Daily Archives

February 10, 2020

ବିଚିତ୍ର ବିଧିର ବିଧାନ! ସାପ କାମୁଡ଼ାରେ ଚାଲିଯାଇଥିଲେ ବାପା, ଏବେ ଦୁଇ ଭଉଣୀଙ୍କୁ କରେଣ୍ଟ କରିଦେଲା ମା’ ଛେଉଁଣ୍ଡ,…

କନକ ବ୍ୟୁରୋ: ବର୍ବର, ହୃଦୟବିଦାରକ ଆଉ ଏତେ ଅକଥନୀୟ ବିଧିର ବିଧାନ ତାହା କେହି କେବେ କଳ୍ପନାରେ ବି ଭାବିନଥିଲେ । ହସଖୁସିରେ ନିର୍ବନ୍ଧ ପାଇଁ ଗୋଟିଏ ବସରେ ଯାଉଥିଲେ ଅନେକ ପରିବାର ହେଲେ ବ୍ରହ୍ମପୁର ମେନ୍ଦ୍ରାଜପୁରଠାରେ ଜଗି ରହିଥିଲା ୧୧ କେ.ଭିର ମୃତ୍ୟୁର ତାର । କେହି କିଛି ବୁଝିବା…

ରାତିପାହିଲେ ଆସିବ ଦିଲ୍ଲୀ ରେଜଲ୍ଟ । ସକାଳୁ ୮ଟାରୁ ଆରମ୍ଭ ହେବ ମତଗଣନା, ପ୍ରଥମେ ଗଣାଯିବ ପୋଷ୍ଟାଲ ବ୍ୟାଲେଟ୍ । 

କନକ ବ୍ୟୁରୋ : ଆସନ୍ତାକାଲି ଆସିବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି । ବୁଥ ବାହୁଡା ମତ ବା ଏକଜିଟ ପୋଲର ଆକଳନ ଅନୁସାରେ ଦିଲ୍ଲୀରେ ଆପ ବା କେଜ୍ରିୱାଲ ପୁଣି କ୍ଷମତାକୁ ଫେରିବେ ବୋଲି କୁହାଯାଉଥିଲେ…

ଚୀନକୁ ଭାରତ ସହାୟତାର ହାତ ବଢାଇବା ପରେ ପ୍ରତିକ୍ରିୟା ରଖିଲେ ଚୀନ୍ ରାଷ୍ଟ୍ରପତି । ଗଭୀର ବନ୍ଧୁତାର ପ୍ରତୀକ ବୋଲି…

କନକ ବ୍ୟୁରୋ : ଚୀନର ପରିସ୍ଥିତିକୁ ଆଖି ଆଗରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଚିଠି ଲେଖି ସବୁ ପ୍ରକାରର ସାହାଯ୍ୟ କରିବା ପାଇଁ ଭାରତ ପ୍ରସ୍ତୁତ ଥିବା କହିଥିଲେ । ରା‌ଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଆଶ୍ବାସନା ଦେବା ସହ ଭାରତ…

ମୁଖ୍ୟମନ୍ତ୍ରୀଙ୍କୁ ୧୮ ପୂର୍ବତନ ଆଇଏଏସ୍ ଅଫିରସଙ୍କ ଚିଠି । ରାଜ୍ୟର ସୂଚନା ଅଧିକାରୀଙ୍କ ସୁରକ୍ଷା ପାଇଁ ଦାବି କରିବା…

କନକ ବ୍ୟୁରୋ : ସୂଚନା ଅଧିକାରୀ କର୍ମୀମାନଙ୍କ ପାଇଁ ଓଡ଼ିଶା ଦିନକୁ ଦିନ ଏକ ବିପଜ୍ଜନକ ସ୍ଥାନରେ ପରିଣତ ହୋଇଯାଉଛି । ଏହାକୁ ନେଇ ଦେଶର କେତେକ ଜଣାଶୁଣା ସାମାଜିକ କର୍ମୀ ତଥା ପୂର୍ବତନ ଆଇଏଏସ୍‌ ଚିନ୍ତା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଗତ…

ବିମାନରେ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର ! ପାଇଲଟଙ୍କୁ ନିଲମ୍ବନ କଲା ଡିଜିସିଏ ।

କନକ ବ୍ୟୁରୋ : ଯାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଜଣେ ପାଇଲଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଖରାପ ବ୍ୟବହାର କରିଥିବାରୁ ଇଣ୍ଡିଗୋ ବିମାନର ଜଣେ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବନ କରିଛି ବେସାମରିକ ବିମାନ ଉଡାଣ ମହାନିର୍ଦ୍ଦେଶାଳୟ(ଡ଼ିଜିସିଏ) । ମିଳିଥିବା ସୂଚନା ମୁତାବକ…