Daily Archives

February 9, 2020

କାନ୍ଦୁଛି ଗାଁ, ଝୁରୁଛି ମାଆ… ଦୁର୍ଘଟଣା ପରେ ଦୁଇଟି ପରିବାର ଉପରେ ଅଜାଡି ହୋଇପଡିଛି ଦୁଃଖର ପାହାଡ… କିଏ…

କନକ ବ୍ୟୁରୋ: ଦୁର୍ଘଟଣା ପରେ ଦୁଇଟି ଗାଁରେ ଶୋକାକୂଳ ପରିବେଶ । ପୁଅ ଅଶୋକଙ୍କ ଗାଁ ଡଙ୍ଗଲପାଡୁରେ ଲୁହର ବନ୍ୟା ସୃଷ୍ଟି ହୋଇଥିବା ବେଳେ ସମସ୍ତଙ୍କ ମୁହଁରୁ ହସ ଛଡାଇ ନେଇଛି ମୃତ୍ୟୁ । ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କର ଏକାଠି ଜଳିଛି ଜୁଇ । ଗାଁ ମଶାଣିରେ ଏକା ସାଙ୍ଗରେ…

ପକ୍କା ଘରକୁ ନେଇ ଆରମ୍ଭ ହେଲା ରାଜନୈତିକ କଳି । ବିଜେପି କହିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଭୂଲ ତଥ୍ୟ…

କନକ ବ୍ୟୁରୋ : ବିଜୁ ପକ୍କାଘରକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ପକ୍କାଘର ବଂଟନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବିଜେଡି ସରକାର ଚଂଚକତା ବନ୍ଦ କରନ୍ତୁ । ଅନ୍ୟପଟେ…

ଇତିହାସ ରଚିଲା ବାଂଲାଦେଶ । ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପରେ ଭାରତକୁ ହରାଇ ପ୍ରଥମ ଥର ପାଇଁ ବନିଲା ବିଶ୍ୱ…

କନକ ବ୍ୟୁରୋ : ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପରେ ପ୍ରଥମ ଥର ପାଇଁ ଇତିହାସ ରଚିଲା ବାଂଲାଦେଶ । ଟିମ୍ ଇଣ୍ଡିଆକୁ ୩ ୱିକେଟରେ ହରାଇ ବିଶ୍ୱ ଚମ୍ପିୟାନ୍ ବନିଲା ବାଂଲାଦେଶ । ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା ହାଇଭାଲଟେଜ୍…

ଅଧାରେ ରହିଗଲା ନିର୍ବନ୍ଧ । ଯୋଡିହେବା ପୂର୍ବରୁ ଭାଙ୍ଗିଗଲା ଦୁଇ ପରିବାରର ସୁନେଲି ସ୍ୱପ୍ନ । ହୁଳହୁଳି ବଦଳରେ ଶୁଭିଲା…

କନକ ବ୍ୟୁରୋ: ଘର ଅଗଣାରେ ମୁରୁଜ ପଡିଛି, ଦାଣ୍ଡ ଦୁଆରେ ଟେଣ୍ଟ ବନ୍ଧା ହୋଇଛି ଆଉ କାନ୍ଥରେ ଲେଖା ହୋଇଛି ପଲ୍ଲବୀ ୱେଡ୍ସ ଅଶୋକ । ସୋମବାର ରାତି ପାହିଥିଲେ ମଙ୍ଗଳବାର ହୋଇଥାନ୍ତା ମହାମିଳନ । ହୋମ ନିଆଁକୁ ସାକ୍ଷୀ ରଖି ଦୁହେଁ ଦୁହିଁକୁ ବିବାହ କରିଥାନ୍ତେ । ମଙ୍ଗଳବାର ବିବାହ ଥିବାରୁ ରବିବାର…

ବସରେ କରେଣ୍ଟ ଲାଗି ମୃତ୍ୟୁ ଘଟଣାରେ ରିପୋର୍ଟ ନିର୍ଦ୍ଦେଶ । ୨୪ ଘଣ୍ଟା ଭିତରେ ପ୍ରାଥମିକ ଯାଞ୍ଚ ରିପୋର୍ଟ ଦେବାକୁ…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ମେନ୍ଦ୍ରାଜପୁରଠାରେ ବସରେ କରେଣ୍ଟ ଲାଗି ମୃତ୍ୟୁ ଘଟଣାରେ ରିପୋର୍ଟ ଦେବାକୁ ବ୍ରହ୍ମପୁର ଇଲେକ୍ଟ୍ରିସିଟି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ । ୨୪ ଘଣ୍ଟା ଭିତରେ ପ୍ରାଥମିକ ଯାଞ୍ଚ ରିପୋର୍ଟ ଦେବାକୁ ଇଲେକ୍ଟ୍ରିସିଟି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।…

ଚିଲିକାରେ ଡଙ୍ଗାବୁଡି ପରେ ବି ପଶୁନି ଚେତା । ମହାନଦୀରେ ମୃତ୍ୟୁକୁ ଚ୍ୟାଲେଞ୍ଜ ଦେଇ ବିନା ଲାଇଫ ଜ୍ୟାକେଟରେ ପୁଣି ନଈ…

କନକ ବ୍ୟୁରୋ : ଚିଲିକାରେ ଡଙ୍ଗା ବୁଡି ଘଟଣା ପରେ କେତେ ସଜାଗ ହୋଇଛନ୍ତି ନୌକା ଯାତ୍ରୀ ଓ ଡଙ୍ଗା ଚାଳକ । ଡଙ୍ଗାବୁଡି ଘଟଣା ପରେ ସରକାର ନୌକା ଦୁର୍ଘଟଣା ରୋକିବାକୁ ଆଣିଛନ୍ତି କଡା ଆଇନ । ହେଲେ ଗ୍ରାଉଣ୍ଡ ଜିରୋରେ ଏହାର କେତେ ପାଳନ ହେଉଛି । ସେନେଇ କେନ୍ଦ୍ରାପଡାରେ ମହାନଦୀ ଶାଖାରୁ ରିୟଲିଟି…