Daily Archives

February 5, 2020

ହ୍ୟାକ୍ ହୋଇଗଲା ଗୁଗୁଲ୍ ମ୍ୟାପ୍ ! ଗ୍ରୀନ୍ ବଦଳରେ ରେଡ୍ ହୋଇଗଲା ସିଗନାଲ୍, ଜାଣନ୍ତୁ କେମିତି ହେଲା ସମ୍ଭବ ।

କନକ ବ୍ୟୁରୋ : ଆପଣ ଆଗରୁ ଗୁଗଲ ଆକାଉଣ୍ଟ ବା ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହେବା ଖବର ନିଶ୍ଚୟ ଶୁଣିଥିବେ। କିନ୍ତୁ କେବେ ଗୁଗଲ ମ୍ୟାପ୍‌ ହ୍ୟାକ୍‌ ହେବା ଖବର ଆପଣ ଶୁଣିଥିଲେ କି ? କଥାଟି ବିଶ୍ୱାସ କରି ହେଉନଥିଲେ ମଧ୍ୟ ସତ । ଜଣେ ଯୁବକ ୯୯ଟି ପୁରୁଣା ସ୍ମାର୍ଟଫୋନ ଜରିଆରେ ଗୁଗଲ ମ୍ୟାପକୁ…

ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପ‌ରେ ଲାଗିଲା ଟାକ୍ସ ଚୋରିର ଆରୋପ । ପଚରାଉଚରା କରୁଛି ଆୟକର ବିଭାଗ ।

କନକ ବ୍ୟୁରୋ : ସବୁବେଳେ ନିଜର ଫିଲ୍ମ ଓ ଅଭିନୟକୁ ନେଇ ଚର୍ଚ୍ଚାରେ ରହୁଥିବା ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପରେ ଟାକ୍ସ ଚୋରିର ଆରୋପ ଲାଗିଛି । ସତ କ’ଣ ତାହା ଜାଣିବା ପାଇଁ ଏବେ ତାଙ୍କୁ ଆୟକର ବିଭାଗର ଅଧିକାରୀମାନେ ପଚରାଉଚରା କରୁଛନ୍ତି । ଏହା ସହ ଏଜିଏସ୍ ସିନେମାର ସମ୍ପତ୍ତିକୁ ନେଇ…

ବାଲେଶ୍ୱରର ସୁପରବ୍ରେନ ! ଆଖି ବନ୍ଦ କରି ସବୁ ଜାଣିପାରୁଛନ୍ତି, ଯାହା ଛୁଉଁଛନ୍ତି ତା’ ରଙ୍ଗ ବାରି ଦେଉଛନ୍ତି……

କନକ ବ୍ୟୁରୋ: ବୁଦ୍ଧିଆ ହେବେ ପିଲା । ନିଜ ଇନ୍ଦ୍ରୀୟକୁ ନିୟନ୍ତ୍ରଣ କରି ସବୁ ସମସ୍ୟାର କରିବେ ସମାଧାନ । ଆଖି ବୁଜି ବି ସବୁ କହିଦେବେ, ବନ୍ଦ ଆଖିରେ ନିଜ ଚାରିପାଖର ଚିତ୍ର ଚରିତ୍ରକୁ ଛୁଇଁ ସ୍ପଷ୍ଟ ବାରିଦେବେ ଏହି ବିସ୍ମୟ ବାଳକବାଳିକା । ପିଲାବେଳୁ ଷଷ୍ଠ ଇନ୍ଦ୍ରୀୟକୁ ସକ୍ରିୟ କରି…

କଲବଲ କରୁଛି କରୋନା । ଚୀନରେ ଭୂତାଣୁ ସଂକ୍ରମଣରେ ୪୯୦ଜଣଙ୍କର ମୃତ୍ୟୁ, ୨୪ହଜାରରୁ ଅଧିକ ଆକ୍ରାନ୍ତ ।

କନକ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି କରୋନାର ଭୟବହତା । ଚୀନରେ ପ୍ରତ୍ୟେକ ଦିନ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଭୟଙ୍କର କରୋନାରେ ବର୍ତମାନ ସୁଦ୍ଧା ୪୯୦ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏହାସହ ୨୪ ହଜାରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଚୀନ…

ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ରହିବ ତାରାତାରିଣୀ । ମାଆଙ୍କ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।…

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜଙ୍କ ପରେ ବଦଳିବ ତାରାତାରିଣୀ ପୀଠର ରୂପରେଖ । ଗଞ୍ଜାମର ପୁରାତନ ଶକ୍ତିପୀଠ ତାରାତାରିଣୀ ମନ୍ଦିରର ହେବ ଉନ୍ନତିକରଣ । ମନ୍ଦିରର ଉନ୍ନତିକରଣ ପାଇଁ ପ୍ରସ୍ତୁତ ପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସରିଲା ନିର୍ଭୟା ଗଣଦୁଷ୍କର୍ମର ସୈତାନ ଅକ୍ଷୟର ଲାଇଫ୍ ଲାଇନ୍ । ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି ।

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅକ୍ଷୟ ସିଂ କିଛିଦିନ ତଳେ ରାଜକ୍ଷମା ଆବେଦନ କରିଥିଲା । ରାଷ୍ଟ୍ରପତି ପୂର୍ବରୁ ଏହି ମାମଲାର ଆଉ ଦୁଇ ଦୋଷୀ ମୁକେଶ କୁମାର ସିଂ, ବିନୟ…