Daily Archives

February 6, 2020

ରାସ୍ତା ମଝିରେ ଗାଡ଼ିରୁ ଚାବି ଛଡ଼ାଇ ନେବା କେତେ ଠିକ୍ ? ପୂର୍ବତନ ବିଚାରପତି, ପୂର୍ବତନ ପୋଲିସ ଡିଜି ଓ ବରିଷ୍ଠ…

କନକ ବ୍ୟୁରୋ : ରାଜଧାନୀରେ ଟ୍ରାଫିକ ପୋଲିସ ମହିଳାଙ୍କ ଗାଡିରୁ ଚାବି ଛଡାଇ ନେବା ବିବାଦରେ ଆସିଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା । ପୂର୍ବତନ ବିଚାରପତି କହିଛନ୍ତି, ଯଦି କେହି ଖସିଯିବାକୁ ଚେଷ୍ଟା କରୁଛି ତେବେ ଟ୍ରାଫିକ ପୋଲିସ ଚାବି ଛଡାଇବାକୁ ଉଦ୍ୟମ କରିପାରେ । ପୂର୍ବତନ ପୋଲିସ ଡିଜି…

‘ମହାବଳୀ’ ଗର୍ଜିବ, ପାକିସ୍ତାନ ଥରିବ । ବର୍ଷେ ପରେ ବାୟୁସେନାରେ ସାମିଲ ହେବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମିସାଇଲ…

କନକ ବ୍ୟୁରୋ: ‘ମହାବଳୀ’ ଗର୍ଜିବ, ପାକିସ୍ତାନ ଥରିବ । ଭାରତ ଆଗରେ ମୁଣ୍ଡ ନୁଆଁଇବ ଶତ୍ରୁ । ‘ମହାବଳୀ’ର ମହାଗର୍ଜନରେ ଫାଟି ପଡିବ ଶତ୍ରୁ ଦେଶର ମାଟି । କମ୍ପି ଉଠିବ ଶତ୍ରୁପକ୍ଷଙ୍କ ଛାତି । ବାୟୁରେ ବାୟୁରେ ଚିରି ପକାଇବ ଶତ୍ରୁ ପଠାଇଥିବା ବଡ ବଡ ବାହୁବଳୀ ମିସାଇଲ । କାରଣ ଭାରତକୁ ସୁରକ୍ଷା…

ରଙ୍ଗ ସାଇଡରେ ଗାଡି ଚଲାଉଥିଲେ ସାବଧାନ । ଆଜି ୬୯ଟି ଗାଡି ସିଜ୍ କଲା ପୋଲିସ, ଖୁବଶୀଘ୍ର ଲଗାଯିବ ଟାୟାର କିଲର ।

କନକ ବ୍ୟୁରୋ : ରଙ୍ଗ ସାଇଡରେ ଗାଡି ଚଳାଉଥିଲେ ସାବଧାନ । ଖାସକରି ଟ୍ୱିନସିଟିରେ । ରଙ୍ଗ ସାଇଡରେ ଗାଡି ଚଳାଇଲେ କେବଳ ଯେ ଚକା ଲିକ୍ ହେବ ତାହା ନୁହେଁ ବରଂ ଗାଡି ମଧ୍ୟ ସିଜ୍ କରିବ ପୋଲିସ । ଏପରିକି ଆଜି ଭୁବନେଶ୍ୱରରେ ରଙ୍ଗ ସାଇଡରେ ଆସୁଥିବା ୬୯ ଜଣ ଗାଡି ଚାଳକଙ୍କ ଗାଡି ସିଜ୍ କରିଛି ପୋଲିସ…

କାରିଗରଙ୍କ ହାତ ସ୍ପର୍ଶରେ ଜୀବନ ପାଉଛି ପଥର : ପରିଶ୍ରମକୁ ମିଳୁନି ଉଚିତ ପ୍ରାପ୍ୟ,କମ ଦାମରେ ମୂର୍ତ୍ତି ବିକ୍ରି…

କନକ ବ୍ୟୁରୋ : ବର୍ଷ ବର୍ଷ ଧରି ପଥର ଉପରେ ନିଜ କଳା କୌଶଳକୁ ଖଣତି ମୁନରେ ରୂପ ଦିଏ କାରିଗର । ହେଲେ ଏହି କାରିଗର ଏବେ ଚିନ୍ତାରେ । କାରିଗରଙ୍କୁ ଏବେ ମିଳୁନି ସରକାରୀ ପ୍ରୋତ୍ସାହନ କି ଉପଯୁକ୍ତ ମୂଲ୍ୟ । ତେଣୁ ପେଟ ପୋଷିବା ପାଇଁ ଅନ୍ୟ କାମ କରିବାକୁ ବାଧ୍ୟ ହେଉଛନ୍ତି କାରିଗର । ପଥର…

ସାମୁଦ୍ରିକ ବାତ୍ୟାକୁ ନେଇ ସ୍କାଇମେଟର ଆକଳନ । ଚଳିତ ଗ୍ରୀଷ୍ମଋତୁରେ ବଡ ଧରଣର ଝଡବାତ୍ୟାର ନାହିଁ ଆଶଙ୍କା

କନକ ବ୍ୟୁରୋ : ମାର୍ଚ୍ଚରୁ ଦେଶରେ ପ୍ରାକ-ମୌସୁମୀ ସାମୁଦ୍ରିକ ବାତ୍ୟା ଋତୁ ଆରମ୍ଭ ହେବାକୁ ଯାଉଛି । ଗତ ବର୍ଷ ଏହି ଋତୁରେ ଅତି ଭୀଷଣ ସାମୁଦ୍ରିକ ଝଡ଼ ଫନି ଓଡ଼ିଶାକୁ ଛାରଖାର କରିଦେଇଥିଲେ । ଏଣୁ ଏବର୍ଷ କ’ଣ ହେବ ତାହାକୁ ନେଇ ଲୋକଙ୍କ ମନରେ ଆଶଙ୍କା ରହିଛି । ଆମ ଦେଶର ସାମୁଦ୍ରିକ ବାତ୍ୟା…

ଜମି ମାଫିଆଙ୍କ କବଜାରେ ଆଦିବାସୀଙ୍କ ସମ୍ପତ୍ତି :ସରକାରୀ ସହାୟତା ଯୋଗାଇ ଦେବା ନାଁରେ ଟିପ ଚିହ୍ନ ନେଇ ଦଲାଲ ବିକି ଦେଲେ…

କନକ ବ୍ୟୁରୋ : ସରଳ ଆଦିବାସୀଙ୍କ ଜମିକୁ ଚଞ୍ଚକତା ପୂର୍ବକ ବିକ୍ରି କରୁଛନ୍ତି ଜମି ଦଲାଲ । ଏପରି ସାଙ୍ଘାତିକ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ପାଖ ଦେବେନ୍ଦ୍ରପୁର ଗାଁରୁ । ଚୈତନ୍ୟ ବେଶ୍ରା ନାମକ ଜଣେ ଆଦିବାସୀଙ୍କ ୬୭ ଡେସମିଲ ଜମିକୁ ଚଞ୍ଚକତା । କରି ଜମି ଦଲାଲ ଶ୍ରୀକାନ୍ତ ବେହେରା…