Daily Archives

February 4, 2020

ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ତାତି । ବିଜେପି ନେତାଙ୍କୁ ରାବଣର ସନ୍ତାନ ବୋଲି କହିଲେ ବିରୋଧୀ ଦଳ ନେତା । ବିଜେପିର…

କନକ ବ୍ୟୁରୋ : ସଂସଦରେ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଉପରେ ମୁହାଁମୁହିଁ ହୋଇଛନ୍ତି ବିଜେପି କଂଗ୍ରେସ । ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ବିରୋଧରେ, ବିରୋଧ ପ୍ରଦର୍ଶନ କରାଯାଇଛି । ଅପରପକ୍ଷରେ ରାମଙ୍କ ପୂଜାରୀଙ୍କ ଅପମାନ କରାଯାଉଛି…

ବିକ୍ରି ହେବ ଏୟାର ଇଣ୍ଡିଆ । ସରକାରୀ ବିମାନ ସଂସ୍ଥାକୁ କିଣିବ ଟାଟା, ୮୮ବର୍ଷ ପରେ ଟାଟାକୁ ପୁଣି ମିଳିପାରେ ଏୟାର…

କନକ ବ୍ୟୁରୋ : ବିକ୍ରି ହେବାକୁ ଯାଉଛି ଭାରତର ସରକାରୀ ବିମାନ ସଂସ୍ଥା ଏୟାର ଇଣ୍ଡିଆ । ଘାଟାରେ ଚାଲୁଥିବା ଏହି କମ୍ପାନୀ ଋଣ ବୋଝରେ ବୁଡି ରହିଛି । ଯାହା ଫଳରେ ଏହି କମ୍ପାନୀକୁ ବିକ୍ରି କରିବା ପାଇଁ ନିଲାମ ଡାକିଛନ୍ତି ସରକାର । ଆସନ୍ତା ମାର୍ଚ୍ଚ ୧୭ ସୁଦ୍ଧା ନିଲାମଧାରୀମାନେ ଏହି ବିମାନ…

ଚାଲିଛି ହଜାର ହଜାର କୋଟି ଟଙ୍କାର ଖଣି ନିଲାମ । ପ୍ରଥମ ୪ ଦିନରେ ୪ଟି ବଡ଼ ଖଣିର ନିଲାମ ଶେଷ, ଜାଣନ୍ତୁ କେଉଁ କମ୍ପାନୀ…

କନକ ବ୍ୟୁରୋ : ଖଣି ଦୁର୍ନୀତି ନେଇ ବେଶ କିଛି ବର୍ଷର ତମ୍ବି ତୋଫାନ ପରେ ଏବେ ହଜାର ହଜାର କୋଟି ଟଙ୍କାର ଖଣି ନିଲାମ ପାଇଁ ତତ୍ପର ହୋଇ ଉଠିଛନ୍ତି ସରକାର । ମାର୍ଚ୍ଚ ଶେଷ ବେଳକୁ ରାଜ୍ୟର ୨୪ଟି ଲୁହା, ମାଙ୍ଗାନିଜ୍ ଓ କ୍ରୋମାଇଟ୍ ଖଣିର ଲିଜ୍ ଅବଧି ସରିଯାଉଥିବାରୁ ଏସବୁର ଇ-ନିଲାମ ଶେଷ…

କରୋନା ପାଇଁ ବଡ଼ କସରତ । ମୁକାବିଲା ପାଇଁ କେନ୍ଦ୍ର ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା । ସ୍କୁଲ ପିଲାଙ୍କୁ…

କନକ ବ୍ୟୁରୋ : ଚୀନରୁ ଫେରିଥିବା ଫୁଲବାଣୀ ଛାତ୍ରଙ୍କୁ ଆଶ୍ୱସ୍ତି । କରୋନା ଭାଇରସ ସଂକ୍ରମିତ ହୋଇନାହାନ୍ତି ଫୁଲବାଣୀର ଏହି ଛାତ୍ର । ପୁନେକୁ ପଠାଯାଇଥିବା ତାଙ୍କ ରକ୍ତ ନମୁନାରୁ କରୋନା ଭାଇରସ୍ ନେଗେଟିଭ୍ ରିପୋର୍ଟ ଆସିଛି । ସେପଟେ ରାଜ୍ୟରେ କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର…

ଗୋଡ ଧରିଲେ, ନେହୁରା ହେଲେ । ଘରେ ଛୁଆ ଭୋକରେ ଥିବ ବୋଲି ବାରମ୍ବାର କହିଲେ, କିନ୍ତୁ ଶୁଣିଲେନି ପୋଲିସ ବାବୁ । ଚାବି…

କନକ ବ୍ୟୁରୋ : ଯଦି ଆପଣଙ୍କ ବାଇକ କିମ୍ବା ସ୍କୁଟରର ଚାବି ପୋଲିସ ବାବୁ ଛଡାଇନିଅନ୍ତି ତେବେ ଆପଣଙ୍କ ଅବସ୍ଥା କଣ ହେବ ଟିକେ ଚିନ୍ତା କରନ୍ତୁ । ଠିକ୍ ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା ରାଜଧାନୀରେ । ସ୍କୁଲରୁ ନିଜ ଛୁଆକୁ ଆଣିବାକୁ ଯାଇଥିବା ଜଣେ ମହିଳା ଆଜି ଏମିତି ଏକ ହରଡଘଣାରେ…

ରାଜ୍ୟ ଚିକିତ୍ସା ଇତିହାସରେ ଯୋଡ଼ା ହେଲା ନୂଆ ଫର୍ଦ୍ଦ । ଇତିହାସ ରଚିଲା କଟକ ବଡ଼ ମେଡ଼ିକାଲ । ରୋଗୀଙ୍କୁ ଲାଗିଲା ମୃତ…

କନକ ବ୍ୟୁରୋ : ମୃତଦେହରୁ କିଡନୀ କାଢ଼ି ଆବଶ୍ୟକ କରୁଥିବା ରୋଗୀଙ୍କ ଦେହରେ କିଡନୀ ପ୍ରତିରୋପଣ କରିବା ଭଳି ବିରଳ ଅସ୍ତ୍ରୋପଚାର କରି, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି କଟକ ବଡ଼ ମେଡ଼ିକାଲ । ଓଡ଼ିଶାରେ ପ୍ରଥମ ଥର ପାଇଁ କରାଯାଇଛି କାଡଭେରିକ୍ ଟ୍ରାନ୍ସପ୍ଲାଂଟ୍ । ଇତିହାସ…