କି ଏଏସଆଇ? ସାମ୍ନାକୁ ଆସିଲା କୋଣାର୍କର ସତ । କାରୁକାର୍ଯ୍ୟପୂର୍ଣ୍ଣ ପଥର ସ୍ଥାନରେ ଲାଗିଛି…

କନକ ବ୍ୟୁରୋ : ଧରାପଡ଼ିଲା ଭାରତୀୟ ପ୍ରତ୍ନତତ୍ୱ ବିଭାଗର ମିଛ । କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାନରେ ଲାଗିଛି ସାଧା ପଥର । ଆଉ ଲୁହାଭାରା ହଟିଯିବା ପରେ ସାଧା ପଥର ଏବେ ସ୍ପଷ୍ଟ ଦେଖାଯାଉଛି । ସୋସିଆଲ ମିଡ଼ିଆରେ କୋଣାର୍କର ଫଟୋ ଭାଇରାଲ ହେବା ପରେ ସ୍ଥିତି ପରଖିବା ପାଇଁ କୋଣାର୍କ ମନ୍ଦିରରେ…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ପଛୁଆ ବର୍ଗଙ୍କୁ ନାର୍ଯ୍ୟ ଅଧିକାର ଦେବାକୁ ଫୋକସ କରି ଓବିସି କମିଶନ ଗଠନ କଲେ ସରକାର ,…

କନକ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରାଜ୍ୟ ସରକାର ଆଜି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିସନ ଗଠନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁନାଥ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଓବିସି କମିଶନ । ପ୍ରଫେସର ଡ. ନବନୀତା ରଥ ଓ ପ୍ରଫେସର୍ ଡକ୍ଟର…