Daily Archives

February 8, 2020

ଆସାମ ଓ ମେଘାଳୟରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୫ ଦଶମିକ ଶୂନ, କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା…

କନକ ବ୍ୟୁରୋ : ଆସାମ ଓ ମେଘାଳୟରେ ଭୂକମ୍ପର ଝଟକା । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅନୁଭୂତ ହୋଇଥିଲା ଭୂମିକମ୍ପ । ବୋଙ୍ଗାଇଗାଁ ଜିଲ୍ଲାର ଅଭୟପୁରୀ ଠାରୁ ୧୬ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ଦଶମିକ ଶୂନ ରହିଛି ।…

ହକି ପ୍ରୋ ଲିଗରେ ବେଲଜିୟମକୁ ହରାଇଲା ଭାରତ । କଳିଙ୍ଗ ମୁକାବିଲାରେ ୨-୧ରେ ଜିତିଲା ଟିମ୍ ଇଣ୍ଡିଆ, ବିଶ୍ୱର ଏକନମ୍ବର…

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ ଲିଗ ହକି ମ୍ୟାଚରେ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି ଭାରତ । ବିଶ୍ୱ ମାନ୍ୟତାର ୧ ନମ୍ବରରେ ଥିବା ତଥା ୨୦୧୮ ବିଶ୍ୱକପ ଜିତିଥିବା ବେଲଜିୟମକୁ ପ୍ରଥମ ମ୍ୟାଚରେ ଭାରତ ହରାଇଥିଲେ ମଧ୍ୟ ରବିବାର ଅନ୍ୟ ଏକ ମ୍ୟାଚରେ ଦଳ ଭଲ ପଦର୍ଶନ କରିବ…

ବୁଥ୍ ବାହୁଡ଼ା ମତ ପରେ ବିଜେପି ସାଂସଦଙ୍କ ଭବିଷ୍ୟବାଣୀ । ଟ୍ୱିଟ୍ କରି ତୀର ମାରିଲେ ମନୋଜ ତିୱାରୀ, କହିଲେ ୪୮ ଆସନରେ…

କନକ ବ୍ୟୁରୋ: ଦିଲ୍ଲୀ ପାଇଁ ଭୋଟ୍ ସରିବା ପରେ ଏବେ କିଏ ଦଖଲ କରିବ ଦିଲ୍ଲୀ ସେନେଇ ସାମ୍ନାକୁ ଆସିଛି ସର୍ଭେ ରିପୋର୍ଟ । ଆଉ ଏହି ବୁଥ୍ ବାହୁଡ଼ା ମତ ନେଇ କେଉଁ ଦଳରେ ଖୁସି ଆଉ କେଉଁ ଦଳରେ ଉଦାସୀ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ବିଭିନ୍ନ ଏଗଜିଟ୍ ପୋଲ୍ କେଜ୍ରିୱାଲଙ୍କୁ ପୁଣି ଦିଲ୍ଲୀ…

ବାହାଘର ଆଗରୁ ବରଯାତ୍ରୀ ନେଇ ବୁଥକୁ ଆସିଲେ ବର । ରୋଷଣୀ କରି ଆସିଲେ, ସଚେତନ ନାଗରିକତାର ପରିଚୟ ଦେଇ ଭୋଟ୍ ଦେଲେ ।

କନକ ବ୍ୟୁରୋ : ଆଜି ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ହୋଇଥିଲା । ତେବେ ଏହି ମତଦାନ ପ୍ରକ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ନିଜ ନିଜର ଅଧିକାର ସାବ୍ୟସ୍ତ କରିଥିବା ବେଳେ ବିବାହ କରିବାକୁ ଯାଉଥିବା ଜଣେ ବର ମତଦାନ କେନ୍ଦ୍ରରେ…

ଆତଙ୍କ ଖେଳାଉଛି କରୋନା ଭାଇରସ୍ ! ବଢି ବଢି ଚାଲିଛି କରୋନା ଭୂତାଣୁରେ ମୃତକଙ୍କ ସଂଖ୍ୟା, ଗୋଟିଏ ଦିନରେ ଜୀବନ ହାରିଲେ…

କନକ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି କରୋନାର ଭୟବହତା । ଚୀନରେ ପ୍ରତ୍ୟେକ ଦିନ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଭୟଙ୍କର କରୋନାରେ ବର୍ତମାନ ସୁଦ୍ଧା ୭୨୨ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏହାସହ ୩୪ ହଜାରରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।…

ପଞ୍ଜାବ ଛାତିରେ ଭୟଙ୍କର ବିସ୍ଫୋରଣ: ନାମ ସଂକୀର୍ତ୍ତନ ବେଳେ ବାଣ ଭର୍ତ୍ତି ଟ୍ରଲିରେ ହଠାତ୍ ଲାଗିଲା ନିଆଁ, ୧୫ ମୃତ ୩ରୁ…

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ ! ପ୍ରଭୁଙ୍କୁ ନାମ ସଂକୀର୍ତ୍ତନ କରୁଥିବାବେଳ ସବୁ ଦିନ ପାଇଁ ଶୋଇପଡ଼ିଲେ ୧୫ ଜଣ ଶ୍ରଦ୍ଧାଳୁ । ଏଭଳି କିଛି ଛାତିଥରା ଘଟଣା ଆସିଛି ପଞ୍ଜାବର ତରନତାରନରୁ । ନଗର ସଂକୀର୍ତ୍ତନ ସମୟରେ ଏକ ଟ୍ରାକ୍ଟର ଟ୍ରଲିରେ ବଡ଼ ବିସ୍ଫୋରଣ ହୋଇଛି । ଯେଉଁଥିରେ ପାଖାପାଖି…