Daily Archives

February 7, 2020

ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ । ଜାଗର ପାଇଁ ପ୍ରକାଶ ପାଇଲା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦିନ ତମାମର…

କନକ ବ୍ୟୁରୋ: ପବିତ୍ର ଶିବରାତ୍ରି ଅବସରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ନିଷ୍ପତ୍ତି ହୋଇଛି। କାର୍ଯ୍ୟସୂଚୀ ଅନୁସାରେ ଶିବରାତ୍ରି ଦିନ (ଫେବ୍ରୁଆରି ୨୧) ଭୋର ୩ଟାରୁ ସାଢ଼େ ୩ଟା ମଧ୍ୟରେ ମଙ୍ଗଳ ଆଳତୀ ଓ…

ଦିଲ୍ଲୀରେ କିଏ ଗଢିବ ସରକାର . . କାହା ଉପରେ ଭରସା କରିବେ ଭୋଟର ? ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ. . ୭୦…

କନକ ବ୍ୟୁରୋ : ଦିଲ୍ଲୀରେ କିଏ ଗଢିବ ସରକାର । କାହା ଉପରେ ଭରସା କରିବେ ଭୋଟର । ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । । ଏହି ବିଧାନସଭା ନିର୍ବାଚନରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…

ପରୀକ୍ଷା କେନ୍ଦ୍ର ପାଇଁ ଫିକ୍ସିଂ ? ପ୍ଲସ ଟୁ ପରୀକ୍ଷା କେନ୍ଦ୍ର ପାଇଁ ଫିକ୍ସିଂ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ…

କନକ ବ୍ୟୁରୋ: ଲାଂଚ ନେଇ ପ୍ଲସ ଟୁ ପରୀକ୍ଷା କେନ୍ଦ୍ର ବଦଳାଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀ । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ଯୁକ୍ତ ଦୁଇ ପରୀକ୍ଷା କମିଟି ସଭ୍ୟ । ଅଭିଯୋଗ ହୋଇଛି, କିଛି ଅସାଧୁ କର୍ମଚାରୀ ଲାଂଚ ନେଇ ପରୀକ୍ଷା କେନ୍ଦ୍ର ବଦଳାଇ ଦେଇଛନ୍ତି । କମିଟି…

ସାହସ ଦେଖାଇଲେ ଜୟପୁରର ଦୁଇ ବନ୍ଧୁ : କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର କଲେ, ସାହସିକତା ଦେଖି…

କନକ ବ୍ୟୁରୋ : କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଦୁଇ ବନ୍ଧୁୁ । ଜଣଙ୍କର ବୟସ୧୭ ବର୍ଷ ବୟସ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ୧୯ ବର୍ଷ । ନିଜ ଜୀବନକୁ ବାଜି ଲଗାଇ କେନାଲରେ ଭାସି ଯାଉଥିବା ୫୫ ବର୍ଷର ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ଜୟପୁର ସହରର ଦୁଇ ବନ୍ଧୁ ।…

ଭିଡ଼ିଓ ପୋଷ୍ଟ କରି ଫସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ : ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ନୋଟିସ୍ ପଠାଇଲେ ନିର୍ବାଚନ…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍ ।ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆଜି ନିର୍ବାଚନ ଆୟୋଗ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ପଠାଇଛନ୍ତି । ସୋମବାର ଦିନ…

ବାପା ମରିଗଲେ ପିଲାଙ୍କୁ ମିଳିବ ଚାକିରି । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ମିଳିବ ଚତୁର୍ଥ…

କନକ ବ୍ୟୁରୋ: ବାପା ମରିଗଲେ ପିଲାଙ୍କୁ ଚାକିରି । ୫୦% ଯାଏଁ ଅନୁକମ୍ପାମୂଳକ ନିଯୁକ୍ତି । ଚତୁର୍ଥ ଶ୍ରେଣୀ ପଦବୀରେ ମିଳିବ ପିଲାଙ୍କୁ ନିଯୁକ୍ତି । ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ନିଷ୍ପତ୍ତି…