Daily Archives

February 6, 2020

ରିପୋର୍ଟ ଆସିଲା ନେଗେଟିଭ । ଉହାନରୁ ଉଦ୍ଧାର ହୋଇଥିବା ୬୪୫ ଭାରତୀୟଙ୍କ କରୋନା ରିପୋର୍ଟ ଆସିଲା ନିଗେଟିଭ, କେହି…

କନକ ବ୍ୟୁରୋ : ଫେବ୍ରୁଆରି ୬ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ । ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ…

୧୬ ତାରିଖ ଯାଏଁ ବନ୍ଦ ରହିବ ବିଜୁଳ କାଟ୍ । ବକେୟା ବିଲ ପୈଠ କରିବାକୁ ଆଉ ୧୦ ଦିନର ମହଲତ ଦେଲା ସେସୁ

କନକ ବ୍ୟୁରୋ: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ ଆଶ୍ୱସ୍ତି । ବକେୟା ବିଲ ଭରିବାକୁ ଆଉ ୧୦ ଦିନର ମହଲତ ଦେଲା ସେସୁ । ଆଉ ଏହି ୧୦ ଦିନ ଭିତରେ ସମସ୍ତ ବକେୟା ବିଦ୍ୟୁତ ବିଲ ପଇଠ କରିବାକୁ ଅନୁରୋଧ କରିଛନ୍ତି ସେସୁର ସିଇଓ ଅରୁଣ ବୋଥ୍ରା । ତେବେ ପ୍ରେସମିଟ କରି ବୋଥ୍ରା କହିଛନ୍ତି ଏଯାଏଁ ୨୫…

କେଉଁ ପରିସ୍ଥିତିରେ ଆପଣଙ୍କ ଗାଡିକୁ ସିଜ୍ କରିପାରିବ ପୋଲିସ? ବିତର୍କ ପରେ ଆଡଭାଇଜରୀ ଜାରି କଲା କମିଶନରେଟ ପୋଲିସ ।…

କନକ ବ୍ୟୁରୋ : ରାସ୍ତା ମଝିରେ ଗାଡିରୁ ଚାବି ଛଡାଇ ନେଇପାରିବେ କି ପୋଲିସ ଅଧିକାରୀ? ଏଭଳି ଏକ ପ୍ରସଙ୍ଗକୁ ନେଇ ଗତ ଦୁଇଦିନ ହେବ ବିତର୍କ ଲାଗି ରହିଥିବା ବେଳେ ଆଜି କମିଶନରେଟ ପୋଲିସ ଏକ ଆଡଭାଇଜରୀ ଜାରି କରିଛି । ଖାସକରି ଟ୍ରାଫିକ ଯାଞ୍ଚ ଚାଲିଥିବା ବେଳେ ପୋଲିସଙ୍କର କଣ ଅଧିକାର ରହିଛି…

ଲୁଟେରା ସାଜିଲି ମୁଁ ପ୍ରେମିକା ପାଇଁ… ଲୁଟ ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଗିଫ୍ଟ । ଟଙ୍କାସୁନା ଲୁଟୁଥିଲେ,…

କନକ ବ୍ୟୁରୋ: ଲୁଟ ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଉପହାର । ଲୁଟ କରି ଲୁଟେରା ଦେଇଥିଲା ସୁନା ଅଳଙ୍କାର ଓ ମୋବାଇଲ । ବିଡା ବିଡା ଟଙ୍କା, ମୋବାଇଲ ଆଉ ସୁନା ଅଳଙ୍କାର । ବ୍ରହ୍ମପୁରରେ ବନ୍ଧୁକ ମୁନରେ ୫୦ ଲକ୍ଷ ଲୁଟ୍ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଲୁଟର ୧୫ ଦିନ ଭିତରେ ୫ ଜଣ…

ଭାଗ କମିଲା, କଥା କଟାକଟି ହେଲା । ରେଳ ବଜେଟରେ ଓଡିଶାକୁ ଅନୁଦାନ କମିବା ପରେ ଆରମ୍ଭ ହେଲା ରାଜନୈତିକ ବାକଯୁଦ୍ଧ ।…

କନକ ବ୍ୟୁରୋ: ଚଳିତ ବଜେଟରେ ରେଲବାଇର ବିକାଶ ପାଇଁ ଓଡ଼ିଶାକୁ ୬ ହଜାର କୋଟିରୁ ଅଧିକ ଟଙ୍କା ଆଶା ରଖିଥିଲେ ରାଜ୍ୟ ସରକାର । ହେଲେ ନୂଆ ବଜେଟରେ ରେଳ ଅନୁଦାନ ପାଖାପାଖି ୧୬୨୦ କୋଟି ଟଙ୍କା ହ୍ରାସ ପାଇଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ । ରାଜ୍ୟ ପ୍ରତି ଅବହେଳା…

ଲଢେଇ ପାଇଁ ଶେଷ ପ୍ରସ୍ତୁତି । ଦିଲ୍ଲୀ ଦଖଲ ପାଇଁ ପ୍ରଚାର ଶେଷ । ଶନିବାର ନୂଆ ସରକାର ପାଇଁ ପଡିବ ଭୋଟ

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ । ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଶନିବାର ମହାପରୀକ୍ଷା ଥିବା ବେଳେ ଆଜି ଶେଷ ପ୍ରଚାର କଲେ ସବୁ ଦଳ । ଶନିବାର ଦିଲ୍ଲୀ ଦରବାର ପାଇଁ ହେବ ଭାଗ୍ୟ ପରୀକ୍ଷା । ନୂଆ ସରକାର ପାଇଁ ଦିଲ୍ଲୀବାସୀ ଏଥର କାହାକୁ ଆପଣେଇବେ ତାହା ଏଗାର…