Daily Archives

February 5, 2020

ଟ୍ରାଫିକ ପୁଲିସ ଛଡ଼ାଇ ପାରିବ କି ଗାଡ଼ି ଚାବି ? ଡିସିପି ସାଗରିକା କହିଲେ ଚାବି ଛଡ଼ାଇବାର ରହିଛି ଅଧିକାର । ଆଇନଜୀବୀ…

କନକ ବ୍ୟୁରୋ: ଗାଡିରୁ ଚାବି ବାହାର କରିପାରିବ କି ଟ୍ରାଫିକ ପୁଲିସ? କଣ କହୁଛି ଆଇନ, କଣ କହୁଛନ୍ତି ଟ୍ରାଫିକ ଡିସିପି? ଷ୍ଟିୱାର୍ଟ ସ୍କୁଲ ଛକରେ ଚାଲିଥିବା ଗାଡି ଚେକିଂ ଆଉ ଏହା ପରର ଘଟଣା ଏକ ବଡ ବିତର୍କକୁ ସାମ୍ନାକୁ ଆଣିଛି । ରାସ୍ତାରେ ଯାଂଚ ସମୟରେ ପୁଲିସ ନିୟମ ଭାଙ୍ଗିଥିବା ଗାଡିରୁ…

ପ୍ରିୟଙ୍କାଙ୍କ ଶେଷ ମୁହୁର୍ତ୍ତର କାହାଣୀ । ବାହାଘର ଭୋଜି ସାରି ଫେରୁଥିବା ବେଳେ ଘଟିଗଲା ବଡ଼ ଅଘଟଣ, ହେଲେ କିଡନୀ ଦାନ…

କନକ ବ୍ୟୁରୋ : ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତିି ଦିଗପହଣ୍ଡିର ପ୍ରିୟଙ୍କା ରାଜୁ । ଦୁର୍ଘଟଣାର ଶିକାର ହୋଇ ବିଦାୟ ନେବା ପୂର୍ବରୁ ସେ ଯେଉଁ ଦାନ କରି ଯାଇଛନ୍ତି ସେଥିରେ ଆଉ ଦୁଇ ଜଣ ପାଇଛନ୍ତି ନୂଆ ଜୀବନ । ତେଣୁ ସବୁଠି ତାଙ୍କ କାର୍ଯ୍ୟକୁ କରାଯାଉଛି ପ୍ରଶଂସା । ଏବେ ଆସନ୍ତୁ ଜାଣିବା କିଏ…

ଏକାଠି ଫାଶୀ ପାଇବେ ୪ ସୈତାନ । ନିର୍ଭୟା ଦୋଷୀଙ୍କୁ ଫାଶୀ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ ରାୟ, ସପ୍ତାହେ ଭିତରେ…

କନକ ବ୍ୟୁରୋ : ନିର୍ଭୟା ଦୋଷୀଙ୍କୁ ଫାଶୀ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର । ସପ୍ତାହେ ଭିତରେ ସମସ୍ତ ଆଇନଗତ ପ୍ରକ୍ରିୟା ସାରିବାକୁ ଦୋଷୀଙ୍କୁ ମହଲତ ଦେବା ସହ ୪ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯିବ ବୋଲି କହିଛନ୍ତି କୋର୍ଟ । ଏହାସହ କେନ୍ଦ୍ରର…

ବରଗଡ ପାଇଁ ଡବଲ ଧମାକା ! ଦୁଇ ମାସରେ ଦୁଇଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କ୍ୟାନସର ହସ୍ପିଟାଲ ପରେ ଏବେ ହେବ ଅର୍ବାନ…

କନକ ବ୍ୟୁରୋ: ବରଗଡ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବରଗଡ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚସି ହେବ । ଏହି ସିଏଚସିରେ ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସା ସହ ଓପିଡି…

ମନ୍ଦିର ପାଇଁ ପଡ଼ିଲା ମୂଳଦୂଆ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହେଲା ଟ୍ରଷ୍ଟ ବୋର୍ଡ, ମିଳିଲା…

କନକ ବ୍ୟୁରୋ : ପଡିଲା ରାମ ମନ୍ଦିର ପାଇଁ ମୂଳଦୂଆ, ଗଠନ ହେଲା ଟ୍ରଷ୍ଟ ବୋର୍ଡ । କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଟ୍ରଷ୍ଟକୁ ମିଳିଛି ମଞ୍ଜୁରୀ । ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଟ୍ରଷ୍ଟରେ ରହିବେ ୧୫…