Daily Archives

February 11, 2020

ଖସିଲା ୫, ଚଢିଲା ୫: ସରକାର ପାଇଁ ସାପସିଢି ଖେଳରେ ୫ ବର୍ଷରେ ୫ ଅଙ୍କକୁ ନେଇ ଚର୍ଚ୍ଚା । ଆପ ଖାତାରୁ ଖସିଲା ୫ ସିଟ୍,…

କନକ ବ୍ୟୁରୋ: କେନ୍ଦ୍ରରେ ବିଜେପି, କେନ୍ଦ୍ରସ୍ଥଳରେ ଆପ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଝାଡୁ ମାରି ପଦ୍ମ ଝଡାଇ ଦେବା ପରେ ବିଜେପିର ସରକାର ଗଠନ ସ୍ୱପ୍ନ ଧୂଳିସାତ ହୋଇଛି । ତେବେ ମୋଦି ସରକାରଙ୍କ ଶାସନ କଳର କେନ୍ଦ୍ର ସ୍ଥଳରେ ମୋଦିଙ୍କୁ ପଛରେ ପକାଇ ଦେଇଛନ୍ତି କେଜ୍ରିୱାଲ ।…

ଏଣିକି ଆଧାରକାର୍ଡ ନଥିଲେ ହୋଇପାରିବନି ଅନ୍ତିମ ସଂସ୍କାର ? ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ।

କନକ ବ୍ୟୁରୋ : ଏଣିକି ଆଧାରକାର୍ଡ ନ ଥିଲେ ହୋଇପାରିବ ନାହିଁ ଅନ୍ତିମ ସଂସ୍କାର ? ଯେଉଁବ୍ୟକ୍ତିଙ୍କ ପାଖରେ ଆଧାରକାର୍ଡ ନାହିଁ କିମ୍ବା ଏଯାବତ ସେ ଆଧାରକାର୍ଡ କରି ନାହାନ୍ତି, ଆଉ ଏଭଳି ପରିସ୍ଥିତିରେ ଯଦି ତାଙ୍କର ମୃତ୍ୟୁ ହୋଇଯାଉଛି ତେବେ ଅନ୍ତିମ ସଂସ୍କାରରେ ବହୁତ ବାଧା ଆସିପାରେ । ଏମିତି…

କେନ୍ଦ୍ର କାନରେ ‘ଆବାସ’ କଳି: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ନେଇ କେନ୍ଦ୍ର…

କନକ ବ୍ୟୁରୋ: ଦିଲ୍ଲୀରେ ପହଞ୍ଚିଲା ପିଏମଏୟାଇ ଅନିୟମିତତା କନ୍ଦଳ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା ହେଉଥିବା ଅଭିଯୋଗ ଦିଲ୍ଲୀ ଦରବାର ପହଞ୍ଚିଲା । କେନ୍ଦ୍ରମନ୍ତ୍ରୀଙ୍କ କାନରେ ପଡିଲା ରାଜ୍ୟରେ ପିଏମ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ହେଉଥିବା କଥା । ଘର ଆବଣ୍ଟନରେ…

‘ଆପ୍’ର ଫୁର୍ମଲା ଫିଟ୍…ଦିଲ୍ଲୀରେ କେଜ୍ରିୱାଲ ହିଟ୍ । କେଜ୍ରିୱାଲଙ୍କ ଲୋକାଭିମୁଖୀ ଯୋଜନା ଆଗରେ ଫେଲ୍ ମାରିଲା…

କନକ ବ୍ୟୁରୋ : ‘ଆପ୍’ର ଫୁର୍ମଲା ଫିଟ୍ । ଦିଲ୍ଲୀରେ କେଜ୍ରିୱାଲ ହିଟ୍ । କୁହାଯାଏ, କାହାଣୀ ଦମଦାର ତ’ ଫିଲ୍ମ ହିଟ୍ ହେବ ହିଁ ହେବ । ଦିଲ୍ଲୀ ଫଳାଫଳ ବି ଠିକ୍ ସେଭଳି କିଛି ପରିଣାମ ନେଇ ଆସିଛି । ଦିଲ୍ଲୀରେ ହିଟ୍ ହୋଇଛି କେଜ୍ରିୱାଲଙ୍କ ନିର୍ବାଚନୀ ଫର୍ମୁଲା । ଲୋକାଭିମୁଖୀ ଯୋଜନାକୁ ଦିଲ୍ଲୀ…

ବାଃ ବାଃରେ ଟ୍ରାଫିକ ବ୍ୟବସ୍ଥା… ଟ୍ରାଫିକ ଗହଳି ନେଇଗଲା ଜୀବନ । ଆମ୍ବୁଲାନ୍ସରେ ଯିବାବେଳେ ଭିଡ ପାଇଁ ବାଟରେ…

କନକ ବ୍ୟୁରୋ: ହଜିଗଲା ମାନବିକତା, ମରିଗଲା ମଣିଷ ପଣିଆ । ଆମ୍ବୁଲାନ୍ସର ସାଇରନ ଆଉ ବାରମ୍ବାର ହର୍ଣ୍ଣ ବଜାଇବା ପରେ ରାସ୍ତାରୁ ହଟିଲେନି ଲୋକ । ପଛରୁ ଆମ୍ବୁଲାନ୍ସ ଆସୁଥିବା ଜାଣିବା ସତ୍ୱେ ବି ବାଟ ଛାଡି ଲେନି ଗାଡି ଚାଳକ । ଯେଉଁଥିପାଇଁ ଅଧା ବାଟରେ ଚାଲିଗଲା ୫ ବର୍ଷର ଶିଶୁର ଜୀବନ ।…